କଟକରେ ମାଡିଲାଣି କରୋନା: ଆଜି ଚିହ୍ନଟ ହେଲେ ୨୭ ନୂଆ ପଜିଟିଭ
କଟକ ଅଫିସ, ୧୪।୭(ବ୍ୟୁରୋ): କଟକ ସହରରେ ମଙ୍ଗଳବାର ଆଉ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସରକାରୀ କ୍ୱାରାଣ୍ଟାଇନରୁ ୨୦ଜଣ, ହୋମ୍ କ୍ୱାରାଣ୍ଟାଇନ୍ରୁ ୪ ଏବଂ ଲୋକାଲ କେସ୍ ୩ ରହିଛି। ଏ ନେଇ ସିଏମ୍ସି ପକ୍ଷରୁ ଟୁଇଟ୍କରି…
ପାଇଲଟଙ୍କ ବିନା ଚାଲିବ ରାଜସ୍ଥାନ ସରକାର, ସତ୍ୟର ହେବ ବିଜୟ: ସଚିନ
ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଗଲା ସଚିନ ପାଇଲଟଙ୍କୁ। ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିନା ପାଇଲଟରେ ରାଜସ୍ଥାନ ସରକାର ଚଳାଇବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟଙ୍କ ଭିତରେ ଚାଲିଥିବା ତୁତୁମେମେ ଚରମ ସୀମାରେ ପହଞ୍ଚିଥିବା ବେଳେ ଶେଷରେ…
ସୁଶାନ୍ତଙ୍କ ପାଇଁ ପ୍ରେମିକାଙ୍କ ଭାବପ୍ରବଣ ପୋଷ୍ଟ: ତୁମକୁ ହରାଇବାର ୩୦ ଦିନ ହେଲା, ସାରା ଜୀବନ ଭଲ ପାଇବି
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ମାସ ବିତିଗଲାଣି। ମାସେ ପରେ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ତାଙ୍କ ପାଇଁ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଦୁହିଁଙ୍କ ଏକ ଫଟୋ ଶେୟାର କରି ରିୟା ଏକ ଭାବପ୍ରବଣ ମେସେଜ୍ ଲେଖିଛନ୍ତି। ନିଜ…
ଟେଲିଗ୍ରାମ୍ ସେବା ଏବେ ଇତିହାସ ପୃଷ୍ଠାରେ
ନୂଆଦିଲ୍ଲୀ,୧୪।୭: ଗତ ୭ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୩ବର୍ଷ ପୁରାତନ ଟେଲିଗ୍ରାମ୍ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍ ଶାସନ ସମୟରେ ୧୮୫୦ରେ ପ୍ରଥମେ କୋଲକତା ଏବଂ ଡାଇମଣ୍ଡ୍ ହାର୍ବର ମଧ୍ୟରେ ଟେଲିଗ୍ରାମ୍ ସେବା ଆରମ୍ଭ ହୋଇଥିଲା।…
ଆସାମର କାଜିରଙ୍ଗାରେ ଦେଖିବାକୁ ମିଳିଲା ଏମିତି ବାଘ, ଫଟୋ ଭାଇରାଲ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଶର ପ୍ରଥମ ତଥା ଏକମାତ୍ର ଗୋଲଡେନ୍ ଟାଇଗର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ବାଘର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ୱାଇ୍ଲ୍ଡ ଲାଇଫ ଫଟୋଗ୍ରାଫର ମୟୂରେଶ ହେଣ୍ଡ୍ରେ କ୍ଲିକ…
ଓଲିଙ୍କ ବିବାଦୀୟ ମନ୍ତବ୍ୟ: ଶ୍ରୀରାମ ନେପାଳୀ
କାଠମାଣ୍ଡୁ, ୧୪।୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ଚାଇନା ଏବଂ ପାକିସ୍ତାନର ସମର୍ଥକ ପାଲଟି ଥିବା ଓଲି ଏବେ ଭାରତୀୟଙ୍କୁ ଆଘାତ ଦେବାଭଳି କଥା କହିଛନ୍ତି। ଏଭଳି କରି ଓଲି ହରଡ଼ଘଣାରେ…
ଅଧିକ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେନି ଗେହଲଟ: ଭାଜପା
ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ଶେଷରେ ଅନ୍ତ ଘଟିଛି। ସମସ୍ତ ପଦ ହରାଇବାକୁ ପଡିଛି ପାଇଲଟଙ୍କୁ। ଏପଟେ ରାଜ୍ୟପାଳଙ୍କୁ ସାକ୍ଷାତ୍ କରିବାକୁ ପହଞ୍ଚିଛନ୍ତି ଗେହଲଟ। ଇତିମଧ୍ୟରେ ଭାରତୀୟ…
୩୧ ପର୍ଯ୍ୟନ୍ତ ସବୁ ସରକାରୀ ଅଫିସକୁ ଜନସାଧାରଣଙ୍କୁ ମନା: ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୩୧ତାରିଖ ପର୍ଯ୍ୟନ୍ତ ଜିଲାର ସରକାରୀ ଅଫିସ୍କୁ ଜନସାଧାରଣଙ୍କୁ ଯିବା ପାଇଁ ସମ୍ପୂର୍ଣ୍ଣ ନିଷେଧ୍ୟ କରାଯାଇଛି। କରୋନା…
ସଚିନଙ୍କ ପାଇଁ ଭାଜପା ଦୁଆର ଖୋଲା: ଓମ ମାଥୁର
ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ରାଜନୀତିରେ ଏବେ ଆସିଛି ନୂଆ ମୋଡ। ସଚିନ ପାଇଲଟଙ୍କୁ ହରାଇବାକୁ ପଡିଛି ଉପମୁଖ୍ୟମନ୍ତ୍ରୀ ପଦ ସହ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ। ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓମ ମାଥୁର କହିଛନ୍ତି ପାଇଲଟଙ୍କ ପାଇଁ ଭାଜପା…
ଗଞ୍ଜାମରେ ୩ ଦିନ ଶଟ୍ଡାଉନ କୋହଳ: ୧୮ ସହରର ପ୍ରବେଶପଥ ସମ୍ପୂର୍ଣ୍ଣ ସିଲ୍
ଛତ୍ରପୁର, ୧୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ସମେତ ୧୮ ସହରର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। କୌଣସି ବାହାର ଲୋକଙ୍କୁ ଜିଲା ଭିତରକୁ ଏବଂ ଭିତରୁ ବାହାରକୁ କାହାକୁ ଛଡାଯାଉ ନାହିଁ। ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ…
ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ
ଜୟପୁର,୧୪।୭: ଶାସନ ଗାଦିକୁ ନେଇ ରାଜସ୍ଥାନରେ ଚାଲିଥିବା ଲଢେଇ ମଧ୍ୟରେ କଂଗ୍ରେସ ଦଳ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି। ମଙ୍ଗଳବାର ବିଧାୟକ ଦଳର ବୈଠକ ପରେ ସଚିନ କଂଗ୍ରେସ ଡାକରାକୁ ଅଣଦେଖା କରିବାରୁ ତାଙ୍କୁ ଉପ…
କେନ୍ଦୁଝରରେ ପୁଣି ୨୨ କରୋନା ପଜିଟିଭ୍ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା
କେନ୍ଦୁଝର,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଅନ୍ୟ ୨ ଜଣ କରନା ଯୋଦ୍ଧା ଥିବା ଜଣାପଡିଛି।…
Archives


