Home Left

ସ୍ମାର୍ଟଫୋନ୍‌ ଡାଟାରୁ ଜାଣିହେବ ବ୍ୟକ୍ତିତ୍ୱ

ମୁନିକ: ସମାଜରେ ବିଭିନ୍ନ ପ୍ରକାରର ଲୋକ ବାସ କରିଥାନ୍ତି। ପୁଣି ଜଣଙ୍କର ବ୍ୟକ୍ତିତ୍ୱ ଅନ୍ୟଠାରୁ ଅଲଗା ହୋଇଥାଏ। କାହାର କାହାର ବ୍ୟକ୍ତିତ୍ୱ ଜାଣିବା ପାଇଁ ଗବେଷକ ଦୀର୍ଘ ଅଧ୍ୟୟନ ମଧ୍ୟ କରିଥାନ୍ତି। ତେବେ ଏଣିକି ବ୍ୟକ୍ତିତ୍ୱ ଜାଣିବା ଲାଗି ଅଧିକ ସମୟ…

୨,୫୦୦ ବର୍ଷର ପୁରୁଣା କଙ୍କାଳ ଠାବ

ଲଣ୍ଡନ: ମାନବ ସଭ୍ୟତାର କ୍ରମବିକାଶ ସହିତ ଆପରାଧିକ କାର୍ଯ୍ୟ ବଢ଼ିଥିବା ନେଇ ଏବେ ଗବେଷଣାରୁ ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣପୂର୍ବରେ ଥିବା ଚଲର୍ଟନ ହିଲ୍‌ ଅଞ୍ଚଳ ଅନ୍ତର୍ଗତ ଓ୍ବେନଡେଭର ନିକଟବର୍ତ୍ତୀ ଓ୍ବେଲଓ୍ବିକ୍‌ ଫାର୍ମରୁ ଏକ ପୁରୁଣା କଙ୍କାଳ ଠଶବ କରାଯାଇଛି। ମିଳିଥିବା ଲୌହଯୁଗର…

ପୁରୀ ଉପକୂଳରେ ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ କମୁଛି

ପୁରୀ ଅଫିସ,୨୩ା୭: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ଅନିୟମିତତା ଦ୍ୱାରା ବହୁ ଜଳଜୀବ ପ୍ରଭାବିତ ହେଉଛନ୍ତି। ବିଶେଷକରି ଏହାଦ୍ୱାରା ପୁରୀ ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ବ୍ୟାପକ ଭାବେ ହ୍ରାସ ପାଇବାରେ ଲାଗିଛି। ଅନିୟମିତ ପାଣିପାଗ ଯୋଗୁ ଅଧିକାଂଶ ଅଣ୍ଡା…

ପିଲାଙ୍କୁ ମନସ୍ତାତ୍ତ୍ୱିକ ସହାୟତା ପାଇଁ ‘ମନୋଦର୍ପଣ’

ନୂଆଦିଲ୍ଲୀ,୨୩ା୭: ଛାତ୍ରୀଛାତ୍ରଙ୍କୁ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଓ ମନସ୍ତାତ୍ତ୍ୱିକ-ସାମାଜିକ ସହାୟତା ଯୋଗାଇଦେବା ଲାଗି ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ମନୋଦର୍ପଣ ନାମରେ ଓ୍ବେବ୍‌ସାଇଟ୍‌ ଆରମ୍ଭ ହୋଇଛି। ସ୍କୁଲ୍‌, କଲେଜ ଓ ବିଶ୍ୱବିଦ୍ୟାଳୟର ପିଲା ମନସ୍ତାତ୍ତ୍ୱିକ ସହାୟତା ପାଇଁ ନିଃଶୁଳ୍କ ହେଲ୍ପଲାଇନ…

ଖାଦ୍ୟର ମାନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୨୩ା୭: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ଅନିଲ କୁମାର ସାମଲ ବୁଧବାର ପୁରୀ ଜିଲା କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଆୟୋଜିତ ସମୀକ୍ଷା ବୈଠକରେ ଆର୍‌ଡିସି ସାମଲ ଜିଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ…

