ବିଶ୍ୱକପ୍ ଫାଇନାଲ୍ ସୁପର ଓଭର ପୂର୍ବରୁ ସିଗାରେଟ୍ ଟାଣିଥିଲେ ଏହି ଖେଳାଳି
ଆଜିକୁ ଠିକ୍ ବର୍ଷେ ପୂର୍ବେ ଆଇସିସି ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମଥର ପାଇଁ ବିଶ୍ୱବିଜେତା ହୋଇଥିଲା। ଏହି ମ୍ୟାଚ୍ରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ସୁପର ଓଭର ବୋଲିଂ କରିବା ପୂର୍ବରୁ ନିଜକୁ ଚିନ୍ତାମୁକ୍ତ କରିବା ପାଇଁ…
ବୁଗୁଡ଼ାରେ ଶଟ୍ଡାଉନ୍ ଶେଷ ଦିନ: ପୋଲିସ, ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥ୍ୟା
ବୁଗୁଡ଼ା,୧୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗଡ଼ା ଏନ୍ଏସି ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ହୋଇଛି ୮ ଦିନିଆ ଶଟଡାଉନ। ମଙ୍ଗଳବାର ଶଟଡାଉନ ଶେଷ ଦିନ। ଏ ନେଇ ରାସ୍ତାଘାଟ ଜନଶୂନ୍ୟ ହୋଇଥିବା ବେଳେ ଜୀବନଯାତ୍ରା ପ୍ରଭାବିତ ହୋଇଛି…
ମାସ୍କ ନ ଲଗାଇଥିଲେ ୫ଶହ ଥର କରିବାକୁ ପଡ଼ିବ ଏପରି
ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାରଙ୍କଠାରୁ ଆରମ୍ଭକରି ପ୍ରଶାସନ ପକ୍ଷରୁ ଅନେକ ପ୍ରକାର କଟକଣା ଜାରି କରାଯାଇଛି। ସେଥିମଧ୍ୟରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେବେ ଉତ୍ତରପ୍ରଦେଶ ଫିରୋଜାବାଦ ପୋଲିସ ଏବଂ ପ୍ରଶାସନ…
୯୩ ଡାକ୍ତରଙ୍କ ଜୀବନ ନେଲାଣି କରୋନା: ୧,୨୭୯ ଜଣ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୪।୭: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ଲଢ଼େଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୨୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ଇଣ୍ଡିଆନ୍ ମେଡିକାଲ…
ବିନା ମାସ୍କରେ ବିମାନ ଯାତ୍ରା କଲେ ଆମେରିକୀୟ ସାଂସଦ; ଫଟୋ ଭାଇରାଲ
ଓ୍ବାଶିଂଟନ,୧୪।୭: ଆମେରିକୀୟ ସିନେଟର ଟେଡ କ୍ରୁଜ ଏବେ ଚର୍ଚ୍ଚାରେ। ଏବେ ସାରା ବିଶ୍ୱରେ କରୋନା ମହାମାରୀ ଦ୍ରୁତ ବେଗରେ ବଢି ଚାଲିଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଉଛି। ହେଲେ ନିକଟରେ ଆମେରିକୀୟ ସିନେଟର ଟେଡ କ୍ରୁଜ ବିମାନ…
ଖୋର୍ଦ୍ଧାରେ ଘରୋଇ ନର୍ସିଂହୋମ ମାନୁ ନାହାନ୍ତି କୋଭିଡ ଗାଇଡଲାଇନ୍: ଚାଲିଛି ଚଢ଼ାଉ
ଖୋର୍ଦ୍ଧା ଅଫିସ,୧୪।୭ : ଖୋର୍ଦ୍ଧା ଜିଲାରେ ବଡ଼ିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଘରୋଇ ନର୍ସିଂହୋମଗୁଡ଼ିକ କୋଭିଡ ଗାଇଡ ଲାଇନକୁ ପାଳନ କରୁ ନ ଥିବା ଅଭିଯୋଗ ହୋଇ ଆସୁଥିଲା। ଏ ନେଇ ମଙ୍ଗଳବାର ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା…
