ଝରକା ଡେଇଁ ହସ୍ପିଟାଲରୁ ପଳାଇଲେ କରୋନା ଆକ୍ରାନ୍ତ ମହିଳା
ପୁନେ, ୯।୭- ଭାରତରେ କରୋନା ଭାଇରସଜନିତ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛିଦିନ ହେବ ୨୦ ହଜାରରୁ ଊର୍ଦ୍ଧ୍ୱ ରହୁଛି, ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏଭଳି…
୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୯ା୭(ବ୍ୟୁରୋ)- ଦକ୍ଷିଣ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ ରାୟଗଡା ଜିଲାର କେତେକ ସ୍ଥାନରେ ପ୍ରବଳ…
ଶାଶୁଙ୍କ ବେକରେ ଫୁଲ ହାର ପକାଇଲେ ଜ୍ୱାଇଁ
ଭାରତରେ ବିବାହ ଉତ୍ସବରେ ବହୁତ ମଉଜ ମସ୍ତି ହୋଇଥାଏ। ବେଳେବେଳେ ଏହି ସମୟରେ ଏମିତି କିଛି ଘଟଣା ଘଟେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଥାଏ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ବିବାହ…
ଧାର୍ମିକ ବିଶ୍ୱାସ ଲାଗି ଏହି କ୍ରିକେଟର୍ମାନେ ଜର୍ସିରେ ଲଗାଇ ନ ଥାନ୍ତି ମଦ କମ୍ପାନୀର ଲୋଗୋ
ନୂଆଦିଲ୍ଲୀ, ୯।୭- କ୍ରିକେଟର୍ମାନେ ସାଧାରଣତଃ ଜନପ୍ରତିନିଧିଙ୍କ ପରି। ଏପରିକି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନେ ରୋଲ୍ ମଡେଲ ପାଲଟିଥାନ୍ତି। ଏହି କ୍ରିକେଟର୍ମାନେ ବିଭିନ୍ନ ବ୍ରାଣ୍ଡ୍ର ପ୍ରମୋଟ୍ କରି ସେମାନଙ୍କ ଆୟର ଏକ ବୃହତ୍ ଅଂଶ ରୋଜଗାର କରିଥାନ୍ତି। କିନ୍ତୁ…
ସମ୍ବଲପୁର ଜିଲା ୨ ଦିନ ଶଟ୍ଡାଉନ
ସମ୍ବଲପୁର,୯।୭(ବ୍ୟୁରୋ)-କରୋନା ସଂକ୍ରମଣକୁ ଦୃଷ୍ଟିରେ ସମ୍ବଲପୁର ଜିଲାକୁ ୨ ଦିନ ଶଟ୍ଡାଉନ ଘୋଷଣା କରାଯାଇଛି। ଆସନ୍ତା ୧୧ ଓ ୧୨ ତାରିଖ ୨ ଦିନ ଶଟ୍ଡାଉନ ହେବ। ଶଟଡାଉନ ସମୟରେ ଜରୁରୀକାଳିନ ସେବା ଅବ୍ୟାହତ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ବାପାଙ୍କୁ ହତ୍ୟାକରି ଚତୁର୍ଥୀ ପୂର୍ବରୁ ଜେଲଗଲେ ପୁଅ
କେନ୍ଦୁଝର/ଝୁମ୍ପୁରା,୯ା୭ (ସ୍ବ.ପ୍ର.): ବିବାହ ସରିଲା। ଚତୁର୍ଥୀ ପାଇଁ ଘର ଦୁଆରେ ସାଜସଜ୍ଜା ଚାଲିଥିଲା। କିଛି ଘଣ୍ଟା ପରେ ହୋଇଥାନ୍ତା ଚତୁର୍ଥୀ। ମାତ୍ର ବାପାଙ୍କୁ ହତ୍ୟାକରି ଜେଲ ଗଲେ ପୁଅ। ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ…
ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ମୃତ୍ୟୁ
ବୌଦ୍ଧ,୯ା୭(ସ୍ବ.ପ୍ର.)-ବୌଦ୍ଧ ଜିଲା ବୌଦ୍ଧ ବ୍ଲକର ବଘିଆପଡା ଗୌଡଦେଇ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ ା ପ୍ରକାଶ ଯେ, ବୌଦ୍ଧ ଟିକରପଡା ପଞ୍ଚାୟତ ଅଧୀନ ମେଣ୍ଡିମାଳ ଗ୍ରାମର ଜଣେ ୨୨…
