ଆଜି ଦୀପାବଳି: ପ୍ରଶଂସକଙ୍କୁ ଏଭଳି କହି ଶୁଭେଚ୍ଛା ଜଣାଇଲେ ମଲାଇକା

ମୁମ୍ବାଇ,୧୪।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜର ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ମଲାଇକା ତାଙ୍କ ପ୍ରଶଂସକଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଧନତେରାସ ଏବଂ ଦୀପାବଳିର ଏହି ଶୁଭ ଅବସରରେ ଆପଣମାନଙ୍କ ଶୁଭ କାମନା କରୁଛି। ଆପଣ ସମସ୍ତଙ୍କ ଘରେ ଲକ୍ଷ୍ମୀଙ୍କ ବାସ ହେଉ ଏବଂ କରୋନାର ନାଶ ହେଉ। ମଲାଇକାଙ୍କ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପେଁକାଳି ବଜେଇଦେ’ ନାଟକର ମିତା ଚରିତ୍ରରୁ ମୁକୁଳି ପାରିନି: ସୁକାନ୍ତି ପାଢ଼ୀ

ସୁକାନ୍ତି ପାଢ଼ୀ ନିଜ ନାମରେ ଯେତିକି ପରିଚିତ ନୁହନ୍ତି; ‘ମୋ ପେଁକାଳି ବଜେଇଦେ’ ନାଟକର ଭଉଣୀ ଚରିତ୍ର ସସ୍ମିତା ଜଗଦେବ ଭାବରେ ତା’ଠୁ ବେଶି ପରିଚିତ।...

ତାପସୀ ପନ୍ନୁଙ୍କ ‘ଥପ୍ପଡ଼’କୁ କମଲନାଥ କଲେ ଟିକସ ମୁକ୍ତ

ଭୋପାଳ,୨୬।୨: ତାପସୀ ପନ୍ନୁଙ୍କ ଫିଲ୍ମ ‘ଥପ୍ପଡ଼’ ରିଲିଜ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ସହାୟତା ପାଇଛି। ରାଜ୍ୟରେ ଫିଲ୍ମକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା...

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

ଅଭିନେତ୍ରୀ ନୁହନ୍ତି ସ୍ତ୍ରୀ, ମା’ ହୋଇ ଜୀବନ ବିତାଇବାକୁ ଚାହୁଁଥିଲେ ରେଖା

ରେଖା ବଲିଉଡର ଏପରି ଜଣେ ଅଭିନେତ୍ରୀ, ଯାହାଙ୍କୁ ଲକ୍ଷ ଲକ୍ଷ ଦର୍ଶକ ପସନ୍ଦ କରନ୍ତି। ତାଙ୍କ ଅଭିନୟକୁ ପ୍ରଶଂସକ ଖୁବ ପସନ୍ଦ କରନ୍ତି। ତାଙ୍କ ଫିଲ୍ମ...

ଏହି ଅଭିନେତ୍ରୀଙ୍କ ସହ ସଲମାନଙ୍କ ବାହାଘର କାର୍ଡ ଛପା ସରିଥିଲା: ଏବେ କେମିତି ଅଛି ଦୁହିଁଙ୍କ ସମ୍ପର୍କ

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଟ୍ରିନା କୈଫଙ୍କ...

ଶୁଟିଂ ସେଟ୍‌କୁ ଫେରିଲେ ଅମିତାଭ ବଚ୍ଚନ

କରୋନା ହରାଇବା ପରେ ଅଭିନେତା ଅମିତାଭ ବଚ୍ଚନ ପୁଣି ଶୁଟିଂ ସେଟକୁ ଫେରିଛନ୍ତି। ସେ ଲୋକପ୍ରିୟ ଟିଭି ସୋ କୌନ ବନେଗା କରୋଡପତିର ଶୁଟିଂ ଆରମ୍ଭ...

କେବିସିରେ ଜିତିଥିଲେ ୫ କୋଟି, ଏବେ ଗୋଟିଏ ବର୍ଷରେ ୭୦ ହଜାର ଗଛ ଲଗାଇ ଚର୍ଚ୍ଚାରେ ସୁଶୀଲ

ବମ୍ବେ: ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ମୁଖ୍ୟ ସମସ୍ୟାରେ ପରିଗଣିତ ହେଲାଣି। ଏହାକୁ ରୋକିବା ନିମନ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ। ତେବେ ଅନେକ ସଚେତନ...

ନିର୍ଦ୍ଦେଶକ-ଅଭିନେତାଙ୍କ ମଧ୍ୟରେ ଟୁଇଟର୍‌ ଯୁଦ୍ଧ

ଆଜିକାଲି ବଲିଉଡ ଷ୍ଟାର୍‌ମାନେ ସୋସିଆଲ ମିଡିଆରେ ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ରଖୁଥିବା ଦେଖାଯାଉଛି। ଏସବୁ ଭିତରେ ସେମାନଙ୍କ ମଧ୍ୟରେ କଥା କଟାକଟି ମଧ୍ୟ...

Advertisement
Seven Jackpot


Archives

Model This Week