ଏହି ପୋକ କିଲୋ ୨୦ ଲକ୍ଷ ଟଙ୍କା, ଚାଇନା ଯୋଗୁ ବେପାର ମାନ୍ଦା
ବିଶ୍ୱର ସବୁଠୁ ଦାମୀ ପୋକ ବଜାରରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ। ଚାଇନା ଯୋଗୁ ଏବେ ଏହି ପୋକ ବ୍ୟବସାୟ ମାନ୍ଦା ହୋଇଯାଇଛି। ଏବେ ପୋକ କିଲୋଗ୍ରାମ ପ୍ରତି ଏକ ଲକ୍ଷ ଟଙ୍କା ମୂଲ୍ୟରେ ମଧ୍ୟ କେହି…
ବରଗଡ଼ରେ ମା, ପୁଅଙ୍କ ସମେତ ୩ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଲା
ବରଗ ଅଫିସ,୧୪।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ମ୍ୟୁନିସିପାଲିଟି ଅଧୀନ ୱାର୍ଡ ନଂ. ୧୬ ସିଦ୍ଧେଶ୍ବର ରେସିଡେନ୍ସି ନିକଟରୁ ଜଣେ ଚିହ୍ନଟ ହୋିଥିବା ବେଳେ ଅନ୍ୟ ଦୁଇଜଣ ଭେଡେନ୍…
ମଝି ସଡ଼କରେ ବାଘ: ଗାଡ଼ି ସାମ୍ନାରେ ବସି ରହିଲା
ଭୋପାଳ, ୧୪।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ବାଘର ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ବାଘଟି ମଝି ସଡ଼କରେ ଗାଡ଼ି ସାମ୍ନାରେ ବସି ରହିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ୩୦ ସେକେଣ୍ଡର ଏହି ଭିଡ଼ିଓକୁ ଅନୁରାଗ ଦ୍ୱାରି ଟୁଇଟରରେ ଶେୟାର…
ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର କରୋନା ଯୋଦ୍ଧାଙ୍କୁ କରୋନା: ରୋଗୀଙ୍କ ଉପରେ କଟକଣା
ଖୋର୍ଦ୍ଧା ଅଫିସ,୧୪।୭: ଖୋର୍ଦ୍ଧା ଜିଲାରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଜଣେ କରୋନା ଯୋଦ୍ଧା, ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଡାକ୍ତରଙ୍କଠାରେ କରୋନା…
ଜିଦ୍ରେ ଅଟଳ: ବିଧାୟକ ଦଳ ବୈଠକରେ ଯୋଗ ଦେଲେ ନାହିଁ ପାଇଲଟ
ନୂଆଦିଲ୍ଲୀ,୧୪।୭: ରାଜସ୍ଥାନରେ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଶାସନ ଗାଦିର ରାଜନୀତି ଏପର୍ଯ୍ୟନ୍ତ ଥମିବାର ନାଁ ନେଉନି। ଦଳପ୍ରତି ବିରୋଧ ମନୋଭାବ ପରେ ଦଳରୁ ଅଲଗା ହୋଇଯିବାକୁ ଚାହୁଁଥିବା ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମନାଇବା ଏବେ କଂଗ୍ରେସ…
ସୁଶାନ୍ତ ପାଇଁ ଦୀପ ଜାଳୁଛନ୍ତି ପୂର୍ବତନ ପ୍ରେମିକା
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆଜି ଦୁନିଆରୁ ବିଦାୟ ଦେବାର ଏକ ମାସ ବିତିଗଲାଣି। କାହିଁକି ସୁଶାନ୍ତ ଏହା କରିଛନ୍ତି, ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କ ପରିବାର ବ୍ୟତୀତ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଅଭିନେତା…
Archives


