ଡ୍ୟୁଟିରେ ଥିଲେ ନର୍ସ: ଛୁରୀ ଭୁଷି ହତ୍ୟାକଲେ ସ୍ବାମୀ
କଟକ ଅଫିସ,୮।୭- କଟକ ଜିଲା ନିଆଳିରେ ଜଣେ ନର୍ସ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଥିବା ସମୟରେତାଙ୍କୁ ହତ୍ୟା କରାଯାଇଛି। ନର୍ସଙ୍କ ସ୍ବାମୀ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ନିଆଳି ଅଞ୍ଚଳରେ ଥିବା ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍ସି)…
କୋରାପୁଟରେ ଆଜି ୬ ପଜିଟିଭ୍ ଚିହ୍ନଟ, ଘରୋଇ ଟିଉସନ ବନ୍ଦ କଲେ ଜିଲାପାଳ
କୋରାପୁଟ,୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ପୁଣି ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜଣେ ସଙ୍ଗରୋଧ କେନ୍ଦ୍ରରୁ , ୨ ଜଣ ଘରୋଇ କ୍ୱାରାଣ୍ଟାଇନ୍ରୁ ଏବଂ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
ଏହି ଦେଶରେ ୧ ଜିବି ଡାଟା ପାଇଁ ଦେବାକୁ ପଡେ ୨୦୫୩ ଟଙ୍କା
ବିଶ୍ୱର ସବୁଠାରୁ ଶସ୍ତା ମୋବାଇଲ ଡାଟା ଭାରତରେ ମିଳୁଛି। ଅର୍ଥାତ ମୋବାଇଲ ଇଣ୍ଟରନେଟ ବ୍ୟବହାର ଲାଗି ଲୋକଙ୍କୁ ସ୍ବଳ୍ପ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଭାରତରେ ୧ ଜିବି ଡାଟାର ହାରାହାରି ମୂଲ୍ୟ ୦.୦୯ ଡଲାର(୬.୭୫ ଟଙ୍କା) ରହିଛି ବୋଲି ନିକଟରେ…
ପିପିଇ କିଟ୍ ପିନ୍ଧି ପାନ ବିକୁଛନ୍ତି ଏହି ବ୍ୟକ୍ତି
ବନାରସ ପାନ ସବୁଆଡେ ଲୋକପ୍ରିୟ। ତେବେ କରୋନା ଭାଇରସ ଯୋଗୁ ଏଠାରେ ଜଣେ ପାନ ଦୋକାନୀ ପିପିଇ କିଟ୍ ପିନ୍ଧି ପାନ ବିକ୍ରି କରୁଛନ୍ତି। ସେ ହେଲେ ରାହୁଲ ଚୌରସିୟା। ଲଙ୍କା ଅଶୀ ମାର୍ଗ ରବୀନ୍ଦ୍ରପୁରୀ ଅଞ୍ଚଳରେ ତାଙ୍କର ପାନ ଦୋକାନ।…
ଭାଇରସ୍ ନଷ୍ଟ ହେଲେ ମାତ୍ର ଦେଢ଼ ଦିନରେ ଧ୍ୱଂସ ପାଇଯିବ ପୃଥିବୀ!
