ନ୍ୟୁୟର୍କରେ ଥିବା ଓଡ଼ିଆ ଡାକ୍ତରଙ୍କ ବଦାନ୍ୟତା: ଗଞ୍ଜାମକୁ ଦେଲେ ୧୫ ଲକ୍ଷ ଟଙ୍କାର ଭ୍ୟାନ୍
ଛତ୍ରପୁର, ୧୩।୭(ଡି.ଏନ୍.ଏ.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି ଗଞ୍ଜାମ ଜିଲା। ଏଠାରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି ମହାମାରୀ…
ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢ଼ାଉ
ନୂଆଦିଲ୍ଲୀ,୧୩।୭:ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୋମବାର ଆୟକର ବିଭାଗର ୨୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ଦିଲ୍ଲୀ ଓ ରାଜସ୍ଥାନର କେତେକ ସ୍ଥାନରେ ଏହି ଚଢ଼ାଉ…
ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ: ଭିଡିଓ ଭାଇରାଲ
ଭଦ୍ରକ ଅଫିସ, ୧୩।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରୋଳି ଶାସନ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର କିଛି ପଡୋଶୀ ଉକ୍ତ ଗର୍ଭବତୀଙ୍କ ବେକକୁ ବାଉଁଶରେ ଚାପିବା ସହ ତାଙ୍କ ମୁଣ୍ଡକୁ କାଠ ଫାଳିଆରେ…
ଶତାବ୍ଦୀର ପ୍ରଥମ ଧୂମକେତୁ
କରୋନା କାଳରେ ସମସ୍ତେ ଘର ଭିତରେ ବନ୍ଦ ରହୁଥିବା ବେଳେ ପ୍ରକୃତି ଆମ ପାଇଁ ତାହାର ସୁନ୍ଦର ଦୃଶ୍ୟର ଦ୍ୱାର ଖୋଲିଦେଇଛି। ପ୍ରାୟ ୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିକୁ ଦେଖାଯାଉଛି। ଧୂମକେତୁ ବା ଲଞ୍ଜାତାରା କହିଲେ ଆମେ…
ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍
ଲଣ୍ଡନ,୧୩।୭: ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍। ବ୍ରିଟେନର ଇମ୍ପେରିୟଲ୍ କଲେଜ୍ ଲଣ୍ଡନର ପ୍ରଫେସର ବେଣ୍ଡି ବାର୍କଲୀ ଏହି ସୂଚନା ଦେଇଛନ୍ତି। କରୋନା ଭାଇରସ୍ ବାୟୁ ଦ୍ୱାରା ସଂକ୍ରମଣ ସୃଷ୍ଟି କରେ। କୌଣସି ଏକ…
ଜୁନାଗଡ଼ରୁ ୩.୨ କୁଇଣ୍ଟାଲ ରତ୍ନ ପଥର ଜବତ, ଯୁବକ ଅଟକ
ଜୁନାଗଡ଼,୧୩।୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଲାସ ଗ୍ରାମରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଓ ଜୁନାଗଡ଼ ପୋଲିସ ରବିବାର ସନ୍ଧ୍ୟାରେ ଚଢ଼ାଉକରି ୩ କୁଇଣ୍ଟାଲ ୨ କିଗ୍ରା ରତ୍ନ ପଥର (ରୁବି ଓ ପାନ୍ନା) ଜବତ କରିଛି। ଏଥିରେ ସମ୍ପୃକ୍ତ…
ଲଭ୍ଷ୍ଟୋରୀରେ ଟୁଇଷ୍ଟ୍: କନ୍ୟା ବିଦା ହୋଇ ନ ପାରି ବରଙ୍କୁ ନେଇଗଲେ ନିଜ ଘରକୁ ଆଉ ତାପରେ…
କାନପୁର, ୧୩।୭: ବିବାହ ପରେ କନ୍ୟା ବାପଘରୁ ବିଦା ହୋଇ ବର ଘରକୁ ଆସିଥାନ୍ତି। ତେବେ ଉତ୍ତରପ୍ରଦେଶରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ପରସ୍ପରକୁ ଭଲ ପାଉଥିବା ଦୁଇପ୍ରେମୀଙ୍କ ମଧ୍ୟରେ ବାଧା ଦେଇଥିଲେ ଦୁଇପକ୍ଷ ପରିବାର। ସରଜନା-ବରଦହା ଗାଁର ଉପାସନା…
କଟକ ସହରରୁ ଉଠିଲା ଶଟ୍ଡାଉନ
କଟକ ଅଫିସ,୧୩।୭: ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ସୋମବାରଠାରୁ ସ୍ବାଭାବିକ ହୋଇଛି କଟକ ସହର। ଶଟ୍ଡାଉନ ଉଠାଇବା ପାଇଁ ରବିବାର କଟକ ମହାନଗର ନିଗମ (ସିଏମ୍ସି) ଘୋଷଣା କରାଯାଇଥିଲା। ଏହାସହ ଦୋକାନ ବଜାର ଖୋଲିବା ସମୟରେ ପରିବର୍ତ୍ତନ ହୋଇଛି।…
୯ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୮,୭୦୧ ନୂଆ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ,୧୩।୭: କନ୍ଦାଇଲାଣି କରୋନା। ବେଳକୁ ବେଳ ଏହା ସୁଅ ଭଳି ମାଡି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୦୧ ନୂଆ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,…
ଥାନାକୁ ମନା, ଗେଟ୍ ବାହାରୁ ଏତଲା
କଟକ ଅଫିସ,୧୩।୭: ଥାନା କର୍ମଚାରୀ ଓ ଅଧିକାରୀଙ୍କ ଏବେ କରୋନା ଭୟ ଘାରିଛି। ବଡ଼ ମେଡିକାଲ ଫାଣ୍ଡିରୁ ଜଣେ କନଷ୍ଟେବଳ ପଜିଟିଭ ଚିହ୍ନଟ ହେବା ପରେ କଟକର ସମସ୍ତ ଥାନାକୁ ପ୍ରବେଶ ଉପରେ କଟକଣା କଡ଼ାକଡ଼ି କରାଯାଇଛି। ପୋଲିସ ଏବେ ଏତଲା…
୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ସଂକ୍ରମିତ
ସାରା ଦେଶରେ କରୋନା ଭାଇରସ୍ କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏହି ଭୂତାଣୁ ବଲିଉଡ୍ ମୁହାଁ ହୋଇଛି। ୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ପଜିଟିଭ୍ ଚିହ୍ନା ହୋଇଛନ୍ତି। ବିଗ ବି ଅମିତାଭ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ…
ଐଶ୍ଚର୍ଯ୍ୟାଙ୍କ ପାଇଁ ପ୍ରାର୍ଥନା କଲେ ପୂର୍ବତନ ପ୍ରେମିକ
ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ ଓ ଅଭିଷେକ କରୋନାରେ ଆକ୍ରାନ୍ତ…
Archives


