ବାଇଡେନ୍‌ଙ୍କୁ ନେଇ ଟିପ୍ପଣି ଦେଲା ଚାଇନା

ବେଜିଂ,୨୩ ।୧୧: ବାଇଡେନ୍ ଜଣେ ଦୁର୍ବଳ ରାଷ୍ଟ୍ରପତି । ତେଣୁ ଭବିଷ୍ୟତରେ ଆମେରିକା-ଚାଇନା ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ ବୋଲି କହିଛି ଚାଇନା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚାଇନାର ଜଣେ ପରାମର୍ଶଦାତା କହିଛନ୍ତି ଚାଇନା ଏହି ଭ୍ରମ ଛାଡିଦେବା ଉଚିତ ଯେ ଆମେରିକା ସହ ତା’ର ଭଲ ସମ୍ପର୍କ ରହିବ । ଅବା ଭବିଷ୍ୟତରେ ଦୁଇ ଦେଶର ସମ୍ପର୍କରେ କୌଣସି ସୁଧାର ଆସିବ । ତେଣୁ ବେଜିଂ ଏକ କଠିନ ପରିସ୍ଥିତି ପାଇଁ ଏବେଠାରୁ ପ୍ରସ୍ତୁତ ହେବା ଦରକାର । ଚାଇନା ପରାମର୍ଶଦାତାଙ୍କ ଏହି ବୟାନକୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ବୋଲି କୁହାଯାଉଛି । ତେବେ ଚାଇନା-ଆମେରିକା ଭିତରେ ମନୋମାଳନ୍ୟ ଦୁଇ ନେତାଙ୍କ ମଧ୍ୟରେ ନୁହେଁ ବରଂ ଏହା ବିଶ୍ୱବ୍ୟାପୀ ଆହ୍ୱାନ ଏବଂ ପ୍ରଭାବର ବୋଲି ସେ କହିଛନ୍ତି । ଚାଇନା ପରାମର୍ଶଦାତା ଝୋଙ୍ଗ ୟୋଙ୍ଗସିୟ କହିଛନ୍ତି ଏହା ନିଶ୍ଚିତ ଯେ ଜୋ ବାଇଡେନ ହେଉଛନ୍ତି ଆମେରିକାର ସବୁଠାରୁ ଦୁର୍ବଳ ରାଷ୍ଟ୍ରପତି । ତେଣୁ ତାଙ୍କ ଶାସନ କାଳରେ ଅ।।ମରିକା-ଚାଇନା ସମ୍ପର୍କରେ କୌଣସି ସୁଧାର ପରିଲକ୍ଷିତ ହେଉନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ହମିଦ୍‌ କାରଜାଇ-ଅନସ୍‌ ହକ୍କାନି ବୈଠକ…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନର ଜଣେ କମାଣ୍ଡର ତଥା ହକ୍କାନି ନେଟୱାର୍କ ଆତଙ୍କବାଦୀ ଗୋଷ୍ଠୀର ବରିଷ୍ଠ ନେତା ଅନାସ ହକାନି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କୁ...

ଫସିଛନ୍ତି ହଜାରେ ଡ୍ରାଇଭର

ଟୋକିଓ,୧୯ା୧୨: ବରଫ ଝଡ଼ ଯୋଗୁ ଜାପାନର ବିଭିନ୍ନ ସ୍ଥାନରେ ବହୁ ଲୋକ ଫସିରହିଛନ୍ତି। ୧୦,୦୦୦ରୁ ଊର୍ଦ୍ଧ୍ୱ ଘରର ବିଦ୍ୟୁତ୍‌ ସଂଯୋଗ କଟିଯାଇଛି। ରାଜଧାନୀ ଟୋକିଓ ସହ...

ମାସ୍କ ପିନ୍ଧି ହ୍ବାