ଆଇସୋଲେଶନ ଓ୍ବାର୍ଡରେ ମଦ ପିଇଲେ କରୋନା ଆକ୍ରାନ୍ତ
ଗୋପାଳଗଞ୍ଜ, ୧୨।୭- ଭାରତରେ କରୋନା ଭାଇରସ୍ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏଭଳି ଏକ ବିପର୍ଯ୍ୟୟ ସମୟରେ ଜଣେ…
କଂଗ୍ରେସରେ ସବୁ ଗଧ ଅଛନ୍ତି, କାହିଁକି ଏମିତି କହିଲେ ଭାଜପା ନେତ୍ରୀ
ନୂଆଦିଲ୍ଲୀ,୧୨।୭: ରାଜସ୍ଥାନର ଶାସକ ଦଳ କଂଗ୍ରେସର ଦୁଇ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ସିଏମ ଅଶୋକ ଗେହଲୋତଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ…
ଜାଡେଜାଙ୍କ ଜୀବନର ଏହା ଥିଲା ଅନ୍ୟତମ ଦୁଃଖଦ ଦିନ
ନୂଆଦିଲ୍ଳୀ,୧୦।୭: ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍ରେ ଭାରତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ବିପର୍ଯ୍ୟୟ ସବୁଠୁ ଦୁଃଖଦ ଥିଲା ବୋଲି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି। ଗତବର୍ଷ ଆଜିର ଦିନରେ ଭାରତ ଏହି ମହା…
କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉନି ପ୍ରଶାସନ: ପ୍ରତିବାଦରେ ଥାନା ସମ୍ମୁଖରେ ଧାରଣା
ରାଉରକେଲା ଅଫିସ,୧୨।୭-ଜଣେ କରୋନା ସଂକ୍ରମିତଙ୍କୁ ମେଡିକାଲ ନେବା ଦାବିରେ ରବିବାର କୋଏଲନଗର ଅଞ୍ଚଳର କିଛି ଲୋକ ପ୍ରଶାସନକୁ ନେହୁରା ହୋଇଛନ୍ତି। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାର ପ୍ରତିବାଦରେ ସେମାନେ ଝିରପାଣି ଥାନାରେ ଧାରଣା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି,…
ରାଜସ୍ଥାନ କଂଗ୍ରେସ ସଙ୍କଟ: କପିଲଙ୍କ ପ୍ରଶ୍ନ, ଆମେ କେବେ ଜାଗି ଉଠିବୁ
ନୂଆଦିଲ୍ଲୀ,୧୨।୭: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଜସ୍ଥାନରେ କଂଗ୍ରେସ ସଙ୍କଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜସ୍ଥାନ ମୁଖ୍ୟାମନ୍ତ୍ରୀ ଅଶୋକ ଗେହଲୋତ ରାଜ୍ୟରେ ଭାଜପା କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଭାଜପା ୧୦ରୁ ୧୫ କୋଟି ଟଙ୍କା ଦେଇ…
ଧୋନୀ, ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍
ନୂଆଦିଲ୍ଲୀ, ୧୨।୭- ଭାରତୀୟ କ୍ରିକେଟ୍ ଦଳର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ନିର୍ଦ୍ଦେଶକ ଗ୍ରାଏମ୍ ସ୍ମିଥ। ଦକ୍ଷିଣ ଆଫ୍ରିକା ଦଳର ଏହି ପୂର୍ବତନ ଅଧିନାୟକ କହିଛନ୍ତି,…
ଭୁବନେଶ୍ୱରରୁ ଆଉ ୬୪ କରୋନା ପଜିଟିଭ୍
ଭୁବନେଶ୍ୱର,୧୨।୭(ବ୍ୟୁରୋ)-ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସେହିପରି ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ହୋମ ଆଇସୋଲେଶନରେ ଐଶ୍ଚର୍ଯ୍ୟା, ଆରାଧ୍ୟା
ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ଚର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଜୟା…
ଟାର୍ଗେଟ୍ ୨୦୦: ଓ୍ବେଷ୍ଟଇଣ୍ଡିଜ ୩୫/୩
ସାଉଥାମ୍ପଟନ, ୧୨।୭- ସ୍ଥାନୀୟ ରୋଜ୍ ବାଓଲଠାରେ ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ସାମ୍ନାରେ ୨୦୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ଜବାବରେ ରବିବାର ମ୍ୟାଚ୍ର ଅନ୍ତିମ…
ବଲିଉଡ୍କୁ ପୁଣି ଝଟ୍କା, ଆଖିବୁଜିଲେ ଏହି ଅଭିନେତା
ବଲିଉଡ ଅଭିନେତା ରଞ୍ଜନ ସେହଗଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା। ରଞ୍ଜନ ଦୀର୍ଘଦିନ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କର ବହୁ ଅଙ୍ଗ କାମ ବନ୍ଦ କରିଦେଇଥିଲା। ଟିଭି ଦୁନିଆରେ ବେଶ୍ ଲୋକପ୍ରିୟ ଥିଲେ…
ବିରାଟ କୋହଲିଙ୍କୁ ଗାଳି ଦେଲେ ଫ୍ୟାନ୍, ଜାଣନ୍ତୁ କାହିଁକ
ସୁପରଷ୍ଟାର୍ ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଛି। ବଲିଉଡ୍ର ଅନେକ କଳାକାର, ରାଜନେତା, କ୍ରିକେଟର ଏବଂ ତାଙ୍କ ଫ୍ୟାନ୍ମାନେ ମଧ୍ୟ ସୁସ୍ଥତା କାମନା କରିଛନ୍ତି। ପଡୋଶୀ…
ହେମା ମାଳିନୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଖବର ଭାଇରାଲ ପରେ, ଝିଅ ଇଶା କହିଲେ ଏମିତି
ବଚ୍ଚନ ପରିବାର କରୋନା କବଳିତ ହେବା ପରେ ବଲିଉଡ୍ ଜଗତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସହ ଅନେକ ତାରକାଙ୍କ ବିଷୟରେ ଏଭଳି କିଛି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ନିତୁ କପୁରଙ୍କୁ କରୋନା ପଜିଟିଭ୍ ଖବର…
Archives