ଭାଇରସ୍ ବା ଭୂତାଣୁ ଜୀବଜଗତ ପାଇଁ ଯେତିକି ହାନିକାରକ ସେତିକି ଲାଭଦାୟକ ମଧ୍ୟ। ଭାଇରସ ବିନା ପୃଥିବୀରେ ଜୀବନ ଧାରଣ ଅସମ୍ଭବ। ଯଦି ଅଚାନକ ପୃଥିବୀରୁ ସମସ୍ତ ଭାଇରସ୍ ନଷ୍ଟ ହୋଇଯିବ ତେବେ ପୃଥିବୀରୁ ସମସ୍ତ ଜୀବ ମରିବା ପାଇଁ ମାତ୍ର…
ପୁଅ ବେଶରେ କ୍ରିକେଟ ଏକାଡେମୀରେ ପ୍ରବେଶ କରିଥିଲେ ଏହି ମହିଳା କ୍ରିକେଟର୍
ଚଳିତବର୍ଷ ଟି -୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ ଷ୍ଟାର ଶେଫାଳି ସଫଳତା ଅର୍ଜନ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ଏହି ଖେଳାଳି ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ବଡ଼ ଦଳର ବୋଲରମାନଙ୍କୁ ଧୂଳି ଚଟାଇ ଦେଇଥିଲେ। ଶେଫାଳି ୨୦୧୯ ସେପ୍ଟେମ୍ବର…
ବର୍ଷା ଯୋଗୁ ଇଂଲଣ୍ଡ- ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ବିଳମ୍ବିତ
ସାଉଥାମ୍ପଟନ,୮।୭(ଏପି): କୋଭିଡ୍-୧୯ ମହାମାରୀ କାରଣରୁ ଗତ ଦୀର୍ଘ କେତେମାସ ହେବ ସ୍ଥଗିତ ରହିବା ପରେ ଏବେ କ୍ରିକେଟ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ଦି ରୋଜ ବଲ୍ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଆରମ୍ଭ ହେବାକୁ ଥିବା…
ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହେବ ରାଜକୁମାରଙ୍କ ଅଭିନୀତ ଏହି ଫିଲ୍ମ: ଜାଣନ୍ତୁ କେବେ ଆସିବ ପ୍ରିମିୟର
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମ ଓମେର୍ଟାକୁ ଥିଏଟର ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୨୫ରେ ଜି୫ରେ ଏହାକୁ ରିଲିଜ୍ କରାଯିବ ବୋଲି ବୁଧବାର ସୂଚନା ମିଳିଛି। ନିର୍ଦ୍ଦେଶକ ହଂସଲ ମେହେତା…
କେ. ଝାଲରସିଂକୁ ୭ ଦିନ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲାପାଳ
ଆର.ଉଦୟଗିରି,୮।୭:(ଡି.ଏନ୍.ଏ.): ଗଜପତି ଜିଲା ନୂଆଗଡ଼ ବ୍ଲକରେ ଗତ ୨ ଦିନ ମଧ୍ୟରେ ୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେ, ଝାଲରସିଂରୁ ୯ , ଲିଅବରୁ ୧, ତୁବୁସିଂରୁ ୧, ତେରେମେଣ୍ଡାରୁ ୧ ଓ କେ. ଝାଲରସିଂ ଛଟଗ୍ରାମରୁ…
କଟକବାସୀଙ୍କୁ ଡରାଇଲାଣି କରୋନା: ୨୦୦ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
କଟକ ଅଫିସ,୮।୭- କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର କରିଛି। ବୁଧବାର ଏହି ସଂଖ୍ୟା ୨୦୨ରେ ପହଞ୍ଚିଛି। ମଙ୍ଗଳବାର ସହରରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍ସିବି ମେଡ଼ିକାଲର ଆଇସୋଲେସନ ୱାର୍ଡରୁ ଦୁଇଜଣ ଚିହ୍ନଟ ହୋଇଥିବା ବେଳେ କ୍ୟାନ୍ସର…
ଚାଇନାର ଧମକ: ଏହା ଆରମ୍ଭ ମାତ୍ର, ଆହୁରି କରୋନା କ୍ଷତି ସହିବ ବିଶ୍ୱ
ବେଜିଂ,୮।୭: ଆମେରିକାର ଚାପ ପଡିବା ସତ୍ତ୍ୱେ ଚାଇନା ସାରା ବିଶ୍ୱକୁ ପୁଣି ଧମକ ଦେଇଛନ୍ତି। କରୋନା ଯୋଗୁ ସାରା ବିଶ୍ୱ ଆହୁରି କ୍ଷତି ସହିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଚାଇନା ସରକାରଙ୍କ ନିୟନ୍ତ୍ରଣାଧୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ମଙ୍ଗଳବାର ଲେଖାଯାଇଥିବା…
କରୋନା ଭୟ ଦେଖାଇ ୭ ବର୍ଷୀୟା ବାଳିକାଙ୍କୁ ବଳାତ୍କାର
ବିଳାସପୁର: ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମାରଓ୍ବାହି ଜିଲାରେ କରୋନା ଭୟ ଦେଖାଇ ଜଣେ ୭ ବର୍ଷର ବାଳିକାକୁ ବଳାତ୍କାର କରାଯାଇଛି। ଏହି ଘଟଣାରେ ପୋଲିସ ୨ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଜୁଲାଇ ପ୍ରଥମ ସପ୍ତାହରେ ସେ କାଠ…
Archives