ପୂର୍ବ ଲଦାଖରେ ୪୦ ହଜାର ପିଏଲ୍‌ଏ ସୈନ୍ୟ

ନୂଆଦିଲ୍ଲୀ,୨୩ା୭: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ପ୍ରଶମିତ କରିବା ମନୋବୃତ୍ତି ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନ ଥିବା ସ୍ପଷ୍ଟ ହୋଇଛି। ଏବେ ବି ପୂର୍ବ ଲଦାଖ ସେକ୍ଟରର ଆଗୁଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଚାଇନା ପାଖାପାଖି…

୮ ବର୍ଷ ପରେ ନିଖୋଜ ଦିବ୍ୟାଙ୍ଗ ଘରକୁ ଫେରିଲେ

କଣାସ, ୨୩ା୭(ସ୍ବ.ପ୍ର): ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲା ଅଧୀନ ବଡଗୁଟୁଲିପାଲ୍ଲି ଗ୍ରାମର ପରମେଶ୍ୱରମ୍‌ଙ୍କ ଦିବ୍ୟାଙ୍ଗ ନାବାଳିକା ଝିଅ ମାର୍‌ମା ୮ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ପୁରୀ ରେଳ ଷ୍ଟେଶନରୁ ଉଦ୍ଧାର କରାଯାଇ କଣାସ ବାଳାଶ୍ରମରେ ରଖାଯାଇଥିଲା। ତେବେ କେତେଜଣ ସାମାଜିକ କର୍ମୀଙ୍କ…

ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୩ା୭(ପି.ଟି.): ନ୍ୟାୟପାଳିକା ବିରୋଧରେ ଅସମ୍ମାନଜନକ ଟୁଇଟ୍‌ କରିଥିବା ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏଥିସହିତ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କୁ ମଧ୍ୟ ନୋଟିସ କରାଯାଇଛି। ଏହି ମାନହାନି ମାମଲାରେ ଟୁଇଟର…

ନିଷିଦ୍ଧାଞ୍ଚଳରେ କୋର୍ଟ ବନ୍ଦ ନିଷ୍ପତ୍ତି ନେବେ ଜିଲାଜଜ୍‌

କଟକ ଅଫିସ,୨୩ା୭: ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଜିଲା ଓ ରାଉରକେଲା ପୌରାଞ୍ଚଳରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ଘୋଷଣା ହୋଇଛି। ପରେ ଅନ୍ୟ କିଛି ଜିଲାରେ ମଧ୍ୟ କରୋନା ସ୍ଥିତି ଦୃଷ୍ଟିରୁ କଟକଣା ଜାରି କରାଯାଇଛି। ବିଚାର ବ୍ୟବସ୍ଥା ଉପରେ…

ହ୍ୟୁଷ୍ଟନ କନ୍‌ସୁଲେଟ ବନ୍ଦ କର

ବେଜିଂ,୨୩ା୭: ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ଥିବା ବାଣିଜି୍ୟକ ଦୂତାବାସ ୭୨ ଘଣ୍ଟା ମଧ୍ୟରେ ବନ୍ଦ କରିବା ପାଇଁ ଚାଇନାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ଆମେରିକାର ଏଭଳି ଅଚାନକ ପଦକ୍ଷେପକୁ ବେଜିଂ କଡ଼ା ସମାଲୋଚନା କରିବା ସହ ଏହାର ପ୍ରତିଶୋଧ ନେବା ଲାଗି…

ଭିମ୍‌ସାର ଡାକ୍ତରଙ୍କ ପଦୋନ୍ନତିକୁ ନେଇ ବିବାଦ

ସମ୍ବଲପୁର,୨୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦୋନ୍ନତିରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ପଦୋନ୍ନତିର ମାତ୍ର ଦିନକ ପରେ ସେହି ନିର୍ଦ୍ଦେଶ…

ଆଖିବୁଜିଲେ ଖବରଦାତା ବିକ୍ରମ

ଲକ୍ଷ୍ନୌ,୨୩।୭: ଉତ୍ତରପ୍ରଦେଶର ଗାଜିଆବାଦ ବିଜୟ ନଗରଠାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ଖବରଦାତା ବିକ୍ରମ ଜୋଷୀ ବୁଧବାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଏକ ହିନ୍ଦୀ ଖବରକାଗଜରେ ସେ କାମ କରୁଥିଲେ। ଏଭଳି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିନ୍ଦା କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri