Home Left

ଗଞ୍ଜାମରେ କରୋନାରେ ମୃତ, ଆକ୍ରାନ୍ତଙ୍କ ପାଇଁ ୧୦୪ ଆମ୍ବୁଲାନ୍ସ: ୨୪ ଘଣ୍ଟିଆ ମନିଟରିଂ ସେଲ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ଆକ୍ରାନ୍ତଙ୍କ ପାଇଁ ୧୦୪ ଟି ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସସ ବ୍ୟବସ୍ଥା କରାଯାଇଛି। ଜିଲାର ପ୍ରତିଟି ବ୍ଲକରେ ୪ଟି, ବ୍ରହ୍ମପୁର ମହାନଗର ନିଗମରେ ୪ ଏବଂ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି…

ବନ୍ୟା ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ବିଧାୟକ

ଗୁଆହାଟୀ,୧୪।୭:ଆସାମରେ ପ୍ରବଳ ବନ୍ୟା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଜଣେ ବିଧାୟକ। ବନ୍ୟା ପାଣିରେ ପଶି ସେ ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ବିଧାୟକ ମୃଣାଳ ସାଇକିଆ ଟୁଇଟରେ ଏକ…

ଗଙ୍ଗାପାଣି ପିଇଲେ କାହିଁକି ହୁଏ ରୋଗନାଶ…

ନୂଆଦିଲ୍ଲୀ, ୧୪।୭: ଗଙ୍ଗାନଦୀ ଜଳରେ ରୋଗ ନାଶକାରୀ ଏକ ପ୍ରକାର ଭୂତାଣୁ ରହିଛନ୍ତି। ଏହି ଭୂତାଣୁ ଦ୍ୱାରା ଗଙ୍ଗାନଦୀ ଜଳର ଔଷଧୀୟ ଗୁଣ ବଜାୟ ରହିଥିବା ଗବେଷକ କହିଥାନ୍ତି। ୧୩୦ ବର୍ଷ ତଳେ ୧୮୯୦ରେ ବ୍ରିଟିଶ୍‌ ବୈଜ୍ଞାନିକ ଅର୍ନେଷ୍ଟ୍‌ ହେକି୍ନନ୍‌ ଗଙ୍ଗାନଦୀ…

ରାହୁଲଙ୍କ ନିଦ ହଜାଇଲାଣି ପାଇଲଟଙ୍କ ‘ଟାଇମ୍‌ ବମ୍‌’

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ନୂଆ ମୋଡ ନେଉଛି। ପ୍ରାୟ ଗୋଟିଏ ଦିନ ହେବ କଂଗ୍ରେସର ବଡ଼ ବଡ଼ ନେତା ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ବୁଝାଇ ଚାଲିଥିବା ବେଳେ ଫଳ କିନ୍ତୁ କିଛି ବାହାରୁ ନାହିଁ। ବରିଷ୍ଠ…

ନମକପାରା

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ଏକ ଚାମଚ ଗୁଆ ଘିଅ, ଏକ କପ୍‌ ଉଷୁମ ପାଣି, ଏକ ଛୋଟ ଚାମଚ ଲେଖାଏ ଜୁଆଣି, ଗରମ ମସଲା, ଲାଲ ଲଙ୍କା, ଚାଟ ମସଲା, ସ୍ବାଦାନୁସାରେ ଲୁଣ, ଛାଣିବା ଲାଗି ତେଲ। ପ୍ରସ୍ତୁତି…

ବେଦାଗ ଗୋରା ତ୍ୱଚା ପାଇଁ

ଧୂଳି, ଧୂଆଁ, ପ୍ରଦୂଷଣ, ସୂର୍ଯ୍ୟକିରଣ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅନେକଙ୍କଠାରେ ତ୍ୱଚାର ରଙ୍ଗ କଳା ପଡିବା, ଦାଗ ବା ଡାର୍କ ପ୍ୟାଚେସ୍‌ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି। ହେଲେ ଆପଣ ଚାହିଁଲେ କେତୋଟି ସହଜ ଉପାୟ ଆପଣେଇ…

୬୨ ବର୍ଷ ଏକାଠି ରହିଲେ, ଜୀବନର ଶେଷ ଭେଟ ଦେଖିଲେ ଆଖିରୁ ଆସିବ ଲୁହ

ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି।ଏହି ଫଟୋରେ ୯୨ ବର୍ଷୀୟ ଜନ ଓି୍ବଲସନ୍‌ ନିଜ ସ୍ତ୍ରୀ ୮୮ ବର୍ଷୀୟ ମାରଜୋରିଙ୍କ ସହ ନଜର ଆସୁଛନ୍ତି। ଦୁହେଁ ହାତ ଧରାଧରି ହୋଇ ହସ୍ପିଟାଲରେ ଶୋଇଥିବା ଦେଖାଯାଇଛି। ଗତ ମେ…

