ଜୁଲାଇ ୨୨ରେ ଶପଥ ନେବେ ୪ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ
ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଆସନ୍ତା ୨୨ ତାରିଖରେ ଓଡିଶାରୁ ନବ ନିର୍ବାଚିତ ୪ ଜଣ ରାଜ୍ୟ ସଭା ସଦସ୍ୟ ପାର୍ଲାମେଣ୍ଟର ହାଉସ ଅଫ ଚାମ୍ବରରେ ଶପଥ ଗ୍ରହଣ କରିବେ। ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂତନ ଭାବେ…
ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ: ତୃତୀୟ ଦିନରେ ବାର୍ଷା ବାଧକ
ମାଞ୍ଚେଷ୍ଟର, ୧୮।୭- ବର୍ଷା କାରଣରୁ ଇଂଲଣ୍ଡ-ଓ୍ବେ୍ଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିବସ ଖେଳ ବାତିଲ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସକୁ ୪୬୯/୯ରେ ଘୋଷଣା କରିଥିବାବେଳେ ଦ୍ୱିତୀୟ ଦିବସ ଶେଷସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧ ଉଇକେଟ ହରାଇ ୩୨ ରନ କରିଥିଲା।…
ବାଲୁଗାଁ ମାଛ ମାର୍କେଟ ୭ଦିନ ଶଟ୍ଡାଉନ: ୨ ମାଛ ଗୋଦାମ, ୩ ବରଫ କଳ ସିଲ୍
ଖୋର୍ଦ୍ଧା ଅଫିସ/ବାଲୁଗାଁ ,୧୮ା୭(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁର ଜଣେ ମତ୍ସ୍ୟ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶନିବାର ଜିଲାପାଳ ଶୀତାଂଶୁ କୁମାର ରାଉତ ବାଲୁଗାଁ ମାଛ ମାର୍କେଟକୁ ୭ଦିନ ଲାଗି ଶଟ୍ଡାଉନ ଘୋଷଣା କରିଛନ୍ତି। ଶନିବାର ଠାରୁ ଆସନ୍ତା…
୧୦ ମାସ ପରେ ୧୭୦୦ କିମି ରାସ୍ତା ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଟ୍ରକ
ଥିରୁଭାନନ୍ତପୁରମ, ୧୮।୭- ସାଧାରଣତଃ ୧୭୦୦ କିମି ରାସ୍ତା ଅତିକ୍ରମ କରିବା ଲାଗି ଗୋଟିଏ ଟ୍ରକ୍ ୫ରୁ ୭ ଦିନ ସମୟ ନେଇଥାଏ। କିନ୍ତୁ ଶୁଣିଲେ ବିଶ୍ୱାସ ଲାଗିବ ନାହିିଁ ଯେ ଏହି ଦୂରତାକୁ ଅତିକ୍ରମ କରିବାକୁ ଗୋଟିଏ ଟ୍ରକକୁ ୧୦ ମାସ…
କରୋନା ଲାଗି ନିଜ ବ୍ୟାଟ୍, ଜର୍ସି ଦାନ କରିବେ ଏହି କ୍ରିକେଟର୍
ଜୋହାନ୍ସବର୍ଗ, ୧୮।୭- କରୋନା ମହାମାରୀ ଲାଗି ବିଶ୍ୱରେ ଅନେକ ଲୋକ ରୋଜଗାର ହରାଇଥିବାବେଳେ ଖାଇବାକୁ ନ ପାଇ ଅନେକଙ୍କ ଜୀବନ ମଧ୍ୟ ଯାଇଛି। ପୂର୍ବରୁ ଅନେକ କ୍ରୀଡ଼ାବିତ୍ କରୋନାକୁ ମୁକାବିଲା କରିବା ପାଇଁ ଯଥାସାଧ୍ୟ ସହାୟତାର ହାତ ବଢ଼ାଇଥିବାର ଦେଖିବାକୁ ମିଳିଥିଲା।…
ଏମିତି ସହର, ଯାହା ଦେଖିବାକୁ ଶିବଲିଙ୍ଗ ସଦୃଶ
ବିଶ୍ୱରେ ଏମିତି ଏକ ସହର ରହିଛି, ଯାହା ଦେଖିବାକୁ ସମ୍ପୂର୍ଣ୍ଣ ଶିବଲିଙ୍ଗ ସଦୃଶ। ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ସହର ହେଉଛି ୟୁରୋପର ଭାଟିକାନ୍ ସିଟି ବା ସହର। ଏହା ଦେଖିବାକୁ ଅବିକଳ ‘ଶିବଲିଙ୍ଗ’ ଆକାରର। ଐତିହାସିକ…
ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ
