Home Left

ପାକ୍‌ ବାନ୍ଧବୀଙ୍କ ଲାଗି ଫସିଲେ

ନୂଆଦିଲ୍ଲୀ,୧୮।୭: ଭାରତ-ପାକିସ୍ତାନ ସୀମାନ୍ତରୁ ଜଣେ ମହାରାଷ୍ଟ୍ରର ଯୁବକଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଜଣେ ବାନ୍ଧବୀଙ୍କୁ ଦେଖାକରିବା ଲାଗି ସେ ଗୁଜରାଟର କଚ୍ଛ ଦେଇ ପାକିସ୍ତାନ ଯାଉଥିବାବେଳେ ବିଏସ୍‌ଏଫ୍‌ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରର ଓସ୍‌ମାନାବାଦ ନିବାସୀ ସିଦ୍ଦିକ ମହମ୍ମଦ ଜିଶାନ…

କୁଳଭୂଷଣଙ୍କୁ ତୃତୀୟ କନ୍‌ସୁଲାର ଆକ୍ସେସ୍‌ ମିଳିବ

ଇସ୍‌ଲାମାବାଦ,୧୮ା୭(ପି.ଟି.): ମୃତ୍ୟୁଦଣ୍ଡାଦେଶ ପାଇ ପାକିସ୍ତାନ ଜେଲ୍‌ରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପ୍ରଦାନ କରାଯାଇଥିବା ଦ୍ୱିତୀୟ କନ୍‌ସୁଲାର ଆକ୍ସେସ୍‌ (ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା)ର କୌଣସି ଅର୍ଥ କିମ୍ବା ବିଶ୍ୱସନୀୟତା ନାହିଁ ବୋଲି ନୂଆଦିଲ୍ଲୀ କହିଛି। ଭାରତର…

ପାଇଲଟଙ୍କୁ ୪ ଦିନିଆ ଆଶ୍ୱସ୍ତି

ଜୟପୁର,୧୮ା୭: ରାଜସ୍ଥାନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କୁ ୪ ଦିନିଆ ଆଶ୍ୱସ୍ତି ମିଳିଛି। ବିଧାନସଭା ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସକାଶେ ପଠାଇଥିବା ନୋଟିସର ଜବାବ ଶୁକ୍ରବାର ସୁଦ୍ଧା ଦାଖଲ ପାଇଁ ଧାର୍ଯ୍ୟ…

ଦୁଇ ସ୍କୁଲ ମିଶି ଛାତ୍ରୀଛାତ୍ରଙ୍କ ପାଇଁ ଘର ନିର୍ମାଣ କଲେ

କସାରାଗୋଡ: ମୌସୁମୀ ବର୍ଷାରେ ୨ବର୍ଷ ତଳେ ଘର ଭାଙ୍ଗିଯିବା ପରେ ବାସହୀନ ହୋଇଥିଲେ ଦୁଇ ଛାତ୍ରୀଛାତ୍ର(ଭଉଣୀ-ଭାଇ)। ତେବେ ଦୁଇ ସ୍କୁଲ ଏକାଠି ହୋଇ ସେମାନଙ୍କ ପାଇଁ ଏକ ଘର ତିଆରି କରିଛନ୍ତି। କେରଳର କସାରାଗୋଡ ଜିଲାରୁ ଆସିଛି ଏପରି ଏକ ଭଲ…

ମହାରାଣୀଙ୍କ ନାତୁଣୀ ଗୋପନରେ ବାହାହେଲେ

ଲଣ୍ଡନ,୧୮ା୭: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନାତୁଣୀ ପ୍ରିନ୍ସେସ୍‌ ବିଟ୍ରାଇସ୍‌ ଗୋପନରେ ବାହା ହୋଇଛନ୍ତି। ସେ ତାଙ୍କ ପ୍ରେମିକ ତଥା କୋଟିପତି ପ୍ରପର୍ଟି ଟାଇକୁନ୍‌ ଏଡୋଆର୍ଡୋ ମାପେଲି ମୋଜିଙ୍କ ସହ ଶୁକ୍ରବାର ଓ୍ବିଣ୍ଡସରଠାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବ୍ରିଟେନର ପ୍ରଭାବଶାଳୀ…

ଭେଦଭାବ ଭୁଲି ସାମାଜିକ ପରିବର୍ତ୍ତନକୁ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୧୮ ତାରିଖକୁ ନେଲସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଇଆସୁଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ମଣ୍ଡେଲା ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ରଙ୍ଗଭେଦ ବିରୋଧୀ କର୍ମକର୍ତ୍ତା ଭାବେ ସେ ବିଶ୍ୱରେ ପରିଚିତ। କଳା- ଗୋରା…

