Home Left

ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୮୧

ଭଦ୍ରକ ଅଫିସ, ୨୦।୭: ରାଜ୍ୟରେ ସୋମବାରୁ ୬୭୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲାରୁ ରହିଛନ୍ତି ୫୮ଜଣ। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକ ଜିଲାରେ ମୋଟ ସଂଖ୍ୟା ପହଞ୍ଚିଛି ୩୮୧ରେ। ଜିଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା…

ଆସିଲା ବିକାଶ ଦୁବେଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଲକ୍ଷ୍ନୌ,୨୦।୭: ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା କୁଖ୍ୟାତ ଅପରାଧି ବିକାଶ ଦୁବେଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିକାଶଙ୍କ ଶରୀରରେ ୩ଟି ଗୁଳି ବାଜି ବାହାରି ଯାଇଛି। ଶରୀରରେ ମୋଟ ୧୦ଟି କ୍ଷତ ରହିଛି। ଏଥିରୁ ୬ଟି…

ମୋତେ ବିବାହ କରିବ କି, ୧୦ ବର୍ଷ ସାନ ନିକ୍‌ଙ୍କ ଏହି ପ୍ରଶ୍ନରେ କ’ଣ ଥିଲା ପ୍ରିୟଙ୍କାଙ୍କ ପ୍ରତିକ୍ରିୟା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଆଜି ଦ୍ୱିତୀୟ ପ୍ରପୋଜାଲ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ପ୍ରିୟଙ୍କା ନିକ୍‌ଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରି ଏକ ପ୍ରେମ ଭରା ମେସେଜ୍‌ ଲେଖିଛନ୍ତି। ଆଜିକୁ ଠିକ୍‌…

୧୩୦ ଦିନ ହସ୍ପିଟାଲରେ ରହିଲେ କରୋନା ସଂକ୍ରମିତ ଏହି ମହିଳା, ପରେ ଘଟିଲା ଏମିତି କିଛି…

କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ରିଟେନ୍‌ର ଫାତିମା ବ୍ରିଡଲ ନାମକ ଜଣେ ୩୫ ବର୍ଷୀୟା ମହିଳା ୪ ମାସ ୧୦ ଦିନ ହସ୍ପିଟାଲରେ ରହିଥିଲେ। ୧୩୦ ଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ଫାତିମା ବ୍ରିଟେନ୍‌ରେ ସବୁଠାରୁ ଅଧିକ ଦିନ…

ପ୍ରତି କରୋନା ଯୋଦ୍ଧା ପାଇଁ ଆମେ ଗର୍ବିତ : ଡିଜିପି

ଛତ୍ରପୁର, ୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୨ ଜଣ ପୋଲିସ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ରବିବାର ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏମାନେ ଆସିକା ଓ ଭଞ୍ଜନଗର ଥାନାରେ କାର୍ଯ୍ୟ କରୁଥିବାବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର…

ସୁଶାନ୍ତ ସିଂ ରାଜପୁତଙ୍କ ଭୂମିକାରେ ସଚିନ

ମୁମ୍ବାଇ, ୨୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ସୁଶାନ୍ତ ସିଂଙ୍କ ଭୂମିକାରେ ଟିକ୍‌ଟକ୍‌ ଷ୍ଟାର୍‌ ସଚିନ ତିଓ୍ବାରୀଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ନାମ ‘ସୁଇସାଇଡ୍‌ ୟା ମର୍ଡର’ ରଖାଯାଇଛି। ସୁଶାନ୍ତଙ୍କ…

ଚାଇନାରୁ ନିଖୋଜ ହେଉଛନ୍ତି ଲକ୍ଷଲକ୍ଷ ପିଲା: ପାଣି ବୋତଲ ସହାୟତାରେ ଖୋଜୁଛନ୍ତି ମା’ବାପା

ଚାଇନାରୁ କରୋନା ସଂକ୍ରମଣ ସୃଷ୍ଟି ହୋଇଥିବାରୁ ଏହା ଏବେ ଅନେକ ଦେଶର ଟାର୍ଗେଟରେ ରହିଛି। ଖାଲି ସେତିକି ନୁହେଁ କୌଣସି ନା କୌଣସି କାରଣକୁ ନେଇ ଚାଇନା ସବୁବେଳେ ଚର୍ଚ୍ଚାରେ ରହିଥାଏ। ଚାଇନା କେବଳ ଅନ୍ୟ ଦେଶପାଇଁ ସମସ୍ୟା ସୃଷ୍ଟି କରୁନାହିଁ…

ପ୍ରଥମଥର ଲାଗି ଦେଶରେ କମୁଛି କରୋନା ସଂକ୍ରମିତଙ୍କ ମୃତ୍ୟୁହାର

ନୂଆଦିଲ୍ଲୀ,୨୦।୭: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ଭିତରେ କିନ୍ତୁ ଆସିଛି ଏକ ଖୁସି ଖବର। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଶନିବାର ସୁଦ୍ଧା ଦେଶରେ କରୋନା ମୃତ୍ୟୁହାର ୨.୫ ପ୍ରତିଶତରୁ କମ୍‌ ରହିଛି। ଯଦିଓ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା…

କରୋନା ଯୁଦ୍ଧ ଜିତିବା ପରେ ଜେଜେଙ୍କ କବର ସ୍ଥାନରେ ପହଞ୍ଚିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି

ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସହିଦ୍‌ ଆଫ୍ରିଦ୍‌ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହେବା ପରେ ସେ ନିଜ ପୁରୁଣା ଘରକୁ ଯାଇ ଜେଜେ ବାପାଙ୍କ କବର ସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ସେ ଅସହାୟଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ…

ମଙ୍ଗଳ ମୁହାଁ ମହାକାଶ ଯାନ ‘ଅଲ୍‌-ଅମଲ’

ଟୋକିଆ, ୨୦।୭: ମଙ୍ଗଳ ଅଭିମୁଖେ ୟୁଏଇର ମହାକାଶ ଯାନ ‘ଅଲ୍‌-ଅମଲ’ ଅର୍ଥାତ୍‌ ‘ଆଶା’(ହୋପ୍‌) ସୋମବାର ଯାତ୍ରା ଆରମ୍ଭ କରିଛି। ଏହାକୁ ଜାପାନର ମହାକାଶ ଗବେଷଣା କେନ୍ଦ୍ରରୁ ଭୋର୍‌ ୬ଟା ୫୮ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ଏହା ୟୁଏଇର ପ୍ରଥମ ମହାକାଶ ଅଭିଯାନ।…

ଚାଇନାଠାରୁ ସମ୍ପର୍କ କାଟିବ ଟିକ୍‌ଟକ୍‌ !

ଲଣ୍ଡନ,୨୦।୭: ମନୋରଞ୍ଜନଧର୍ମୀ ଭିଡିଓର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ଟିକ୍‌ଟକ୍‌ ଏବେ ଚାଇନାଠାରୁ ସମ୍ପର୍କ ଛିନ୍ନ କରିବା କଥା ଚିନ୍ତା କରୁଛି। ଏହାପରେ ସେ ଲଣ୍ଡନରେ ତା’ର ମୁଖ୍ୟ କାର୍ଯ୍ୟାଳୟ କରିବ ବୋଲି ଯୋଜନା କରୁଥିବା ସୂଚନା ମିଳିଛି। ରୟଟର୍ସରେ ପ୍ରକାଶିତ ଏକ…

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ ପାଇଁ କାମ କରୁଥିବା ଖବରଦାତା ଅଦନାମ ତାରିକ ପେଶାଓ୍ବାର ସହରରେ ଏକ ପେଟ୍ରୋଲ ପମ୍ପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri