Home Left

ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ନେଇ ଯୋଗୀ ସରକାରଙ୍କୁ ଧମକ: ତୁମେ ଓଲଟାଅ କାର୍‌ ଆମେ ଓଲଟାଇବୁୁ ସରକାର

ଲକ୍ଷ୍ନୌ, ୧୪।୭: ଉତ୍ତରପ୍ରଦେଶରେ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଏକ ଗୋଷ୍ଠୀ ଧମକ ଦେବାରେ ଲାଗିଛନ୍ତି। ରାଜ୍ୟରେ ଏବେ ବ୍ରାହ୍ମଣ କାର୍ଡ ନେଇ ରାଜନୀତି ଆରମ୍ଭ ହୋଇଛି। ସୋସିଆଲ ମିଡ଼ିଆରେ ଏକ ଗୋଷ୍ଠୀ…

୪ଶହ ଶ୍ରମିକଙ୍କ ପରିବାରର ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ସୁଦ

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତା ହେଉଛନ୍ତି ସୋନୁ ସୁଦ। ଏବେ ସୋନୁ ଏଥିରେ ଆଉ ପାଦେ ଆଗକୁ ଯାଇ ୪ଶହ ଶ୍ରମିକଙ୍କ ପରିବାରକୁ ଆର୍ଥୀକ ସହାୟତା ପାଇଁ ଅଣ୍ଟାଭିଡିଛନ୍ତି।…

ଘର ସମ୍ମୁଖରେ ବାସନ ମାଜୁଥିଲେ ମହିଳା: ଚଢ଼ିଗଲା କାର

ପାଟଣା,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କରଞ୍ଜିଆଦେଇ ଯାଇଥିବା ୨୨୦ ନଂ. ରାଜପଥର ଧାନବେଣୀ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪୫ ବର୍ଷୀୟା ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଜୟ ମହାନ୍ତଙ୍କ ସ୍ତ୍ରୀ…

ରେଖାଙ୍କ ଘର ନିକଟରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୧୪।୭: ଦୁଇ ଦିନ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାପରେ ରେଖାଙ୍କୁ ବିଏମ୍‌ସି ପକ୍ଷରୁ କରୋନା ଟେଷ୍ଟ କରିବାକୁ କୁହାଯାଇଥିଲା। ହେଲେ ସେ ନିଜେ ଏହି ଟେଷ୍ଟ କରି ରିପୋର୍ଟ ପଠାଇ ଦେବେ ବୋଲି…

ଗଞ୍ଜାମରୁ କୌଣସି ଲୋକ ଯାଇପାରିବେନି ସହର ବାହାରକୁ, କି କେହି ଆସିପାରିବେନି

ଗଞ୍ଜାମ,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲାର ପ୍ରମୁଖ ସହର ଗଞ୍ଜାମରେ ମଧ୍ୟ ପ୍ରତ୍ୟେକ ଦିନ ପଜଟିଭ୍‌ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ…

ଚାଇନାର ନାହିଁ ବିବେକ: ନିଜ ସୈନ୍ୟଙ୍କ ମୃତଦେହ ଚିହ୍ନିବାକୁ କଲା ମନା

ବେଜିଂ, ୧୪।୭: ଚାଇନାର ଯେ, ବିବେକ ନାହିଁ ତାହା ଏବେ ଜଣାପଡ଼ିଛି। ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହିଂସ୍ରକ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ତେବେ ଏହି…

କିଏ ଅର୍ଥଶାସ୍ତ୍ରୀ ତ ଆଉ କିଏ ଇଞ୍ଜିନିୟର, ଭାରତୀୟ ଦଳର ଉଚ୍ଚ ଶିକ୍ଷିତ କ୍ରିକେଟର୍‌

ବିଶ୍ୱାସ କରାଯାଏ ଯେ, ଖେଳାଳିମାନେ ପାଠପଢାରେ ସେତେଟା ଉତ୍ତମ ନୁହେଁ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ବିରେନ୍ଦ୍ର ସେହ୍ବାଗ, ହରଭଜନ ସିଂ, ମହମ୍ମଦ କୈଫଙ୍କ ସମାନ ଅବସ୍ଥା। ବିରାଟ କୋହଲି, ଶିଖର ଧାୱନ, ରୋହିତ…

କରୋନା ସଂକ୍ରମଣକୁ ନେଇ ଭବିଷ୍ୟବାଣୀ କଲେ ରାହୁଲ

ନୂଆଦିଲ୍ଲୀ,୧୪।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ମଙ୍ଗଳବାର ପୁଣିଥରେ ରାହୁଲ କହିଛନ୍ତି ଦେଶରେ କରୋନା ପ୍ରଭାବକୁ କମ୍‌…

ସୁଶାନ୍ତ ସିଂଙ୍କ ମୃତ୍ୟୁର ଏକ ମାସ ପରେ ଏପରି କଲେ ରିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ବାନ୍ଦ୍ରା ପୋଲିସ ଅନେକ ସମୟରେ ରିୟାଙ୍କୁ ଷ୍ଟେଶନକୁ ଡକାଇ ଅଭିନେତାଙ୍କ ଆତ୍ମହତ୍ୟା ମାମଲାର ବୟାନ ରେକର୍ଡ କରୁଛି। ତେବେ ସୁଶାନ୍ତଙ୍କ…

ହିମନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତୀୟ ଖବର କାଗଜ…

ଲଣ୍ଡନ, ୧୪।୭: ଫ୍ରାନ୍ସ୍‌ର ହିମନଦୀରୁ ୫୪ ବର୍ଷ ତଳର ଭାରତୀୟ ଖବର କାଗଜ ମିଳିଛି। ସ୍ଥାନୀୟ ମୋଣ୍ଟ୍‌ ବ୍ଲାଙ୍କ୍‌ ପର୍ବତଶ୍ରେଣୀର ବୋସନ୍ସ୍‌ ହିମନଦୀରୁ ନ୍ୟାଶନାଲ୍‌ ହେର୍ଲାଡ୍‌, ଇକୋନୋମିକ୍ସ୍‌ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟସ୍‌ ମ୍ୟାନ୍‌ ଆଦି ସମେତ ୧୨ରୁ ଅଧିକ…

ମନ୍‌ସୁନ୍‌ ଫ୍ୟାଶନ

ସାଧାରଣତଃ ମହିଳାମାନେ ଫ୍ୟାଶନ ପ୍ରିୟ। କେଉଁ ସମୟରେ କିଭଳି ପୋଷାକ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିବେ ତାକୁ ନେଇ ସେମାନେ ଖୁବ୍‌ ସଚେତନ। ତେବେ ଆପଣ ଯଦି ଏ ମନ୍‌ସୁନ୍‌ରେ ନିଜ ଗେଟ୍‌ଅପ୍‌କୁ ନେଇ ଚିନ୍ତିତ ତେବେ ଜାଣି ରଖନ୍ତୁ କେତୋଟିି…

ଡେରାଡୁନ ଷ୍ଟେଶନର ସଂସ୍କୃତ ସାଇନ୍‌ ବୋର୍ଡକୁ ନେଇ ଜବାବ ରଖିଲା ରେଲଓ୍ବେ

ନୂଆଦିଲ୍ଲୀ,୧୪।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସୋମବାର ଡେରାଡୁନ ରେଲଓ୍ବେ ଷ୍ଟେଶନର ସାଇନ ବୋର୍ଡରେ ସଂସ୍କୃତ ଲେଖାଥିବା ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ଡେରାଡୁନକୁ ସଂସ୍କୃତରେ ଡେହରାଡୁନମ୍‌ ଲେଖା ଯାଇଥିବା ଦେଖାଯାଇଛି। ସାଇନ ବୋର୍ଡରେ ଉର୍ଦ୍ଧ୍ୱୁକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri