ରୋଗ ପ୍ରତିରୋଧ ପାଇଁ ପିଲାଙ୍କୁ ମଦ ଦିଆଯିବା ଚର୍ଚ୍ଚା
ମାଲକାନଗିରି,୨୨ା୭(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ପଡ଼ିଆ ବ୍ଲକ ପରସନପାଲି ଗ୍ରାମରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପିଲାଙ୍କୁ ମହୁଲି ମଦ ଦେବା ଚର୍ଚ୍ଚାର…
କାଳ କୋଠରିରେ ବିପ୍ଳବୀ ବାରବରା
ନୂଆଦିଲ୍ଲୀ,୨୨ା୭: ବିପ୍ଳବୀ କବି ପି. ବାରବରା ରାଓ ଜଣେ ରାଜନୈତିକ ବନ୍ଦୀ, ଯାହାଙ୍କୁ ଏଲ୍ଗାର ପରିଷଦ ମାମଲାରେ ୨ ବର୍ଷ ହେଲା ଜେଲରେ ରଖାଯାଇଛି। ଏହି ୮୦ ବର୍ଷୀୟ ବହୁମୁଖୀ ପ୍ରତିଭା ଗୁରୁବାର କୋଭିଡ୍-୧୯ ଚିହ୍ନଟ ହେବା ପରେ ତାଙ୍କୁ ନବି…
ଉଦୟନାଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଛତ୍ରପୁର,୨୨ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ିର ୯୫ ବର୍ଷୀୟ ଉଦୟନାଥ ବିଷୋୟୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଦୟନାଥ କରୋନା ଯୁଦ୍ଧରେ ଜୟଯୁକ୍ତ…
ବଦଳୁଛି ଓଡ଼ିଶାର ରାପ୍ କଲ୍ଚର୍
ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପ୍ରଥମ ଓଡ଼ିଆ ରାପ୍ ଗୀତ ‘ମୁଁ ହେଲି ଓଡ଼ିଆ’ କରି ଇଣ୍ଟରନେଟ୍ରେ ଚହଳ ସୃଷ୍ଟି କରିଥିଲେ ପୁରୀ ଜନ୍ମିତ ସମୀର ରିଶୁ ମହାନ୍ତି ଓରଫ ବିଗ୍ ଡିଲ୍। ଜାତୀୟସ୍ତରରେ ରାପ୍ ଜଗତରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିବା ସମୀର ଜନ୍ମମାଟି…
ନଦୀ ଜଳ ପ୍ରଦୂଷଣ: ସିପିସିବିର ରିପୋର୍ଟ ତଲବ
ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟରେ ନଦୀ ପ୍ରଦୂଷଣକୁ ନେଇ ଚିନ୍ତା ବଢୁଛି। ଶିଳ୍ପ, ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ନଦୀକୁ ଅତିମାତ୍ରାରେ ପ୍ରଦୂଷିତ କରୁଛି। ସିଧାସଳଖ ମିଶୁଥିବାରୁ ଏହା କେବଳ ନଦୀ ଜଳ ନୁହେଁ ଭୂଗର୍ଭ ଜଳକୁ ମଧ୍ୟ ପ୍ରଦୂଷିତ କରୁଛି। ନଦୀ ପ୍ରଦୂଷଣ…
ଗାର୍ଡ, ଫରେଷ୍ଟର ଅଭାବରୁ କାର୍ଯ୍ୟ ସଙ୍କଟ
ଭୁବନେଶ୍ୱର, ୨୨।୭: ରାଜ୍ୟରେ ଜଙ୍ଗଲ, ବନ୍ୟପ୍ରାଣୀ ସୁରକ୍ଷା ବର୍ତ୍ତମାନ ସ୍ଥିତିରେ ସରକାରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ବନ ବିଭାଗ ନୂଆ ନୂଆ ନିୟମ ଓ ନିର୍ଦ୍ଦେଶନାମା ଜାରି କରୁଛି। ହେଲେ…
ୟୁଏଇରେ ଆଇପିଏଲ୍ ସମ୍ଭାବନା
ନୂଆଦିଲ୍ଲୀ, ୨୧ା୭ (ପି.ଟି.)- ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ସମ୍ଭାବନା ଅଧିକ ବୋଲି କହିଛନ୍ତି ଏହି ଟି୨୦ ଟୁର୍ନାମେଣ୍ଟର ଗଭର୍ନିଂ କାଉନ୍ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ। ଏକ ସପ୍ତାହରୁ ୧୦ ଦିନ…