ଭୁବନେଶ୍ୱର,୧୮।୭(ବ୍ୟୁରୋ)-ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ ଏସ୍ସିବି ମେଡିକାଲରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ଶନିବାର ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି…
ନିରୀହ ପଶୁର ମାତୃତ୍ୱ ଆଗରେ ହାରମାନିଛି ଭେଦଭାବ
ଭବାନୀପାଟଣା,୧୮ା୭(ସ୍ବ.ପ୍ର.) : ଆଜିର ଏହି ସ୍ବାର୍ଥପର ଦୁନିଆରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଥିବାବେଳେ କେତେକ ମା’ ମଧ୍ୟ ଜନ୍ମିତ ଶିଶୁକୁ ନିଜ ବକ୍ଷରୁ ସ୍ତନ୍ୟପାନ କରାଇ ଦେଉନାହାନ୍ତି । ଏପରି ସ୍ବାର୍ଥପର ସମାଜରେ ପଶୁଙ୍କ ମଧ୍ୟରେ…
କାହିଁକି ପ୍ରଶଂସକଙ୍କୁ ବ୍ୟାଟରେ ବାଡ଼େଇବାକୁ ଉଠିଥିଲେ ଇଞ୍ଜାମାମ
ନୂଆଦିଲ୍ଲୀ, ୧୮।୭- ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଯେବେ ବି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥାଏ ଏହା ବେଶ୍ ରୋମାଞ୍ଚକ ହୋଇଥାଏ। ସାରା ବିଶ୍ୱର କ୍ରିକେଟ୍ପ୍ରେମୀଙ୍କ ନଜର ସେତେବେଳେ ଏହି ମ୍ୟାଚ୍ ଉପରେ ଥାଏ। ମ୍ୟାଚ୍ ସମୟରେ ପଡ଼ିଆ…
ପ୍ରେମିକଙ୍କ ସହ କ୍ୱାରାଣ୍ଟାଇନ୍ରେ ରହିବେ ବୋଲି ସ୍ବାମୀର ପରିଚୟ ଦେଲେ ମହିଳା କନଷ୍ଟେବଳ
ମହାମାରୀ କରୋନା ଭାଇରସ୍ ଦ୍ୱାରା ଭାରତ ସମେତ ସମଗ୍ର ବିଶ୍ୱର ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି। ଯେ କୌଣସି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ଆସୁଛି ତାଙ୍କୁ ସଙ୍ଗେ ସଙ୍ଗେ କ୍ୱାରାଣ୍ଟାଇନ୍ରେ ରଖାଯାଉଛି। କିନ୍ତୁ ମହାରାଷ୍ଟ୍ରର ନାଗପୁରରେ କ୍ୱାରାଣ୍ଟାଇନ୍ ସହିତ ଜଡ଼ିତ ଏକ…
କରୋନା ଦେଇଛି ଦୁଃଖ: ପୁଅଙ୍କ ଏହି ଗୋଟିଏ ଭୁଲ ପାଇଁ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବାପା
ସାରା ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼ୁଛି। ବିଶେଷଜ୍ଞମାନେ ରୋଗର ଔଷଧ ବାହାର କରିବାକୁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ଏଯାଏ ତାହା ବାହାରିପାରୁ ନ ଥିବାରୁ ଲୋକମାନଙ୍କୁ ସତର୍କ ଏବଂ ସଚେତନ ରହିବାକୁ କୁହାଯାଉଛି। ଏହାକୁ ଅନେକ…
ଆଇସ୍କ୍ରିମ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଦୁର୍ଘଟଣା: ପୁଅ ମୃତ, ବାପା ଗୁରୁତର
ବାଙ୍କୀ, ୧୮।୭(ଡି.ଏନ୍.ଏ)- କଟକ ଜିଲା ବାଙ୍କୀ ଚର୍ଚ୍ଚିକାସାହିରେ ଥିବା ଏକ ଆଇସ୍କ୍ରିମ୍ ଫ୍ୟାକ୍ଟିରେ ଶନିବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ପୁଅ ସ୍ମୃତିରଞ୍ଜନ ସୁବୁଦ୍ଧି(୨୫)ଙ୍କ ମୃତ୍ୟୁ ଘଟିଥିବାବେଳେ ବାପା ସୁଶାନ୍ତ(୫୧) ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ…
Archives


