୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୪୮ଘଣ୍ଟା ପ୍ରବଳ ବର୍ଷା ହେବ। ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ମାତ୍ର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳରେ ପ୍ରବଳ…
ତହସିଲଦାରଙ୍କୁ ଆକ୍ରମଣ, ଜେଲ ଗଲେ ଅଧ୍ୟାପକ
ବାଲିଗୁଡା,୨୦ା୭(ଡି.ଏନ୍.ଏ.)- କୋଭିଡ୍ ନିୟମ ଉଲ୍ଲଂଘନ କରି ଶୁଦ୍ଧିକ୍ରିୟା ଚାଲିଥିଲା। ତହସିଲଦାର ପହଞ୍ଚି ବାରଣ କରିବାରୁ ଜଣେ ଅଧ୍ୟାପକ ତାଙ୍କୁ ଆକ୍ରମଣ କରିଥିଲେ। ଥାନାରେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବାଲିଗୁଡା…
ଫୁଲବାଣୀ ସହର କଣ୍ଟେନମେଣ୍ଟ ଜୋନ୍
ଫୁଲବାଣୀ ଅଫିସ, ୨୦ା୭-କନ୍ଧମାଳ ଜିଲା ଫୁଲବାଣୀ ସହରରେ କରୋନା ଚିନ୍ତା ବଢ଼ାଇଛି ା ମାତ୍ର ଜଣେ, ଦୁଇ ଜଣ ସଂକ୍ରମିତଙ୍କ ପାଇଁ ପୌର ପରିଷଦର ୨ନଂ. ୱାର୍ଡକୁ ଛାଡି ବାକି ସମସ୍ତ ୱାର୍ଡକୁ ରବିବାର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ା…
ବାଂଲାଦେଶ କ୍ରିକେଟରମାନଙ୍କ ଟ୍ରେନିଂ ଆରମ୍ଭ
ଢାକା, ୨୦ା୭ (ପି.ଟି.)- ରବିବାର ୯ଜଣ ବାଂଲାଦେଶ କ୍ରିକେଟର ଟ୍ରେନିଂକୁ ଫେରିଛନ୍ତି। କୋଭିଡ୍-୧୯ ସୁରକ୍ଷା ପ୍ରୋଟୋକଲ ଅନୁସାରେ କେବଳ ଜଣେ ମାତ୍ର ଖେଳାଳିଙ୍କୁ ଷ୍ଟାଡିୟମ ଭିତରେ ଅଭ୍ୟାସ ପାଇଁ ଅନୁମତି ମିଳିଛି। କରୋନା ଭାଇରସ୍ ଦେଖାଦେବା ପରେ ମାର୍ଚ୍ଚ ମାସରେ ଆକସ୍ମିକ…
ସୁମାକରଙ୍କ ରେକର୍ଡ ସମକକ୍ଷ ହେଲେ ହାମିଲଟନ
ବୁଦାପେଷ୍ଟ, ୧୯ା୭: ଲୁଇସ୍ ହାମିଲଟନ୍ ୮ମ ଥର ହଙ୍ଗେରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଟାଇଟଲ ହାସଲ କରିଛନ୍ତି। ଫଳରେ ଗୋଟିଏ ଟ୍ରାକ୍ରେ ସର୍ବାଧିକ ବିଜୟ ହାସଲ କରିବାରେ ଜର୍ମାନୀର ଫର୍ମୁଲା ଓ୍ବାନ କିମ୍ବଦନ୍ତୀ ମାଇକେଲ ସୁମାକର ଯେଉଁ ରେକର୍ଡ କରିଛନ୍ତି,…
ପୁରୁଷଙ୍କ ବଦଳରେ ଦିଆଗଲା ମହିଳାଙ୍କ ଶବ
ଫରିଦାବାଦ, ୧୯।୭: ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ଆଉ ଏକ ଘଟଣା ଦିଲ୍ଲୀର ଫରିଦାବାଦରୁ ସାମ୍ନାକୁ ଆସିଛି। ଫରିଦାବାଦର ଏକ ଘରୋଇ ହସ୍ପିଟାଲରେ ଯେଉଁ ପରିବାର ଲୋକଙ୍କୁ ପୁରୁଷଙ୍କ ଶବ ଦେବାର ଥିଲା ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ ମହିଳାଙ୍କ ଶବ ଦେଇଥିଲେ।…
କଟକରେ ଏ ବର୍ଷ ହେବନି ଗଣେଶ ପୂଜା
