ନିୟନ୍ତ୍ରଣ ବାହାରେ କରୋନା: ରାୟଗଡ଼ାକୁ ୭ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କଲେ ଜିଲାପାଳ
ରାୟଗଡ଼ା ଅଫିସ,୨୨।୭: ରାୟଗଡ଼ା ଜିଲାକୁ ୭ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ବୁଧବାର ଗୋଟିଏ ଦିନରେ ୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତଦନୁଯାୟୀ ଗୁରୁବାରଠାରୁ ୨୯ ତାରିଖ ଯାଏ…
ପିଲା ଅନଲାଇନ୍ ପାଠ ପଢିବା ପାଇଁ ଗାଈ ବିକିଦେଲେ କୃଷକ, ପର୍ଚୁନର ଗାଡି ଚଢି ବିଧାୟକ ଆସି ଦେଲେ ଏତିକି ଟଙ୍କାର ସହାୟତା
ଦେହରା,୨୨।୭: ହିମାଚଳ ପ୍ରଦେଶର କାଙ୍ଗଡା ଜିଲାରେ ଜ୍ୱାଳାମୁଖୀ ବିଧାନସଭା କ୍ଷେତ୍ରରେ ଥିବା ଗୁମ୍ମର ଗ୍ରାମରେ ଜଣେ ଗରିବ କୃଷକ ନିଜ ପିଲା ଅନଲାଇନ୍ ପାଠ ପଢିବା ପାଇଁ ଗାଈ ବିକି ଦେଇଛନ୍ତି। ଏହି ଟଙ୍କାରେ ସେ ପିଲାଙ୍କ ପାଇଁ ଏକ ସ୍ମାର୍ଟ…
ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ଇଡ଼ି ଚଢ଼ାଉ: ଫର୍ଟିଲାଇଜର ଦୁର୍ନୀତି କନେକଶନ୍
ଜୟପୁର, ୨୨।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କ ପାଇଁ ପୁଣି ଏକ ନୂଆ ସମସ୍ୟା ଦେଖାଦେଇଛି। ଇଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଛି। ଅଗ୍ରସେନଙ୍କ ନାମ ୨୦୦୭ରୁ ୨୦୦୯ ମଧ୍ୟରେ…
ବନ୍ୟା ସ୍ଥିତି ଅସମ୍ଭାଳ: ଖାଦ୍ୟାଭାବ ନେଲାଣି ୧୧ ଗଣ୍ଡାଙ୍କ ଜୀବନ
ଗୁଆହାଟି,୨୨ା୭ : ଉତ୍ତରଭାରତରେ ବର୍ତ୍ତମାନ ଲଗାଣ ବର୍ଷା ହେଉଥିବାରୁ ଆସାମରେ ବନ୍ୟା ସୃଷ୍ଟି ହୋଇଛି। ଏହି ବନ୍ୟାରେ ଲୋକଙ୍କ ପ୍ରାଣ ହାନି ହେବା ସହ ପଶୁପକ୍ଷୀମାନେ ମଧ୍ୟ ନିସ୍ତାର ପାଉନାହାନ୍ତି। ଆସାମର ଏହି ବନ୍ୟାରେ କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନରେ ୧୧ ଗେଣ୍ଡା…
ଖୋର୍ଦ୍ଧାର ୨ ଏସ୍ପି, ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ କରୋନା: ଅଫିସ ସାନିଟାଇଜ୍
ଖୋର୍ଦ୍ଧା ଅଫିସ,୨୨।୭: ଖୋର୍ଦ୍ଧା ଜିଲାରେ ବିଏମ୍ସିକୁ ବାଦ୍ ଦେଇ ୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ୭ ପଜିଟିଭ୍ ରହିଛନ୍ତି । ତନ୍ମଧ୍ୟରୁ ତେଲେଙ୍ଗା ସାହିର ୩୪ ବର୍ଷୀୟ ପୁରୁଷ, ବରୁଣେଇ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍ସି) ରହିଥିଲେ। ନରଣଗଡ଼ର…
ବଞ୍ଚିଥିବାବେଳେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିଲେ, ମୃତ୍ୟୁ ପରେ ୮ ଜଣଙ୍କୁ ଦେଲେ ନୂଆ ଜୀବନ
ଥିରୁଭାନନ୍ତପୁରମ୍,୨୨।୭: କିଛି ଲୋକ ପୃଥିବୀକୁ ଅନ୍ୟକୁ ସହାୟତା ଦେବାକୁ ଆସିଥାନ୍ତି। ସେମିତି ଜଣେ ଯୁବକ ଥିଲେ ଅନୁଜିଥ୍। ୨୭ ବର୍ଷୀୟ ଏହି ଯୁବକ ଜଣଙ୍କ ନିଜ ସ୍ବଳ୍ପ ଜୀବନକାଳ ମଧ୍ୟରେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ମୃତ୍ୟୁ ପରେ ମଧ୍ୟ…
କଟକ ଶଙ୍କରପୁର କଣ୍ଟେନମେଣ୍ଟ ଜୋନ୍
କଟକ ଅଫିସ,୨୨।୭: କଟକ ମହାନଗର ନିଗମ(ସିଏମ୍ସି)ର ୩୭ ନମ୍ବର ୱାର୍ଡ ପରିଡାସାହି, ଶଙ୍କରପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଠାରୁ କେତେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସାହିକୁ ପ୍ରବେଶ ଏବଂ ପ୍ରସ୍ଥାନ…
ପୁଣି ଏକ ରୋଗର ଭୟ, ଚିନ୍ତାରେ ଡାକ୍ତର
ମୁମ୍ବାଇ,୨୨।୭:ଭାରତରେ କରୋନା ଭାଇରସ୍ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇଛି। ଏହି ରାଜ୍ୟରେ କରୋନା ସାଙ୍ଗକୁ ଆଉ ଏକ ରୋଗର ଭୟ ସୃଷ୍ଟି ହୋଇଛି। ମୁମ୍ବାଇର ଓ୍ବାଡିଆ ହସ୍ପିଟାଲରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ୧୦୦ ଶିଶୁଙ୍କୁ ଭର୍ତ୍ତି କରାଯାଇଛି।…
ସ୍ମାର୍ଟଫୋନ୍ ହେଉଛି କି ହ୍ୟାଙ୍ଗ୍, ତେବେ କରନ୍ତୁ ଏପରି…
ନୂଆଦିଲ୍ଲୀ, ୨୨।୭: ବେଳେବେଳେ ସ୍ମାର୍ଟଫୋନ୍ ହ୍ୟାଙ୍ଗ୍ ହୋଇଯାଇଥାଏ। ତେବେ ଏଥିପାଇଁ ବ୍ୟସ୍ତ ନ ହୋଇ କେତେକ ଉପାୟ ଅବଲମ୍ବନ କରନ୍ତୁ। ମାତ୍ର ୨ ମିନିଟ୍ ମଧ୍ୟରେ ସ୍ମାର୍ଟଫୋନ୍ ହ୍ୟାଙ୍ଗ୍ ହେବା ବନ୍ଦ ହୋଇଯିବ। ଏହା ପୂର୍ବଭଳି ସ୍ବାଭାବିକ ଭାବେ କାମ କରିବ।…
ବଲିଉଡ୍ରୁ ଇସ୍ତଫା ନେଲେ ଏହି ସଫଳ ନିର୍ଦ୍ଦେଶକ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍ରେ ଅନେକ ପରିବର୍ତ୍ତନ ଆସିଛି। ନେପୋଟିଜିମ୍ଠାରୁ ଆରମ୍ଭକରି ଜଣେ ଅନ୍ୟ ଜଣଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଏହି କ୍ରମରେ ବଲିଉଡ୍ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।…
୩୦୦ କିମି ପ୍ରତି ଘଣ୍ଟା ବେଗରେ ଚଲାଉଥିଲେ ବାଇକ୍, ପରେ ଏମିତି କିଛି ଘଟିଲା
ବେଙ୍ଗାଲୁରୁର ଜଣେ ଯୁବକ ୩୦୦ କିମି ପ୍ରତି ଘଣ୍ଟା ବେଗରେ ଗାଡି ଚଲାଇ ଚର୍ଚ୍ଚାକୁ ଆସିଛନ୍ତି। ଏତେ ବେଗରେ ବାଇକ ଚଲାଇବା ନିୟମ ବିରୋଧୀ ହୋଇଥିଲେ ମଧ୍ୟ ଯୁବକ ଜଣାକ ଚଲାଇ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡିଥିଲେ। ଫଳସ୍ବରୂପ…
ଘରେ ସୁରକ୍ଷିତ ରହୁଥିଲେ ବି ହେବ କରୋନା! ଜାଣନ୍ତୁ କେମିତି
ଘରେ ବସି ମଧ୍ୟ ଜଣେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏହା ପ୍ରକାଶ କରିଛନ୍ତି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ଘରୋଇ ସାମଗ୍ରୀ ଏବଂ ବାହାରୁ ଆସୁଥିବା ସାମଗ୍ରୀରୁ ଜରିଆରେ କରୋନା…
Archives