୨ ବର୍ଷର କାର୍ଯ୍ୟ ୭ ବର୍ଷରେ ସରିଲାନି
ଅନୁଗୋଳ ଅଫିସ, ୨୨ା୭ ଶିଳାନ୍ୟାସର ୭ ବର୍ଷ ପରେ ବି ଶେଷ ହୋଇପାରୁନି ଅନୁଗୋଳର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍ ଟର୍ମିନାଲ କାର୍ଯ୍ୟ। ଏହାର ନିର୍ମାଣ ପାଇଁ ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ସହ ଚୁକ୍ତି କରିଥିବା ଠିକାସଂସ୍ଥା ଅନୁଗୋଳ ବସ୍…
ବଜାୟ ରହିଲା ସ୍ବୟଂଶାସିତ ମାନ୍ୟତା
ଢେଙ୍କାନାଳ ଅଫିସ, ୨୨।୭ ଢେଙ୍କାନାଳ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ବଜାୟ ରହିଛି। ୨୦୨୩ ଯାଏ ଏହାକୁ ଅଟୋନମସ୍ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ଗତ ୧୫ ତାରିଖରେ ୟୁଜିସି ପକ୍ଷରୁ ଚିଠି ନଂ.ଏଫ୍. ୨୨-୧/୨୦୧୭ ଏସ୍ସିରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ…
ବୃଦ୍ଧାଙ୍କୁ ଗଁ। ଦାଣ୍ଡରେ ପିଟିଲେ ମା, ବାପା, ପୁଅ ଅଟକ
ଗଞ୍ଜାମ,୨୧ା୭(ଡି.ଏନ.ଏ.)- ସାମାନ୍ୟ ମାଛ କିଣାବିକାକୁ ନେଇ ଜଣେ ବୃଦ୍ଧାଙ୍କୁ ଗଁା ଦାଣ୍ଡରେ ମାଡ ମାରିଛନ୍ତି ମା’, ବାପା ଓ ପୁଅ। ଏନେଇ ଗଞ୍ଜାମ ଥାନାରେ ସମ୍ପୃକ୍ତ ବୃଦ୍ଧା ଅଭିଯୋଗ କରିବା ପରେ ପୋଲିସ ନଂ.୮୮/୨୦ରେ ମାମଲା ରୁଜୁକରି ୩ଜଣଙ୍କୁ ଅଟକ ରଖିଛି।…
ହାଇଲେବଲ କେନାଲରେ ଘାଇ ଆଶଙ୍କା
ଭଣ୍ଡାରିପୋଖରୀ, ୨୨।୭ (ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୩ ନଂ ମୁଖ୍ୟ କେନାଲର ପାର୍ବତୀ ସାଇଫନ ନିକଟରେ ପୁରୁଣା ପାଇପ୍ ଭାଙ୍ଗି ପାଣି ଲିକେଜ କରି ମାଟି ଧୋଇ ଯିବା ସହ ବିରାଟ ଘାଇ ହେବାର ଆଶଙ୍କା ଦେଖାଦେଇଛି। ସାଇଫନ ନିକଟରେ…
ଏନ୍ପିଏ ସ୍ଥିତି ନେଇ ସୁପ୍ରିମକୋର୍ଟଙ୍କ ଉଦ୍ବେଗ; ପ୍ରମୋଟରଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି କାହିଁକି ରଖାଯାଉନାହିଁ
ନୂଆଦିଲ୍ଲୀ,୨୧।୭: ବର୍ତ୍ତମାନ ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍ପିଏ) ବୃଦ୍ଧି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଥିଯୋଗୁ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଏନ୍ପିଏ ଉପରେ ଏକ ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ ମଙ୍ଗଳବାର ଉଦ୍ବେଗ ପ୍ରକାଶ କରିଛନ୍ତି।…
Archives


