ଭଦ୍ରକରେ ଆଜି ୩୦ ନୂଆ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଲା
ଭଦ୍ରକ ଅଫିସ,୨୩ା୭: ଗୁରୁବାର ଭଦ୍ରକ ଜିଲାରେ ୩୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୨ ଜଣ…
ଚାଷ ଜମିରେ କରୋନା ସଚେତନତା ବାର୍ତ୍ତା ଲେଖିଲେ ସଚିନ
କୋହ୍ଲାପୁର,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରି ସ୍ଥଳେ ମାସ୍କ୍ ପିନ୍ଧିବା, ନିୟମିତ ସମୟ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ଆଦି ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ମହାରାଷ୍ଟ୍ର କୋହ୍ଲାପୁରର ସାଲଗାଓଁରେ ଜଣେ ଚାଷୀ…
ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ ଛୁଇଁଲା
ବରଗଡ଼ ଅଫିସ,୨୩ା୭: ଜିଲାରେ ଗୁରୁବାର ପୁଣି ୨୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୨୪ ଜଣ ରହିଥିବାବେଳେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଏବଂ ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର ଜଣେ…
ପୁଣି ୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ଜଣେ ଅଛନ୍ତି। ଏନେଇ…
ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଯାତାୟାତ ବାଧାପ୍ରାପ୍ତ
ପାଟପୁର,୨୩ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରିରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ବୁଧବାର ପୋଚକା ନାଳ ଉପର ମୁଣ୍ଡରେ ବର୍ଷା ଯୋଗୁ ଗୁରୁବାର ଭୋର୍ରୁ ଚୁଡଙ୍ଗପୁର ପଞ୍ଚାୟତ ବୁଧେଶ୍ୱର ଗ୍ରାମ ନିକଟ ରଘୁନାଥ ସାଗରରେ ବନ୍ୟାପାଣି ଆସି…
ବିବାହର ୩ଦିନ ପରେ କନ୍ୟା ସାଜିଲେ ଲୁଟେରା
ଲକ୍ଷ୍ନୌ,୨୩।୭: ବିବାହ ପରେ ଘରକୁ ବଧୂ ଆସିଲେ ପରିବାରରେ ହସଖୁସିର ମାହୋଲ ଖେଳିଯାଏ। ବୋହୁଙ୍କୁ ଘରର ଲକ୍ଷ୍ମୀପ୍ରତିମା ଭାବି ପରିବାରର ମୁରବି ତାଙ୍କୁ ଘରର ସମସ୍ତ ଦାୟିତ୍ୱ ଦେଇଥାନ୍ତି। କିନ୍ତୁ ଯେବେ ଏହି ଲକ୍ଷ୍ମୀପ୍ରତିମା ସେମାନଙ୍କୁ ଧୋକା ଦେଇଥାଏ ସେତେବେଳେ ସେମାନଙ୍କୁ…
ଚାହୁଁଚାହୁଁ ବୁଡ଼ିଗଲା କାର: ରାସ୍ତାରେ ୩ ଫୁଟ ପାଣି
ଗୁଡ଼ଗାଓଁ,୨୩।୭: ଗତ କିଛି ଦିନ ଧରି ଗୁଡ଼ଗାଓଁରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ୩ ଫୁଟର ବନ୍ୟାଜଳ ଦିଲ୍ଲୀ-ଗୁଡ଼ଗାଓଁ ଏକ୍ସପ୍ରେସ୍ ଓ୍ବେ ଉପରେ ପ୍ରବାହିତ ହେଉଛି। ଏକ କାର କିପରି ନିମିଷକେ ବନ୍ୟା ଜଳରେ ବୁଡ଼ିଯାଉଛି ତାହାର ଏକ ଭିଡ଼ିଓ…
ରାମମନ୍ଦିର ନିର୍ମାଣ ହେଲେ କରୋନା ବିନାଶ ହେବ
ଭୋପାଳ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ସେପଟେ ମଧ୍ୟପ୍ରଦେଶ ପ୍ରୋଟେମ ବାଚସ୍ପତି ରାମେଶ୍ୱର ଶର୍ମାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଶର୍ମା କହିଛନ୍ତି…
୧୪ ପ୍ରେମିକଙ୍କ ସହ ସ୍ତ୍ରୀ ରଖିଲେ ଅବୈଧ ସମ୍ପର୍କ, ସ୍ବାମୀ କଲେ ଏମିତି
କୋଲକତା,୨୩।୭: ପଶ୍ଚିମବଙ୍ଗରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ୧୪ ଯୁବକଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି। ନୋଟିସରେ କୁହାଯାଇଛି, ଯଦି ୨ ସପ୍ତାହ ଭିତରେ ଏହି…
ସର୍ନେମ୍ ଯୋଗୁ ଏହି ମହିଳାଙ୍କୁ ମିଳୁନି ଚାକିରି, ଲୋକେ କରୁଛନ୍ତି ଉପହାସ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୩।୭: ଅନେକ ଲୋକ ସେମାନଙ୍କର ସରନେମ୍ ଦ୍ୱାରା ମଧ୍ୟ ଜଣାଶୁଣା ଥାନ୍ତି। ସରନେମ୍ ସେମାନଙ୍କୁ ଏକ ଲୋକଙ୍କୁ ଏକ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ଏସବୁ ସତ୍ତ୍ୱେ ଆସାମର ଜଣେ ମହିଳାଙ୍କୁ ତାଙ୍କ ସରନେମ୍ ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ…
ବୋଲ୍ଡ ଫଟୋ ଶେୟାର କଲେ ବିପାଶା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ କରନ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଆଉ ଫିଲ୍ମ ଦୁନିଆରେ ଦେଖିବାକୁ ମିଳୁନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ବେଶ୍ ସକ୍ରିୟ ରହୁଛନ୍ତି। ବିପାଶା ନିକଟରେ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଏବଂ…
ନ୍ୟାଶନାଲ ରିଫ୍ରେଶମେଣ୍ଟ୍ ଡେ’: ବ୍ୟସ୍ତବହୁଳ ଜୀବନରେ ମନ ହାଲୁକା କରେ
ପ୍ରତିବର୍ଷ ଜୁଲାଇ ଚତୁର୍ଥ ଗୁରୁବାର ନ୍ୟାଶନାଲ ରିଫ୍ରେଶ୍ମେଣ୍ଟ ଡେ’ ପାଳନ କରାଯାଏ। ୨୦୧୮ରେ ଏହିି ଦିବସ ଜୁଲାଇ ୨୬ ଓ ୨୦୧୯ରେ ଜୁଲାଇ ୨୫ରେ ପାଳନ କରାଯାଇଥିବାବେଳେ ଚଳିତ ବର୍ଷ ଏହା ୨୩ ଜୁଲାଇରେ ପାଳନ କରାଯାଉଛି। ଆମେରିକାର ଭର୍ମୋଣ୍ଟ ରାଜ୍ୟସ୍ଥିତ…
Archives


