Home Left

ଆଗେଇ ଚାଲିଛି ବିଜେଡି: ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ତିର୍ତ୍ତୋଲରେ ୬,୪୦୦ ଭୋଟ୍‌ରେ ଆଗୁଆ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତିର୍ତ୍ତୋଲରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପୁଣି ୬,୪୦୦ ଭୋଟ୍‌ ରେ ଆଗରେ ରହିଛି। ତିର୍ତ୍ତୋଲରେ ବିଜେଡିକୁ ୧୮,୩୯୭, ଭୋଟ ମିଳିଥିବା ବେଳେ…

ବାଇକ୍‌ ଧରି ଏକୁଟିଆ ବୁଲୁଛନ୍ତି ଧୋନୀ

ରାଞ୍ଚି,୧୦।୧୧: ଆଇପିଏଲ୍‌ ୨୦୨୦ରେ ନୈରାଶଜନକ ପ୍ରଦର୍ଶନ କରି ୟୁଏଇରୁ ଭାରତ ଫେରିଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଦୁବାଇରୁ ସିଧା ନିଜ ସହର ରାଞ୍ଚିକୁ ଫେରିଆସିଛନ୍ତି। ଏବେ ମାହି ନିଜ ପରିବାର ସହ ସମୟ ବିତାଉଛନ୍ତି।…

ପୁଞ୍ଚ୍‌ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୦।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଞ୍ଚ୍‌ ଜିଲାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ପୂର୍ବାହ୍ନ ୧୦ଟା ୩୦ରେ ଶାହପୁର, କେର୍ନି ଏବଂ କ୍ୱସବା ସେକ୍ଟର ଉପରେ…

ମଣିପୁରରେ ବାଜି ମାରିଲା ଭାଜପା

ନୂଆଦିଲ୍ଲୀ,୧୦ ।୧୧: ମଣିପୁରରେ ୫ ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ସିଂଘଟ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭଜପା) ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଂଘଟ ବିଧାନସଭା ଆସନରୁ ଭାଜପା…

ହସନପୁରରେ ତେଜପ୍ରତାପ ପଛୁଆ

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନରେ ସମସ୍ତିପୁର ଜିଲାର ହସନପୁର ଆସନରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ପଛୁଆ ରହିଛନ୍ତି। ଜେଡ଼ିୟୁର ରାଜ କୁମାର ରାୟଙ୍କଠାରୁ ତେଜପ୍ରତାପ ପଛରେ ଅଛନ୍ତି। ସେହିପରି ଏଲଜେପି ପ୍ରାର୍ଥୀ ମନୀଷ କୁମାର ତୃତୀୟ ସ୍ଥାନରେ ରହିଛନ୍ତି।…

ହରିୟାଣାରେ କଂଗ୍ରେସ ଦେଖାଇଲା ଆଶା

ସୋନିପଥ,୧୦ ।୧୧: ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ବିଶେଷ କରି ବିହାର ବିଧାନସଭା ଉପରେ ସମସ୍ତଙ୍କ ନଜର ଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକୁ ନେଇ ମଧ୍ୟ ଚାଲିଛି…

କମଲା ହାରିସଙ୍କୁ ନେଇ ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ଭବିଷ୍ୟବାଣୀ ସତ ହେଲା

ଭାରତର ମୂଳ ବାସିନ୍ଦା କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିଥିବା କମଲା ହେଉଛନ୍ତି ପ୍ରଥମ ମହିଳା। ତାଙ୍କର ଏହି ବିଜୟକୁ ସମଗ୍ର ବିଶ୍ୱ ପାଳନ କରୁଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ ତାଙ୍କୁ…

ଗୋଟିଏ ଗୋଡ ନାହିଁ, ତଥାପି ଜବରଦସ୍ତ ଫୁଟବଲ୍‌ ଖେଳୁଛନ୍ତି ଏହି କୁନି ଶିଶୁ

କୁହାଯାଏ, ଯଦି ଆଗ୍ରହ ଥାଏ ତେବେ କଠିନ କାମ ବି ସହଜ ହୋଇଯାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଉତ୍ସାହ ଏବଂ ଦୃଢ ସାହସକୁ ପାଥେୟ କରି ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିଛନ୍ତି। ଏଭଳି ନିଆରା…

ଫାଇନାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌କୁ ଖାସ୍‌ ମନ୍ତ୍ର ଦେଲେ ସଚିନ ତେନ୍ଦୁଲକର

ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ। ମଙ୍ଗଳବାର ଦଳ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଫାଇନାଲ ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଦଳକୁ ଏକ ସ୍ବତନ୍ତ୍ର ବାର୍ତ୍ତା…

ଦୀପାବଳିରେ ସିନେପ୍ରେମୀଙ୍କୁ ବଡ଼ ଉପହାର: ହଲ୍‌ରେ ଦେଖିପାରିବେ ଏହିସବୁ ସୁପରହିଟ୍‌ ଫିଲ୍ମ

ଦେଶରେ କରୋନାର ସବୁଠାରୁ ବଡ଼ ପ୍ରଭାବ ସିନେମା ଉପରେ ପଡ଼ିଛି। ପ୍ରତିବର୍ଷ ଦୀପାବଳି ଅବସରରେ ପ୍ରାୟତଃ ଫିଲ୍ମ ରିଲିଜ ପାଇଁ ନିର୍ମାତାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଇଥାଏ। କିନ୍ତୁ ଚଳିତବର୍ଷ ଥିଏଟରଗୁଡିକ ଖାଲି ପଡ଼ିଛି। ଏଭଳି ପରିସ୍ଥିତିରେ ଦର୍ଶକଙ୍କୁ ସିନେମା ହଲ୍‌ ଆଡକୁ…

ସାଢେ ୩ କୋଟିର ପ୍ରକଳ୍ପ ଦିଶାହୀନ

ପୁରୀ ଅଫିସ, ୧୦।୧୧: ଓଡ଼ିଶା ହସ୍ତଶିଳ୍ପୀ ଓ ହସ୍ତକଳାର ବିକାଶ ହେବ। ହସ୍ତଶିଳ୍ପୀଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆସିବ। ଦେଶ ବିଦେଶରେ ଓଡ଼ିଆ କାରିଗରଙ୍କ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ସହଜରେ ପହଞ୍ଚତ୍ ପାରିବ। ପୁରୀକୁ ବି ପର୍ଯ୍ୟଟକଙ୍କ ଆଗମନ ବଢିବ। ଯାତ୍ରୀ,…

ଗୁଜରାଟରେ ଭାଜପା ଆଗୁଆ

ଅହମଦାବାଦ,୧୦।୧୧: ଗୁଜରାଟ ଉପ ନିର୍ବାଚନରେ ଭାଜପା ଆଗୁଆ ରହିଛି ରାଜ୍ୟର ୮ଟି ବିଧାନସଭା ଆସନ ମଧ୍ୟରୁ ୭ଟିରେ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ଅପର ପକ୍ଷରେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି। ରାଜ୍ୟରେ ଶାସକ ଭାଜପା ଭଲ ସ୍ଥିତିରେ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?