ଭଙ୍ଗା କୁଡ଼ିଆରେ ବିତୁଛି ଦିନ
ଖପ୍ରାଖୋଲ, ୧୩ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଜଲିଆବାହାଲ ଗାଁର କୃଷ୍ଣ ଦାସ( ୭୫)। ଗାଁମୁଣ୍ଡରେ ଭଙ୍ଗା ଦଦରା ଘରେ ସ୍ତ୍ରୀ ଲକ୍ଷ୍ମୀ (୭୦) ଓ ଭିନ୍ନକ୍ଷମ ପୁଅ ରଘୁନାଥ (୪୫) ସହ ରୁହନ୍ତି। ଜମିବାଡି କିଛ଼ି…
ରାଜ୍ୟ କ୍ରୀଡ଼ାମନ୍ତ୍ରୀମାନଙ୍କ ଅନ୍ଲାଇନ୍ ବୈଠକ ୧୪ରେ
ନୂଆଦିଲ୍ଲୀ, ୧୩ା୭ (ପି.ଟି.)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଜୁଲାଇ ୧୪ରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡ଼ାମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇଛନ୍ତି। ଅନ୍ଲାଇନ୍ରେ ଦୁଇ ଦିନ ଧରି ହେବାକୁଥିବା ଏହି ବୈଠକରେ କୋଭିଡ୍-୧୯ ଲକ୍ଡାଉନ୍ ସମୟରେ କ୍ରୀଡ଼ା…
ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ
ସାଉଥାମ୍ପଟନ, ୧୩ା୭ (ଏପି)-ଜର୍ମେନ ବ୍ଲାକ୍ଉଡ୍ଙ୍କ ଲଢୁଆ ୯୫ରନ ସହାୟତାରେ ସ୍ଥାନୀୟ ରୋଜ୍ ବାଓଲଠାରେ ବିନା ଦର୍ଶକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟ ଲାଭ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୦ ରନ…
ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ
ମୁମ୍ବାଇ, ୧୨।୭- ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ଦିୟା ଚୌକସେଙ୍କ ରବିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କ୍ୟାନସର ସହ ସଂଘର୍ଷ କରୁଥିଲେ। ଦିବ୍ୟାଙ୍କ ପରଲୋକ ଖବର ତାଙ୍କ ସମ୍ପର୍କୀୟ ଭଉଣୀ ସୌମ୍ୟା ଅମିଷା ବର୍ମା ଫେସ୍ବୁକ୍…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଟ୍ୟୁଶନ ସାର୍ ଅଟକ
ଗୁଣପୁର,୧୨ା୭(ଡି.ଏନ୍.ଏ.)-ଜଣେ ୬ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଟ୍ୟୁଶନ ସାର୍ଙ୍କ ନାମରେ ଅଭିଯୋଗ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍ ପୁଟାସିଂ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ବାଳିକା ଏବଂ ତାଙ୍କ…
କରୋନାରେ ପୁଣି ଜଣେ ଖବରଦାତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା
ପାରଳାଖେମୁଣ୍ଡି,୧୨ା୭(ସ୍ବ.ପ୍ର.)-ଗଜପତି ଜିଲାର ଜଣେ କୋଭିଡ୍ ଯୋଦ୍ଧା ତଥା ବରିଷ୍ଠ ଖବରଦାତା କେ. ସିଏଚ. ରତନମ୍ଙ୍କ ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲରେ ରବିବାର ପରଲୋକ ହୋଇଯାଇଛି। ସେ ଦୈନିକ ତେଲୁଗୁ ‘ଇନାଡୁ’ ପତ୍ରିକାରେ ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି…
ହାମିଲଟନ ଜିତିଲେ ଷ୍ଟାଇରିଆନ ଗ୍ରାଁପ୍ରି
ସ୍ପିଲବର୍ଗ,୧୨ା୭: ଟିମ୍ମେଟ୍ ଭାଲଟେରି ବୋଟାସଙ୍କୁ ପଛରେ ପକାଇ ମର୍ସିଡିଜର ଲୁଇସ୍ ହାମିଲଟନ ଏଠାରେ ରବିବାର ଅନୁଷ୍ଠିତ ଷ୍ଟାଇରିଆନ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ରେସ୍ ଜିତିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୫ତମ ଟାଇଟଲ। ସବୁଠାରୁ ଅଧିକ ୯୧ ଗ୍ରାଁପ୍ରି ଜିତି ମାଇକେଲ…
ବଦଳିଲା ବିମାନ ଯାତ୍ରା ନିୟମ, ଜାଣନ୍ତୁ କାହାକୁ ମିଳିବ ସୁଯୋଗ
ନୂଆଦିଲ୍ଲୀ,୧୨।୭ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଯାତ୍ରା ସଂକ୍ରାନ୍ତ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ମୁତାବକ ବିମାନ ଯାତ୍ରା କରିବାର ୩ ସପ୍ତାହ ପୂର୍ବରୁ ଯାତ୍ରୀ କୋଭିଡ ପଜିଟିଭ ନ ଆସିଥିଲେ ଯାତ୍ରା ଲାଗି…
ପଳାତକ ଅପରାଧିଙ୍କ ଉପରେ ଚାପ ପକାଇବା ପାଇଁ ବିହାର ପୋଲିସର ଅନନ୍ୟ ଉପାୟ
ପାଟନା, ୧୨।୭- ଅନେକ ଦିନ ଧରି ଫେରାର ଥିବା ଅପରାଧିଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବିହାର ପୋଲିସ ଏକ ଅନନ୍ୟ ଉପାୟ ଅବଲମ୍ବନ କରିଛି। ଅପରାଧିଙ୍କୁ ଧରିବା ପାଇଁ ବିହାର ପୋଲିସ ପକ୍ଷରୁ ବ୍ୟାଣ୍ଡ୍, ବାଜା ଇତ୍ୟାଦି ବାହାଘର…
ଅଭିନେତ୍ରୀ ରେଖାଙ୍କ ହେବ କରୋନା ଟେଷ୍ଟ
ମହାମାରୀ କରୋନା ଏବେ ବଲିଉଡ୍ ମୁହାଁ ହୋଇଛି। ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ ଦିନ ପରେ ଐଶ୍ଚର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ ହୋଇଛନ୍ତି।…
ଏହି ଗାଁର ଯୁବତୀମାନେ ଦେଖିବାକୁ ଖୁବ୍ ସୁନ୍ଦର, ହେଲେ ମିଳେନି ବରପାତ୍ର: କାରଣ ଜାଣି ହେବେ ଆଶ୍ଚର୍ଯ୍ୟ
ବିବାହ ପାଇଁ ଉପଯୁକ୍ତ ଯୁବକ ବା ଯୁବତୀ ନ ମିଳିବା ଏକ ସାଧାରଣ ସମସ୍ୟା। କିନ୍ତୁ ଏହି ସମସ୍ୟାଟି ସେତେବେଳେ ଘଟିଥାଏ ଯେତେବେଳେ ଯୁବକର ଭଲ ଚାକିରି କିମ୍ବା ଭଲ ଘର ପରିବାର ନ ଥାଏ। ସେହିପରି ଝିଅମାନଙ୍କର ବିବାହରେ ବିଳମ୍ବ…
୫୪ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ବଚ୍ଚନ ପରିବାର
କରୋନାରେ ଆକ୍ରାନ୍ତ ହୋଇଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ। ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ଚର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ବଚ୍ଚନ ପରିବାରର ୪ ସଦସ୍ୟଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା…
Archives


