ବଲିଉଡ୍ର ଏହି ଅଭିନେତ୍ରୀ ଭାଗଲପୁର କଂଗ୍ରେସ ବିଧାୟନଙ୍କ ଝିଅ; ପିଲାଦିନେ ଥିଲା ଏଭଳି ଜଟିଳ ରୋଗ
ବମ୍ବେ: ୟଙ୍ଗିସ୍ତାନ, ମୁବାରକା, ତୁମ ବିନ୍-୨ ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ନେହା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୭ ମସିହା ନଭେମ୍ବର ୨୧ରେ ବିହାରର ଭାଗଲପୁରରେ ଜନ୍ମଗ୍ରହଣ କରିଥିଲେ ନେହା। ରାଜନୈତିକ ପରିବାରର ହୋଇଥିବା ସତ୍ତ୍ୱେ ଅଭିନୟକୁ…
ପାକିସ୍ତାନର ଏହି ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅଶ୍ୱିନ; ଭାଇରାଲ ହେଉଛି ବୟାନ
ନୂଆଦିଲ୍ଲୀ,୨୧।୧୧: ଭାରତର ଅନୁଭବୀ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପାକିସ୍ତାନର ଜଣେ ଖେଳାଳିଙ୍କ ପ୍ରଶଂସା କରିଛନ୍ତି। ତାଙ୍କର ଏଭଳି ବୟାନ ଏବେ ଭାଇରାଲ ହେଉଛି। ପାକିସ୍ତାନ ଟିମ୍ର ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବାବର ଆଜମଙ୍କ ପ୍ରଶଂସା କରି ଅଶ୍ୱିନ କହିଛନ୍ତି, ଜଣେ…
କରୋନା କର୍ଫ୍ୟୁ: ଅଟକିଲା ୧୭ ଶହ ବାହାଘର
ଅହମଦାବାଦ୍,୨୧।୧୧:ଗୁଜରାଟରେ କରୋନା ମହାମାରୀ ପୁଣି ଥରେ ଲୋକଙ୍କୁ ଆତଙ୍କିତ କରିବା ଆରମ୍ଭ କରିଛି। ସଂକ୍ରମଣରେ ରୋକ ଲଗାଇବା ଲାଗି ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଜାରି ହୋଇଛି। ଫଳରେ ଅହମଦାବାଦ୍ରେ ୧୭ ଶହ ବାହାଘର ଅଟକି ରହିଛି। ଶନିବାର ସହରରେ ୫ ଶହ…
ପୂର୍ବ ଶତ୍ରୁତାରୁ ବିଭତ୍ସ ହତ୍ୟାକାଣ୍ଡ: ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟେ ପଡ଼ିଛି ରକ୍ତ ଭିଜା ମୃତଦେହ
ସୋନପୁର/ତରଭା,୨୧।୧୧(ନି.ପ୍ର./ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ ଦଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । କଟାପାଲି ପଞ୍ଚାୟତ ଅରଖାପଦର ଗାଁର ପିତାମ୍ବର ମହାକୁର(୪୫)ଙ୍କୁ ଦଇତପୁର ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟେ ହତ୍ୟା କରାଯାଇଥିବା ପରିବାର ଲୋକେ…
ନଗରୋଟା ଏନ୍କାଉଣ୍ଟର: ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସମନ ଜାରି
ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀରର ନଗରୋଟା ଏନ୍କାଉଣ୍ଟର ମାମଲାରେ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତ ସମନ ଜାରି କରିଛି। ମୃତ ଆତଙ୍କବାଦୀମାନେ ପାକିସ୍ତାନ ସହିତ ଯୋଗାଯୋଗରେ ଥିବା ପ୍ରମାଣ ମିଳିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦୀଙ୍କ ପାଖରୁ ଡିଜିଟାଲ ମୋବାଇଲ ରେଡିଓ ମିଳିଛି।…
ଏନ୍ସିବି ପଞ୍ଝାରେ ଏହି ଲୋକପ୍ରିୟ କମେଡିଆନ୍; ଘରେ ଚାଲିଛି ଅଚାନକ ଚଢ଼ାଉ
ବମ୍ବେ: ଗୋଟିଏ ପରେ ଗୋଟିଏ କଳାକାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ପଞ୍ଝାରେ। ଏବେ ଏହି ଜାଲରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ। ଏନ୍ସିବି ପକ୍ଷରୁ ତାଙ୍କ ଘରେ ଅଚାନକ ଚଢ଼ାଉ କରାଯାଇଛି। ଡ୍ରଗ୍ସ…
ଥିଏଟରରେ ରିଲିଜ୍ ହେବ କିଆରାଙ୍କ ଅଭିନୀତ ଫିଲ୍ମ
ମୁମ୍ବାଇ: କରୋନା କାଳ ମଧ୍ୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ମନୋରଞ୍ଜନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ଏଭଳି ସ୍ଥିତିରେ ବଲିଉଡ୍ ଫିଲ୍ମ ଅନ୍ଲାଇନ୍ ପରିବର୍ତ୍ତେ ଏବେ ବଡ଼ ପରଦାରେ ରିଲିଜ୍ ହେବ।…
ବୋତଲରେ ବନ୍ଦ କରି ୭୪ ବିଲୁପ୍ତ ପ୍ରଜାତି ଶୁଆ ଚୋରା ଚାଲାଣ: ବନ୍ଦର ଅଧିକାରୀଙ୍କ ହାତରେ ପଡ଼ିଲା ଧରା
ପାପୁଆ,୨୧।୧୧: ଇଣ୍ଡୋନେସିଆର ପାପୁଆ ବନ୍ଦରରେ ପ୍ଲାଷ୍ଟିକ୍ ବୋତଲରେ ବନ୍ଦ ଥିବା ୭୪ ବିଲୁପ୍ତ ପ୍ରଜାତିର ଶୁଆ ଚୋରା ଚାଲାଣ ହେଉଥିବା ସମୟରେ ଧରା ପଡ଼ିଛି। ବନ୍ଦର ଅଧିକାରୀମାନେ ବୋତଲରୁ ଶୁଆଗୁଡ଼ିକୁ ବାହାର କରିଥିଲେ। ସେଥିମଧ୍ୟରୁ ୬୪ ଜୀବିତ ଥିବାବେଳେ ୧୦ଟି ଶୁଆଙ୍କର…
ପାକିସ୍ତାନକୁ ଫ୍ରାନ୍ସ ଦେଲା ବଡ ଝଟ୍କା
ପ୍ୟାରିସ,୨୧ ।୧୧: ଭାରତର ମିତ୍ର ଫ୍ରାନ୍ସ ପାକିସ୍ତାନ ସେନାକୁ ଏକ ବଡ ଝଟ୍କା ଦେଇଛି । ଫ୍ରାନ୍ସ ପାକିସ୍ତାନର ମିରାଜ ଫାଇଟର ଜେଟ୍, ଏୟାର ଡିଫେନ୍ସ ସିଷ୍ଟମ ଓ ଅଗୋସ୍ତା ୯୦ବି କ୍ଲାସର ସବମରିନକୁ ଅପଗ୍ରେଡ ନ କରିବାକୁ ନିଷ୍ପତ୍ତି ନେଇଛି…
ଦିଲ୍ଲୀରେ ବଢ଼ୁଛି କରୋନା ଗ୍ରାଫ: ୨୪ ଘଣ୍ଟାରେ ଗଲା ୧୧୮ଜୀବନ
ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ରାଜ୍ୟସରକାର ଯେତେ ପ୍ରଚେଷ୍ଟା କଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ,…
ପାକିସ୍ତାନରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ
ଇସଲାମାବାଦ୍,୨୧।୧୧: ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଖାତ୍ ଜିଲାରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ ମିଳିିଛି। ଏହା ହିନ୍ଦୁ ଶାହୀ ଅବା କାବୁଲ ଶାହୀ ରାଜଙ୍କ ସମୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ଖାଇବର ପସ୍ତୁନଖ୍ବା ଅଞ୍ଚଳରେ…
ବିହାରରେ ଲଭ ଜିହାଦକୁ ନେଇ ଆଇନ ଆଣିବ ଭାଜପା!
ପାଟନା,୨୧ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟ ମଧ୍ୟପ୍ରଦେଶରେ ଯେଉଁଠି ଲଭ ଜିହାଦକୁ ନେଇ ଆଇନର ଡ୍ରାପ୍ଟ ତିଆରି ହୋଇ ସାରିଲାଣି ଅନ୍ୟପଟେ ଉତ୍ତରପ୍ରଦେଶରେ ମଧ୍ୟ ଖୁବ୍ଶୀଘ୍ର ଏହାକୁ ନେଇ ଆଇନ ଆସିଯିବ ବୋଲି କୁହାଯାଉଛି । ହରିୟାଣା, କର୍ନାଟକ…

