Posted inଫୁରସତ

କରନ୍ତୁ ଶ୍ରୀଯନ୍ତ୍ର ପୂଜନ: ଦୀପାବଳିରେ ହେବ ସମସ୍ତ କାମନା ପୂର୍ଣ୍ଣ…

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ସଂନ୍ଧ୍ୟାରେ ଘରେ ସାତଟି ଗୁଆ ଘିଅ ଦ୍ୱୀପ ଜଳାଇବା ସହିତ ଲକ୍ଷ୍ମୀ ଗଣେଶଙ୍କୁ ପୂଜା କଲେ ଘରେ ଅକ୍ଷୟ ଲକ୍ଷ୍ମୀଙ୍କ ନିବାସ ହୋଇଥାଏ। ଏହା ସହିତ ଶ୍ରୀଚଣ୍ଡିର ଚତୁର୍ଥ ଓ ପଞ୍ଚମ ଅଧ୍ୟାୟ ପାଠ ସହିତ ଯୋନୀ କବଚ ପାଠ କଲେ ସୁଫଳ ମିଳିଥାଏ। ଶ୍ୟାମା ଦଣ୍ଡକ ପାଠ କରିବା ସହିତ ମାତା ଲକ୍ଷ୍ମୀଙ୍କୁ କ୍ଷୀରି ଲାଗି କଲେ ଘରେ ସୁଖଶାନ୍ତି ବୃଦ୍ଧି ପାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ହଳଦିଆ କଉଡ଼ି, ପଦ୍ମ ମଞ୍ଜି, ଗୁଆ, ପାନପତ୍ର, କୁଙ୍କୁମ ଆଦିରେ ଶ୍ରୀଯନ୍ତ୍ର ପୂଜନ କଲେ ମଙ୍ଗଳ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୁଏ ନାହିଁ ଟ୍ରେନ୍‌

ସୂର୍ଯ୍ୟ ଉଦୟର ଦେଶ ଜାପାନ ଏହାର ସଂସ୍କୃତି, ଖାଦ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ବିଶ୍ୱ ପ୍ରସିଦ୍ଧ। ଜାପାନ ଏସିଆର ସବୁଠାରୁ ବିକଶିତ ଦେଶ ଭାବେ ପରିଗଣିତ।...

ଅଫିସ୍‌ ସମୟ ପରେ ବସ୍‌ ଆଉ କରି ପାରିବେନି ଫୋନ୍‌…

ଲିସବନ୍‌,୧୦।୧୧: ବହୁ ସମୟରେ କର୍ମଚାରୀଙ୍କ ପାଖକୁ ଅଫିସ ସମୟ ପରେ ମଧ୍ୟ ବସ୍‌ଙ୍କ ଫୋନ୍‌ ଅବା ମେସେଜ୍‌ ଆସିଥାଏ। ତେବେ ଏବେ ବସ୍‌ ଏପରି କରିବା...

ସ୍ମାର୍ଟ ଛେଳି, ଗଛରୁ ପତ୍ର ଖାଇବା ପାଇଁ ଏମିତି ନେଲା ପଦକ୍ଷେପ

ଆଜିକାଲି ସ୍ମାର୍ଟ ଯୁଗରେ କେବଳ ମଣିଷ ନୁହେଁ,ପଶୁପକ୍ଷୀମାନେ ବି ସ୍ମାର୍ଟ ହୋଇଗଲେଣି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏକ ଭୋକିଲା ଛେଳି ଗଛରୁ ପତ୍ର...

୩୦ ହଜାର ପକ୍ଷୀଙ୍କୁ ବଞ୍ଚାଇବା ପାଇଁ ବିଶ୍ୱର ପ୍ରଥମ ରେଳ ନଏଜ ବ୍ୟାରିୟର

ଚାଇନାର ଗୁଆଙ୍ଗଡଙ୍ଗ ଜିଲା ଜିଆଙ୍ଗମେନ୍‌ ସହରରେ ବିଶ୍ୱର ପ୍ରଥମ ହାଇସ୍ପିଡ୍‌ ରେଳ ନଏଜ୍‌ ବ୍ୟାରିୟର ନିର୍ମାଣ କରାଯାଇଛି। ୩୫୫ କିଲୋମିଟର ଜିଆଙ୍ଗମେନ୍‌-ଝାଞ୍ଜିୟାଙ୍ଗ୍‌ ହାଇସ୍ପିଡ୍‌ ରେଳ ଟ୍ରାକ୍‌...

ମୋଟରସାଇକେଲରେ ଯୁବକ ତିଆରି କଲେ ଟଏଲେଟ୍‌ ଫ୍ଲଶ୍‌

ପ୍ରତିଭା କାହା ଦ୍ୱାରା ଆକର୍ଷିତ ହୁଏ ନାହିଁ। ଏହା ଆପଣାଛାଏଁ ଜଣାପଡ଼ିଥାଏ। ଏହି ଉକ୍ତିଟି ସତ ବୋଲି ଅନେକ ଥର ପ୍ରମାଣିତ ହୋଇଛି। ଏବେ ସେମିତି...

ଏହି ମହିଳାଙ୍କୁ ଅଜବ ରୋଗ, ଶୁଣିପାରନ୍ତିନି ପୁରୁଷଙ୍କ କଥା

ବେଜିଂ: ଈଶ୍ୱର ଶୁଣିବା ପାଇଁ ଦୁଇଟି କାନ ଦେଇଛନ୍ତି। ଏହାଦ୍ୱାରା ସମସ୍ତଙ୍କ କଥା ଶୁଣି ହେବ। ମାତ୍ର ଜଣେ ମହିଳାଙ୍କ କାନରେ ଏପରି ରୋଗ ହୋଇଛି...

ବିବାହରେ ଅତିଥିମାନଙ୍କ ପାଇଁ ପ୍ରବେଶ ଫି ରଖିଲେ ଯୁବତୀ: ସୋସିଆଲ୍‌ ମିଡ଼ିଆରେ ହେଲେ ଟ୍ରୋଲ୍‌

ନ୍ୟୁୟର୍କ,୨୦।୧: ବିବାହରେ ନବ ବିବାହିତ ଯୋଡ଼ାଙ୍କୁ ଆଶୀର୍ବାଦ ଦେବା ପାଇଁ ଅତିଥିମାନେ ଆସିଥାନ୍ତି। ଏଥି ଲାଗି କୌଣସି ପ୍ରବେଶ ଫି ନ ଥାଏ। ତେବେ ଆମେରିକାର...

ଡିଟିଏଚ୍ ଉପରେ ମାଙ୍କଡ଼: କ୍ୟାପଶନ ବିଜେତାଙ୍କ ନାଁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୩ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

Advertisement
Archives

Model This Week