ରାହୁଲ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ନେବି ସନ୍ୟାସ: ହରିଶ୍ ରାଓ୍ବତ
ଡେରାଡୁନ୍,୨୩।୧୧: ଦେଶରେ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ସନ୍ୟାସ ନେବାକୁ କଂଗ୍ରେସ ନେତା ହରିଶ୍ ରାଓ୍ବତ କହିଛନ୍ତି। ଦଳର ରାଷ୍ଟ୍ରୀୟ ମହାସଚିବ ତଥା ପଞ୍ଜାବର ରାଜ୍ୟ ପ୍ରଭାରୀ ଭାବେ କାର୍ଯ୍ୟ…
ମ୍ୟାଲେରିଆ, ଡେଙ୍ଗୁ, କରୋନା ପରେ ଏବେ ପୁଣି କାମୁଡ଼ିଲା ସାପ, ତଥାପି ହାରି ଯାଇନାହାନ୍ତି ଏହି ବ୍ୟକ୍ତି
ଯୋଧପୁର,୨୩ା୧୧: ଏକ ଦାତବ୍ୟ ଅନୁଷ୍ଠାନରେ କାମ କରୁଥିବା ବ୍ରିଟେନ ନାଗରିକ ଇୟାନ ଜନ୍ସଙ୍କ କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ତାଙ୍କ ସାହସକୁ ସାଲ୍ୟୁଟ୍ ମଧ୍ୟ କରିବେ। ପାରମ୍ପରିକ କଳାକାରଙ୍କ ପାଇଁ କାମ କରୁଥିବା ଜନ୍ସ ରାଜସ୍ଥାନର ଯୋଧପୁରରେ ପହଞ୍ଚିବା…
ଡିମ୍ପଲଙ୍କ ଅଭିନୀତ ହଲିଉଡ୍ ଫିଲ୍ମ ‘ଟେନେଟ’ ଏହି ଦିନ ଭାରତରେ ହେବ ରିଲିଜ୍
ମୁମ୍ବାଇ: ବଲିଉଡ୍ର ୮୦ଦଶକର ନାୟିକା ଡିମ୍ପଲ କପାଡିଆଙ୍କ ବହୁ ପ୍ରତିକ୍ଷୀତ ହଲିଉଡ୍ ଫିଲ୍ମ ‘ଟେନେଟ’ ଡିସେମ୍ବର ୪ରେ ଭାରତରେ ରିଲିଜ୍ ହେବ। ଏହି ଫିଲ୍ମ ଭାରତରେ ରିଲିଜ୍ ହେବାକୁ ନେଇ ଅଭିନେତ୍ରୀ ଡିମ୍ପଲ ବେଶ୍ ଉତ୍ସାହିତ ଥିବା ବେଳେ ଏନେଇ ସେ…
ଅମିତାଭଙ୍କ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ପୁଅ ଅଭିଷେକ: ଜିଦ୍ ଧରିଥିଲେ ଏକାଠି ଶୋଇବାକୁ
ମହାମାରୀ କରୋନା ଯୋଗୁ ଏହି ସମୟରେ ବଲିଉଡ୍ କଳାକାରମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। ଖାଲି ସେତିକି ନୁହେଁ, କଳାକାରଙ୍କ ସହ ଜଡିତ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ଏହାରି ମଧ୍ୟରେ…
୮୨ ବର୍ଷୀୟା ବୃଦ୍ଧା କରୁଛନ୍ତି ଏମିତି ବ୍ୟାୟାମ, ଯାହା ଅନ୍ୟମାନଙ୍କୁ ଯୋଗାଇବ ପ୍ରେରଣା
କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଘରେ ରହିବାକୁ ଶ୍ରେୟ ମନେ କରୁଛନ୍ତି। ଏହି ବିଷମ ପରିସ୍ଥିତି ମଧ୍ୟରେ ଜିମ୍, ପାର୍କ କିମ୍ବା ବୁଲାବୁଲି ପାଇଁ ଯିବା ମଧ୍ୟ ବିପଦ। ତେଣୁ ଲୋକେ ଘରେ ରହି ଫିଟ୍ନେସ ପ୍ରତି…
ପୃଥିବୀ ମୁହାଁ କ୍ଷୁଦ୍ର ଚନ୍ଦ୍ର: ଡିସେମ୍ବର ୧ରେ ଆକାଶରେ ହେବ ଦୃଶ୍ୟମାନ
