Posted inଜାତୀୟ

ବିହାର ନିର୍ବାଚନ: ଭାଜପା ସର୍ବବୃହତ ଦଳ ହେବା ସମ୍ଭାବନା !

ପାଟନା,୧୦।୧୧: ବିହାର ନିର୍ବାଚନରେ ଭାଜପା ସର୍ବ ବୃହତ୍‌ ଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା ୭୪ ଆସନରେ ଅଗୁଆ ରହିଛି। ସେହିପରି ଆର୍‌ଜେଡ଼ି ୬୬, ଜେଡ଼ିୟୁ ୪୫, କଂଗ୍ରେସ ୨୫, ଏଲ୍‌ଜେପି ୩ ଏବଂ ଅନ୍ୟ ଦଳ ୧୦ରେ ଅଗୁଆ ରହିଛନ୍ତି। ଯଦି ଭାଜପା ସର୍ବ ବୃହତ୍‌ ଦଳ ଭାବେ ଉଭା ହୁଏ ତେବେ ଏନ୍‌ଡ଼ିଏରେ ଦଳର କ୍ଷମତା ବୃଦ୍ଧି ପାଇବ। ଫଳରେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ଼ ଭାଇ ପଣିଆରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍‌ ବୈଠକ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ...

ମଡେଲ ଟେନାନ୍ସି ଆଇନକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଘରଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ...

ଭାରତରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ

ଫତେହାବାଦ୍‌,୧୨।୧୨: ଭାରତର ହରିୟାଣାରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ। ଏହି ସାଂସଦ ଜଣକ ହେଉଛନ୍ତି ଦଓ୍ବାୟାରାମ। ପାକିସ୍ତାନରୁ ବିତାଡ଼ିତ ହୋଇ...

୬୭ ଏମ୍‌ପି-୨୯୬ ବିଧାୟକ ଅଯୋଗ୍ୟ ଘୋଷିତ ହେବା ଆଶଙ୍କା…

ନୂଆଦିଲ୍ଲୀ,୨୪।୮: ଦେଶର ୬୭ ଏମ୍‌ପି ଏବଂ ୨୯୬ ବିଧାୟକଙ୍କୁ ଏବେ ଅଯୋଗ୍ୟ ଘୋଷିତ ହେବା ଆଶଙ୍କା ଘାରିଛି। ସେମାନଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି। ଦୋଷୀ...

ଦାୟିତ୍ୱ ନେବା ପରେ ପ୍ରଥମେ ସିଆଚେନ୍‌ ଗ୍ଲାସିୟର ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ ବଣ୍ଟା ପରେ ଏବେ କାମ ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ନିଜ ଦାୟିତ୍ୱ ବହନ କରିଛନ୍ତି। ଏହି...

ମଣିଷ ଖିଆ ଚିତାବାଘକୁ ଗୁଳି କରି ହତ୍ୟା କଲା ବନବିଭାଗ

ପୁନେ, ୧୯।୧୨-ଶେଷରେ ଗୁଳି ଖାଇ ମୃତ୍ୟୁବରଣ କରିଛି ମଣିଷ ଖିଆ ଚିତାବାଘ। ମହାରାଷ୍ଟ୍ରର ଔରଙ୍ଗାବାଦ ଓ ସୋଲାପୁର ଜିଲାରେ ଆତଙ୍କ ଖେଳାଇଥିବା ଏହି ଚିତାବାଘକୁ ଶୁକ୍ରବାର...

‘ଆମେରିକା ନିର୍ବାଚନ ଫଳାଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବନି’

ନୂଆଦିଲ୍ଲୀ,୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ସଚିବ ହର୍ଷ ଶ୍ରୀଙ୍ଗ୍‌ଲା ବୁଧବାର କହିଛନ୍ତି। ରାଷ୍ଟ୍ରପତି...

କରୋନା ଭାଇରସ ଭୟରେ ବନ୍ଦ ହେଉଛି ସ୍କୁଲ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀ ନଏଡାର ସେକ୍ଟର ୧୩୫ରେ ଥିବା ଜଣେ ୬ଷ୍ଠ ଶ୍ରେଶୀ ପିଲାଙ୍କ ପରିବାରରେ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିବା...

Advertisement
Archives

Model This Week