ଶିଶୁର ମାଲିସ୍‌

ମାଲିସ୍‌ ଏମିତି ଶବ୍ଦଟିଏ, ଯାହାର ନାଁ ଶୁଣିଲା ମାତ୍ରେ ଯେମିତି ଆରାମରେ ନିଦ ଆସିଯାଏ। କେତେବେଳେ ଏହା ଥକାପଣ ଦୂର କରେ ତ ଆଉ କେତେବେଳେ ଏହା ଯନ୍ତ୍ରଣା କମାଇବାରେ ସାହାଯ୍ୟ କରି ଶରୀରକୁ ଆରାମ ଦେଇଥାଏ। ତେବେ ଏହି ମାଲିସ୍‌…

ଗାଡ଼ି ଚଲାଉଥିଲେ…

ବର୍ତ୍ତମାନ ଅଧିକାଂଶ ମହିଳା ଟୁ ହ୍ବିଲର ହେଉ ବା ଫୋର୍‌ ହ୍ବିଲର ଗାଡି ଚଲାଉଥିବାର ଦେଖିବାକୁ ମିଳୁଛି। ତେବେ ଗାଡି ଚଲାଇବା ସମୟରେ କେତୋଟି ସମାନ୍ୟ କଥାକୁ ଅଣଦେଖା କରିବା ଦ୍ୱାରା ଅନେକେ ଦୁର୍ଘଟଣାର ଶିକାର ହେଉଥିବାର ନଜିର ବି ରହିଛି।…

ଅନ୍ୟ ରାଜ୍ୟରେ ମିଳୁଛି, ଓଡ଼ିଶାରେ ନାହିଁ

କଟକ ଅଫିସ,୧୪।୭: ମହାମାରୀ କରୋନା ଯୋଗୁ ସାଢ଼େ ୩ମାସରୁ ଅଧିକ ସମୟ ହେଲା ରାଜ୍ୟର ପ୍ରାୟତଃ ସମସ୍ତ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି। କମ୍‌ ତଥା ଅତି ଜରୁରି ମାମଲାର ଶୁଣାଣି ହେଉଥିବାରୁ ଅନେକ ଆଇନ୍‌ଜୀବୀ ରୋଜଗାର ହରାଇଛନ୍ତି। ସେମାନଙ୍କ ପକ୍ଷେ…

ରବି ଧାନ କିଣା: କାଗଜପତ୍ରରେ ଧାର୍ଯ୍ୟ ପୂରଣ

ଯାଜପୁର ଅଫିସ, ୧୪।୭: ଗତ ମେ ୧୫ରୁ ଆରମ୍ଭ ହୋଇଥିବା ରବି ଋତୁ ଧାନ କିଣାରେ କୋରେଇ, ଦଶରଥପୁର, ବଡ଼ଚଣା, ବିଞ୍ଝାରପୁର ଓ ଧର୍ମଶାଳା ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କରୋନା ସଂକ୍ରମଣ ଯୋଗୁ ଅଧିକାଂଶ ଚାଷୀ ରବି…

୪ବର୍ଷ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌ ନେଇ ବ୍ୟାଙ୍କରେ ପହଞ୍ଚିଲେ ଦମ୍ପତି, ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୪।୭: ତାମିଲନାଡୁର ଇରୋଡ ଜିଲାରେ ଅଗରବତୀ ବିକ୍ରୟ କରୁଥିବା ଦୃଷ୍ଟିହୀନ ସ୍ତ୍ରୀ-ସ୍ବାମୀ ୪ ବର୍ଷ ପୂର୍ବେ କଷ୍ଟ ଉପାର୍ଜିତରେ ସଞ୍ଚୟ କରିଥିବା ୨୪,୦୦୦ ଟଙ୍କା ମୂଲ୍ୟହୀନ ହୋଇଯାଇଛି। ଏହି ଘଟଣା ଜାଣିବା ପରେ ଜିଲାପାଳ ସି କାଥିରାଭାନ ବ୍ୟକ୍ତିଗତ ପାଣ୍ଠିରୁ ୨୫,୦୦୦ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri