Posted inଜାତୀୟ

୯୩ ବର୍ଷରେ ଆଡଭାନୀ: ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୮ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ମୋଦି କହିଛନ୍ତି ଆଡଭାନୀ ଦଳର କୋଟି କୋଟି କର୍ମୀଙ୍କ ସହ ଦେଶବାସୀଙ୍କ ପ୍ରତ୍ୟେକ୍ଷ ପ୍ରେରଣା ସ୍ରୋତ । ଟୁଇଟ୍ କରି ମୋଦି ଲେଖିଛନ୍ତି, ଭାଜପାକୁ କୋଟି କୋଟି ଜନତାଙ୍କ ନିକଟରେ ପହଞ୍ଚାଇବା ସହ ଦେଶର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରଦ୍ଧେୟ ଆଡଭାନୀଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା । ମୋଦିଙ୍କ ବ୍ୟତୀତ ଭାଜପାର ବହୁ ନେତା ମଧ୍ୟ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ ଅପମାନ ଦେବାରୁ ୨ ପୁତୁରାଙ୍କୁ ପିଟି ପିଟି ହତ୍ୟା

ହାଇଦ୍ରାବାଦ,୨୯।୬: ଦୁଇ ନାବାଳକ ପୁତୁରା(ଜଣେ ୭ ବର୍ଷର ଓ ଜଣେ ୧୦ ବର୍ଷ)ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ସେମାନଙ୍କ ମଉସା। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର...

କରୋନାରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଗଲେ ଚୋର, ଆଉ ତା’ପରେ

କୋଏମ୍ବାଟୁର,୫।୮: ତାମିଲନାଡୁର କୋଏମ୍ବାଟୁରରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ରୋଗରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଯାଇଛନ୍ତି ଚୋର। ଗତ ସୋମବାର...

ବାତ୍ୟା ‘ନିଭାର’ ପାଇଁ ଏହିସବୁ ଟ୍ରେନ୍‌ ବାତିଲ

ଚେନ୍ନାଇ,୨୫ା୧୧: ବାତ୍ୟା ‘ନିଭାର’ଯୋଗୁ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଳବାଇ ଅନେକ ଟ୍ରେନ ବାତିଲ କରିଥିବାବେଳେ କିଛି ଟ୍ରେନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି...

ବ୍ୟୁରୋ ଅଫ୍‌ ସିଭିଲ ଏଭିଏଶନ ସିକ୍ୟୁରିଟିର ପ୍ରଥମ ମହିଳା ମହାନିର୍ଦ୍ଦେଶିକା ହେଲେ ଉଷା ପାଢୀ

ନୂଆଦିଲ୍ଲୀ,୨୮।୮: ଓଡ଼ିଶାା କ୍ୟାଡରର ଆଇଏଏସ୍‌ ଉଷା ପାଢୀଙ୍କୁ ବେସାମରିକ ବିମାନ ଚଳାଚଳ ସୁରକ୍ଷାର ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ଉଷା ହେଉଛନ୍ତି...

ପିଏମ୍‌ କିଷାନ ଯୋଜନାରେ ହେରଫେର୍‌, ଟଙ୍କା ଫେରାଇବା ଲାଗି ୨୧ ଲକ୍ଷ ଚାଷୀ ତାଲିକାଭୁକ୍ତ…

ନୂଆଦିଲ୍ଲୀ, ୮।୯ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବହୁ ହେରଫେର ହୋଇଛି। ଅଯୋଗ୍ୟ ଚାଷୀ ମଧ୍ୟ ଏହି ଯୋଜନାରେ ପଞ୍ଜୀକୃତ ହୋଇ ଲାଭାନ୍ବିତ...

ବରପକ୍ଷ ଯୌତୁକ ମାଗିବାରୁ ନିମନ୍ତ୍ରଣ କାର୍ଡରେ ସୁଇସାଇଡ୍‌ ନୋଟ୍‌ ଲେଖି ଆତ୍ମହତ୍ୟା କଲେ କନ୍ୟାପିତା

ଚଣ୍ଡିଗଡ଼,୨୩ା୧୧: ଯୌତୁକ ରୂପୀ ଭୂତ ସମାଜରୁ ସମ୍ପୂର୍ଣ୍ଣ ମୂଳପୋଛ ହୋଇନାହିଁ। ଆଜି ବି ଏ ସମାଜରେ କିଛି ଯୌତୁକଲୋଭୀ କନ୍ୟାପକ୍ଷଙ୍କୁ ଯୌତୁକ ମାଗିବାକୁ ପଛାଉ ନାହାନ୍ତି।...

ବ୍ୟବସ୍ଥା ଭୁଶୁଡ଼ିଛି

ନୂଆଦିଲ୍ଲୀ,୨୪ା୪: ମହାମାରୀ କରୋନା ନାହିଁ ନ ଥିବା ସଙ୍କଟ ସୃଷ୍ଟି କରିଛି। ଦେଶର ହସ୍ପିଟାଲଗୁଡ଼ିକରେ ବେଡ୍‌, ଅକ୍ସିଜେନ, ଇଞ୍ଜେକ୍ସନ ଓ ଅନ୍ୟ ଜରୁରୀ ଔଷଧର ଘୋର...

ଗୁଜରାଟ କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ୧୧ଥର ବିଧାୟକ ରହିଥିବା ମୋହନ ସିଂ ରାଠଓ୍ବା

ଅହମଦାବାଦ,୮।୧୧: ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଛୋଟ ଉଦୟପୁରରୁ ୧୧ ଥର ବିଧାୟକ ରହିଥିବା...

Advertisement
Archives

Model This Week