ଟସ୍ ପରେ ଜାଣିଶୁଣି ହୋଲ୍ଡରଙ୍କ ସହ ହାତ ମିଳାଇଲେ ଷ୍ଟୋକ୍ସ
ସାଉଥାମ୍ପଟନ, ୯।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଐତିହାସିକ ଟେଷ୍ଟ ସିରିଜ ବୁଧବାରଠାରୁ ସ୍ଥାନୀୟ ରୋଜ୍ ବାଉଲ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିସହ ଦୀର୍ଘ ୧୧୭ ଦିନର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିଛି। ମହାମାରୀ କରୋନା ଭାଇରସ୍…
ଟାଇଗର ଶ୍ରଫଙ୍କ ଏହି ଗୋଲାପୀ ସ୍ଲିଭଲେସ ହୁଡିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ଟାଇଗର ଶ୍ରଫ ଅଭିନୟ ସାଙ୍ଗକୁ ତାଙ୍କର ନୃତ୍ୟ ଦକ୍ଷତା ପାଇଁ ପ୍ରଶଂସକଙ୍କ ପ୍ରିୟ। ତାଙ୍କ ନୃତ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ। ଲକ୍ଡାଉନ୍ର ଦୀର୍ଘ ଦିନ ବ୍ୟବଧାନ ପରେ ପ୍ରାୟ ସମସ୍ତ କଳାକାର କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି। ବର୍ତ୍ତମାନ ଟାଇଗର ମଧ୍ୟ…
କରୋନା କବଳରେ ଡାକ୍ତର, ନର୍ସ, ରୋଗୀ: ବନ୍ଦ ହେଲା ଏମ୍କେସିଜି ଓପିଡି
ବ୍ରହ୍ମପୁର ଅଫିସ,୯ା୭: ବ୍ରହ୍ମପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲର ଡାକ୍ତର, ନର୍ସ, କର୍ମଚାରୀ ଓ ରୋଗୀ କରୋନାରେ ସଂକ୍ରମିତ ହେବା ପରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଓପିଡି (ଅଉଟଡୋର)କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଉପରେ ଗୁରୁବାରଠାରୁ ରୋକ…
ଆକାଶରେ ଷ୍ଟଣ୍ଟ୍ ମାରିଲେ ଯୁବକ: ରେକର୍ଡ କରିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ଭିଡିଓ
ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ଦୁଃସାହସିକ କାର୍ଯ୍ୟର ଭିଡିଓ ଭାଇରାଲ ହେଉଛି। ସେହିଭଳି ଆଖି ଲାଖିଯିବା ପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ଆକାଶରେ ଷ୍ଟଣ୍ଟ୍ କରୁଥିବା ଦେଖିବାକୁ ମିଳିଛି। ସେ ସାଇକେଲ୍ରେ ଏହି…
ଅମ୍ବାନୀ ପରିବାରର ଚର୍ଚ୍ଚିତ ଲଭ୍ଷ୍ଟୋରୀ: ଅନିଲଙ୍କୁ ବିବାହ କରିବା ଲାଗି ଏଭଳି ତ୍ୟାଗ କରିଥିଲେ ଟିନା
ଅମ୍ବାନୀ ପରିବାରର ବୋହୂ ହୋଇଥିବା ସତ୍ତ୍ୱେ ସେତେଟା ଚର୍ଚ୍ଚାରେ ନ ଥାନ୍ତି ଟିନା ଅମ୍ବାନୀ। ହେଲେ ଏକ ସମୟରେ ଟିନା ଫିଲ୍ମଜଗତର ଚର୍ଚ୍ଚିତ ନାମ ମଧ୍ୟରୁ ଗୋଟିଏ ଥିଲେ। ଏହା ପଛରେ କାରଣ ରହିଛି। ସେଇଟି ହେଲା ଅନିଲ ଅମ୍ବାନୀଙ୍କ ସହ…
Archives