କଟକ ଅଫିସ,୧୯ା୭-କରୋନା ମହାମାରୀ ଦୃଷ୍ଟିରୁ କଟକରେ ଚଳିତବର୍ଷ ଗଣେଶ ପୂଜା ହେବନାହିଁ। କୌଣସି କ୍ଲବ ପୂଜାକୁ ନେଇ ବଡ଼ଧରଣର ଆୟୋଜନ କରିବେ ନାହିଁ। ଥାନାଗୁଡ଼ିକ ନିଜ ଅଞ୍ଚଳର କ୍ଲବ ସଦସ୍ୟଙ୍କୁ ଡାକି ଏ ଦିଗରେ ଅବଗତ କରାଇବ। କଟକ ମହାନଗର ପୂଜା…
କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ଗ୍ରାମବାସୀଙ୍କ ବିରୋଧ
ଧାନବାଦ, ୧୯।୭- ଭାରତରେ ଗମ୍ଭୀର ରୂପ ଧାରଣ କରିଛି କରୋନା ମହାମାରୀ। କରୋନା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ଏକ…
ହାତୀପଲ ଖାଇଗଲେ ରାଶନ
ଢେଙ୍କାନାଳ ଅଫିସ, ୧୯।୭-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମିଧା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ପଲରେ ୧୬ ହାତୀ ଉପଦ୍ରବ ସୃଷ୍ଟି କରିଛନ୍ତି। ହାତୀଙ୍କ ଉତ୍ପାତ ଏବଂ ଗର୍ଜନରେ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଥିଲେ। ହାତୀପଲ ରାଣୀବଣିଆ ଅଞ୍ଚଳର ମିଥୁନ ବେହେରାଙ୍କ…
ଗର୍ଭବତୀଙ୍କ ରିପୋର୍ଟ ପଜିଟିଭ୍: କ୍ୱାରାଣ୍ଟାଇନ୍ରେ ରହିଲେ ୬୦
ଢେଙ୍କାନାଳ ଅଫିସ, ୧୯ା୭-ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ଲାଗି ଆସିଥିବା ଜଣେ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏହାପରେ ପୌରସଂସ୍ଥା ପକ୍ଷରୁ ରବିବାର ସହରରେ ଥିବା ୮ ନର୍ସିଂହୋମ୍, କ୍ଲିନିକ ଏବଂ ଔଷଧ ଦୋକାନକୁ ସିଲ୍ କରାଯାଇଛି।…
ବିଲେଇ ଛୁଆ ହତ୍ୟାକାରୀଙ୍କୁ ଖୋଜି ଆଣିଲେ ମିଳିବ ଏତିକି ଟଙ୍କା ପୁରସ୍କାର
ନୂଆଦିଲ୍ଲୀ,୧୯।୭: ବିଲେଇକୁ ଜୀବନ୍ତ ଜାଳି ଦେଇଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ ୫୦ ହcଜାର ଟଙ୍କା ପୁରସ୍କାର। ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ (ଏଚଏସଆଇ, ଭାରତ) ପକ୍ଷରୁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଏଚଏସଆଇ ଟୁଇଟରରେ ଏକ ଭିଡିଓ ଶେୟାର…
ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର
ସୋର,୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଗ୍ରାମର ବାସୁଦେବ ମହାପାତ୍ର ନାମକ ଜଣେ ଚାଷୀଙ୍କ ଜମିରୁ ଏକ ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର କରାଯାଇଛି। ରବିବାର ସକାଳେ ସେ ଜମିରେ କାମ କରୁଥିବା ବେଳେ ଏପରି କଇଁଛକୁ ଦେଖି…
Archives


