ଧନ ପ୍ରାପ୍ତି ପାଇଁ ଦୀପାବଳୀରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର…

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ ଚକ୍ର, କଉଡ଼ି ଆଦି ମାତାଙ୍କର ଅତିପ୍ରିୟ। ଦୀପାବଳି ଅମାବାସ୍ୟାରେ ଗୋମତୀ ଚକ୍ରକୁ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ଏଥିରେ କୁଙ୍କୁମ ଓ ହଳଦୀ ଲଗାଇ ପୂଜା କରନ୍ତୁ। ଏହାକୁ ମାତାଙ୍କ ପାଦତଳେ ଅର୍ପଣ କରି ଧଳା ମିଠା ଭୋଗ ଲାଗି କରିବା ପରେ ଏହାକୁ କୁମାରୀ କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ। ପରେ ରାତିରେ ମାତାଙ୍କୁ ପାଣି ସଙ୍ଗଡ଼ା ଓ ମିଠା ଅର୍ନ ଭୋଗ ଲାଗି କରନ୍ତୁ। ରାତିରେ ମାତା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଶ୍ରୀଂ ୫ ମାଳା ଜପ କଲେ ବର୍ଷସାରା ଘରେ ଧନର ଅଭାବ ରହି ନ ଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଦୀପାବଳି ପର ଦିନ ସକାଳେ ଗୋମତୀ ଚକ୍ରକୁ ପର୍ସରେ ରଖିଲେ ଏଥିରୁ କେବେ ଟଙ୍କା ଖାଲି ହୋଇ ନ ଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁପରମାର୍କେଟରେ ୮ ଫୁଟ ଲମ୍ବ ଝିଟିପିଟିର ଆତଙ୍କରାଜ; ଭିଡିଓ ଦେଖିଲେ ଡରିଯିବେ

ବ୍ୟାଙ୍କକ୍‌: ଥାଇଲାଣ୍ଡର ସୁପରମାର୍କେଟର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। କାରଣ ଏଥିରେ ଏକ ୮ ଫୁଟ...

ଯେଉଁଠାରେ କିନ୍ନର ହୁଅନ୍ତି ମା’

ରାଜସ୍ଥାନର ଅଜମେରରେ ଥିବା ମହମ୍ମଦ ସରିଫ ଦରଘାରେ ଘଟେ ଅନେକ ଚମତ୍କାର ଘଟଣା। ଯାହା ବିଶ୍ୱାସ ହେଉ ନ ଥିଲେ ବି ସତ ବୋଲି କୁହନ୍ତି...

ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି।...

୩ କୋଟି କାରରେ ଡେଲିଭରି ହେଉଛି ଆମ୍ବ

ଫଳ ଭିତରେ ରାଜା ଆମ୍ବ। ଏହି ଫଳକୁ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଭାରତରେ ଅତି ସହଜରେ ସବୁ ସ୍ଥାନରେ ଆମ୍ବ ମିଳିଥାଏ। କେଉଁଠି ଠେଲାରେ...

ଜେଲରୁ ଖସିବା ପାଇଁ ଝିଅକୁ ବ୍ୟବହାର କଲେ ବାପା

ଜେଲରୁ ବାହାରି ଯିବା ପାଇଁ ଜଣେ ବାପ ତା’ ଝିଅକୁ ବ୍ୟବହାର କରିପାରେ! କଥାଟି ଶୁଣିବାକୁ କେମିତି ଟିକେ ଅଡୁଆ ମନେ ହେଉଛି। ଜଣେ ବାପ...

କିନ୍ନରଙ୍କୁ ଦାନ କରନ୍ତୁ କଉଡି

ସମାଜରେ ତୃତୀୟ ଲିଙ୍ଗ ଭାବେ ପରିଚିତ କିନ୍ନରଙ୍କ ଆଶୀର୍ବାଦ ହେଉ ଅବା ଅଭିଶାପ ଏହା ସାଧାରଣ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ...

ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର...

ରାସ୍ତା ପଚାରିବା ବାହାନାରେ ଅସଦାଚରଣ କରୁଥିଲେ ଯୁବକ; ସ୍କୁଟିକୁ ଟାଣି ନାଳରେ ପକାଇଦେଲେ ଯୁବତୀ; ତା’ ପରେ..

ପ୍ରାୟ ପ୍ରତ୍ୟେକ ଦିନ ଭାରତରେ ଜଣେ ମହିଳା ଯୌନ ଉତ୍ପୀଡନ ତଥା ଅସଦାଚରଣର ଶିକାର ହୁଅନ୍ତି ବୋଲି କୁହାଯାଏ। ନିକଟରେ ଏଭଳି ଏକ ଘଟଣାକ୍ରମର ସାମ୍ନା...

Advertisement
Archives

Model This Week