ଓ୍ବାଶିଂଟନ,୨୩।୧୧: ପୃଥିବୀ ମୁହାଁ ଏକ କ୍ଷୁଦ୍ର ଚନ୍ଦ୍ର ହେବାରେ ଲାଗିଛି। ଡିସେମ୍ବରରେ ୧ରେ ଏହା ପୃଥିବୀ ଅଧିକ ନିକଟତମ ହେବ। ଏହି ସମୟରେ ପ୍ରାୟ ଏକ ସପ୍ତାହ ବ୍ୟାପି ଏହା ଆକାଶରେ ଦୃଶ୍ୟମାନ ହେବ। ମହାକାଶ ବିଜ୍ଞାନୀମାନେ ସେପ୍ଟେମ୍ବର ୧୭ରେ ଏହାକୁ…
ବାଇଡେନ୍ଙ୍କୁ ନେଇ ଟିପ୍ପଣି ଦେଲା ଚାଇନା
ବେଜିଂ,୨୩ ।୧୧: ବାଇଡେନ୍ ଜଣେ ଦୁର୍ବଳ ରାଷ୍ଟ୍ରପତି । ତେଣୁ ଭବିଷ୍ୟତରେ ଆମେରିକା-ଚାଇନା ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ ବୋଲି କହିଛି ଚାଇନା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚାଇନାର ଜଣେ ପରାମର୍ଶଦାତା କହିଛନ୍ତି ଚାଇନା…
ମହାତ୍ମାଗାନ୍ଧୀଙ୍କ ଅଣନାତୀ ସତୀଶଙ୍କ କରୋନାରେ ମୃତ୍ୟୁ
ଜୋହନିସ୍ବର୍ଗ,୨୩।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଦକ୍ଷିଣ ଆଫ୍ରିକାର ମୂଳବାସୀନ୍ଦା ସତୀଶ ଧୁପେଲିଆଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଜନ୍ମଦିନର ଠିକ୍ ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।…
ସ୍ତ୍ରୀଙ୍କ ଚମତ୍କାର ଶତକ ଦେଖି ଝୁମିଉଠିଲେ ଏହି ପ୍ରସିଦ୍ଧ ଖେଳାଳି
ବିଗ୍ ବାସ୍ ଲିଗ୍ରେ ରବିବାର ଏଲିସା ହିଲିଙ୍କ ଚମତ୍କାର ଶତକୀୟ ଇନିଂସ ଯୋଗୁ ସିଡନୀ ସିକ୍ସର୍ସ ମେଲବୋର୍ଣ୍ଣକୁ ୫ ଉଇକେଟ୍ରେ ବିଜୟ ହାସ କରିଛି। ଏହି ମ୍ୟାଚ ବର୍ଷା ପ୍ରଭାବିତ ହୋଇଥିଲା ଏବଂ ମେଲବୋର୍ଣ୍ଣ ୧୯ ଓଭରରେ ୧୭୯ ରନ ସଂଗ୍ରହ…
ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା, ଶିଳ୍ପ ସଚିବ
ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ଲୋକାୟୁକ୍ତରେ ହାଜର ହେଲେ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା। ମାସ୍କ ଦୁର୍ନୀତି ଅଭିଯୋଗରେ ଉଭୟ ପୁଣିଥରେ ହାଜର ହୋଇଛନ୍ତି। ଏହି ମାମଲାରେ ନିଜ ପକ୍ଷ ରଖିବାକୁ ଲୋକାଯୁକ୍ତ ନିର୍ଦ୍ଦେଶ ଦେଇଥିଲେ।…
ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍
ଜୟପୁର,୨୩।୧୧: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେ ଟୁଇଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବାରୁ ସେ ନମୁନା ପରୀକ୍ଷା କରାଇଥିଲେ। ଏବେ…
୧୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୭…