ପକ୍କାଘରକୁ ପାଣ୍ଠି ସଙ୍କଟ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ମହାମାରୀ କେବଳ ଜନସ୍ବାସ୍ଥ୍ୟ ନୁହେଁ, ରାଜ୍ୟର ଅଭିବୃଦ୍ଧି ଉପରେ ଏହା ପ୍ରଚଣ୍ଡ ପ୍ରହାର ଦେଇଛି। ରାଜସ୍ବ ହ୍ରାସ ଯୋଗୁ ଚାଲୁ ରହିଥିବା ବିଭିନ୍ନ ଯୋଜନା ମଧ୍ୟ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କୁ ପକ୍କାଘର ଯୋଜନାରେ ଗୃହ ଯୋଗାଇବା…

ହାତ ଥିବା ଚଢ଼େଇ ଭିଡିଓ

ନୂଆଦିଲ୍ଲୀ: ଚଢ଼େଇମାନଙ୍କର ଯଦି ହାତ ଥାନ୍ତା, ତେବେ ସେମାନେ ବି ମଣିଷଙ୍କ ଭଳି ବିଭିନ୍ନ ପ୍ରକାର କାମ କରିପାରିଥାନ୍ତେ। ଏମିତି ଏକ ଭାବନାକୁ ଏବେ ଟୁଇଟରରେ ରୂପ ଦେଇଛନ୍ତି କର୍ଲି କିଡ୍‌ ଲାଇଫ୍‌। ବିଭିନ୍ନ ପ୍ରକାର ପକ୍ଷୀଙ୍କର ହାତ ଥିବାରୁ ସେମାନେ…

ରଶ୍ମି ‘ନାଗିନ-୪’ର ଶୁଟିଂରେ ବ୍ୟସ୍ତ

ମୁମ୍ବାଇ: ଟେଲି ଜଗତରେ ରଶ୍ମି ଦେଶାଇ ଜଣେ ସଫଳ ଅଭିନେତ୍ରୀ। ତେବେ ରଶ୍ମୀଙ୍କ ଡ୍ୟାନ୍ସର ସମସ୍ତେ ଦିଓ୍ବାନା। ‘ନଚ୍‌ ବଲିୟେ’ ସୋ’ରେ ସେ ଜଣେ ଷ୍ଟ୍ରଙ୍ଗ୍‌ କଣ୍ଟେଷ୍ଟାଣ୍ଟ ଥିଲେ। କରୋନା ପାଇଁ ସବୁ ଶୁଟିଂ ବନ୍ଦ ଥିଲା। ଦେଶ ଅନ୍‌ଲକ୍‌ ହେବାପରେ…

ମ୍ୟାଥ୍‌ ଓ୍ବଣ୍ଡର ‘ଶକୁନ୍ତଲା ଦେବୀ’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ଶକୁନ୍ତଲା ଦେବୀ’ର ଟ୍ରେଲର। ଏହାକୁ ଦେଖିବା ପରେ ଶକୁନ୍ତଲା ଦେବୀଙ୍କୁ ଜାଣିବା ଲାଗି ଦର୍ଶକଙ୍କ ମଧ୍ୟରେ ବଢ଼ିଛି ଉତ୍ସୁକତା। ଏକଦା ଅଙ୍କଗଣନାର କମ୍ପ୍ୟୁଟର ଭାବେ ପରିଚିତ ଥିଲେ ଶକୁନ୍ତଲା ଦେବୀ। ତାଙ୍କର ଏଭଳି ପ୍ରତିଭା…

ମେଶିନରେ ସାନିଟାଇଜ୍‌ ହେବ ଟଙ୍କା

ଲକ୍ଷ୍ନୌ: ଆଜିକାଲି ମେଶିନରେ ଖୁବଶୀଘ୍ର ଟଙ୍କା ଗଣିବା କାମ କରିହେଉଛି। କିନ୍ତୁ ଟଙ୍କା ଗଣିବା ସହିତ ଏହାକୁ ସାନିଟାଇଜ୍‌ ବି କରିହେବ। ଏଭଳି ଏକ ଭିନ୍ନ ମେଶିନ୍‌ ତିଆରି କରିଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଥିବା ଏପିଜେ ଅବଦୁଲ କଲାମ୍‌ ଟେକ୍ନିକାଲ୍‌ ୟୁନିଭର୍ସିଟିର…

ସଙ୍କଟରେ ରୋଗୀସେବା, ଡିଏମ୍‌ ପାଠ୍ୟକ୍ରମ

କଟକ ଅଫିସ,୧୮ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ହେପାଟୋଲୋଜି ଏବଂ ଏଣ୍ଡୋକ୍ରାଇନୋଲୋଜି। କିନ୍ତୁ ଉଭୟ ବିଭାଗ ଏବେ ଡାକ୍ତର ଅଭାବ ସମସ୍ୟା ଦେଇ ଗତି କରୁଛି। ସୁପର ସ୍ପେଶିଆଲିଟି ଥିବା ଏହି ବିଭାଗ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri