Home Left

ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ

ରାଞ୍ଚି, ୨୦।୭: ପ୍ରଶାସନିକ ଅବହେଳାର ଉଦାହରଣ ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ସିଲାଗାଇ ଗାଁରେ ଦେଖିବାକୁ ମିଳିଛି। ଏଠାରେ ଅସରାଏ ବର୍ଷା ହେଲେ ଗାଁ ରାସ୍ତା କାଦୁଅରେ ବୁଡ଼ିଯାଏ। ଦୀର୍ଘଦିନ ଧରି ଗାଁ ଲୋକେ ଅଭିଯୋଗ କଲାପରେ କୌଣସି ସୁଫଳ ନ ମିଳିବାରୁ…

ନର୍ସଙ୍କ ପ୍ରେମରେ ଏହି କ୍ରିକେଟ୍‌ ଅଧିନାୟକ

ପ୍ରେମ କାହାକୁ କେତେବେଳେ ହୋଇଯାଏ ତାହା ଜାଣି ହୁଏ ନାହିଁ। ଏମିତି କିଛି ଘଟିଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିମସନଙ୍କ କ୍ଷେତ୍ରରେ। ଚିକିତ୍ସା ପାଇଁ ଯାଇଥିବାବେଳେ ନର୍ସକୁ ପ୍ରେମ କରି ବସିଥିଲେ କେନ୍‌। ତାଙ୍କ ଗର୍ଲଫ୍ରେଣ୍ଡଙ୍କ ନାମ ହେଉଛି…

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ଖେଳାଳି

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କମ୍‌ ଜାଣିଥିବେ। ଜୁଲାଇ ୨୦, ୧୯୧୧ରେ ଜଳନ୍ଦର ରେ ଜନ୍ମଗ୍ରହଣ କରିଥିବା ବାକା ତାଙ୍କର ୩୦ତମ ଜନ୍ମଦିନର ୧୮ଦିନ ପୂର୍ବରୁ…

ପ୍ରବଳ ବର୍ଷାରେ ବିଲରେ ହଳ କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ଅଭିନେତ୍ରୀ ଅଭିନେତାମାନେ ପରିବାର ସହ ସମୟ ବିତାଉଛନ୍ତି। କିଏ ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ୍‌ ରଖୁଛନ୍ତି ତ ଆଉ କିଏ ଘରେ ଯୋଗ କରୁଛନ୍ତି। ଏସବୁ ଭିତରେ ବଲିଉଡ ସୁପରଷ୍ଟାର…

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀଙ୍କ ରାଜ୍‌ ଖୋଲିବ ୨ ହଜାର ବର୍ଷ ପୁରୁଣା ମୁଦ୍ରା

କ୍ଲିଓପାଟ୍ରାଙ୍କୁ ମିଶରର ସବୁଠାରୁ ପ୍ରସିଦ୍ଧ ରାଣୀ ମଧ୍ୟ କୁହାଯାଏ। ତାଙ୍କ ସୌନ୍ଦର୍ଯ୍ୟ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। କିନ୍ତୁ ହଜାର ହଜାର ବର୍ଷ ଧରି ଲୋକମାନେ ତାଙ୍କ ସମାଧି ପାଇଲେ ନାହିଁ। କାରଣ ତାଙ୍କ ମୃତ୍ୟୁ ଏକ ରହସ୍ୟ ଥିଲା। ୨୦୦୦…

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରି ଜାଳିଦେଲେ!

ଯାଜପୁର ଅଫିସ,୨୦ା୭: ଯାଜପୁର ଜିଲା କଳିଙ୍ଗନଗର ଥାନା ସୁକିନ୍ଦା ବ୍ଲକ ପିଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମର ଏକ ଦମ୍ପତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମରେ…

ଗର୍ଭବତୀ ସ୍ତ୍ରୀଙ୍କୁ କରୋନା ହେବାରୁ ସ୍ବାମୀ କଲେ ଏପରି…

ଲକ୍ଷ୍ନୌ, ୨୦।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ଲୋକଙ୍କ ମନରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଏହା କରୋନା ସଂକ୍ରମଣ ପ୍ରତି ଭୟ ଯୋଗୁ ସୃଷ୍ଟି ହେଉଥିବା କୁହାଯାଉଛି। ଏହାର ସଦ୍ୟତମ ଉଦାହରଣ…

୭ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ମୋଦି

ନୂଆଦିଲ୍ଲୀ, ୨୦।୭(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଫୋନ୍‌ ଯୋଗେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସମ୍ପୃକ୍ତ ରାଜ୍ୟଗୁଡ଼ିକର କରୋନା ସ୍ଥିତି ସମ୍ପର୍କରେ ମୋଦି ମୁଖ୍ୟମନ୍ତ୍ରୀମାନଙ୍କଠାରୁ ଅବଗତ ହୋଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ…

ପରିବା ସାଙ୍ଗରେ ଘରକୁ ଯାଉଛି କରୋନା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଏବେ କରୋନା ସଂକ୍ରମଣ ହୁହୁ ହୋଇ ମାଡ଼ି ଚାଲିଛି। ଏଠାରେ ପ୍ରତିଦିନ ୫୦ ଉପରେ ପଜିଟିଭ୍‌ ଚିହ୍ନଟ ହେଉଥିବାବେଳେ ରବିବାର ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ରେ ପହଞ୍ଚତ୍ଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସହରରେ…

୩ ଦିନରେ ଲକ୍ଷାଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୦ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ୩ ଦିନ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୮,୯୦୨ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ମୋଟ ଆକ୍ରାନ୍ତଙ୍କ…

ପୋଲିସ ସେବା ଭବନ ପରିସରରେ ମଉଜ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କରୋନା ପରିସ୍ଥିତି ଓ ସଂକ୍ରମଣ ଏଡ଼ାଇବା ପାଇଁ କମିଶନରେଟ ପୋଲିସ ମୁଖ୍ୟାଳୟ ‘ପୋଲିସ ସେବା ଭବନ’କୁ ବର୍ତ୍ତମାନ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ ରଖାଯାଇଛି। ଏଥିସହ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ କାର୍ଯ୍ୟାଳୟ ଭିତରେ ସ୍ପଳ୍ପ ଅଧିକାରୀ ଓ କର୍ମଚାରୀରେ କାର୍ଯ୍ୟ…

ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା ଅଭିଯୋଗ

କୋଲକାତା, ୨୦।୭ : ପଶ୍ଚିମବଙ୍ଗରେ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଗଣବଳାତ୍କାର ପରେ ହତ୍ୟା ଅଭିଯୋଗ ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକୋ ଓ ପୋଡ଼ାଜଳା କରିଥିଲେ। ହିଂସାତ୍ମକ ପ୍ରତିବାଦ ଫଳରେ ରବିବାର ଅପରାହ୍ନରେ କୋଲକାତାରୁ ସିଲିଗୁଡ଼ିକୁ ସଂଯୋଗ କରୁଥିବା ୩୧ ନମ୍ବର ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri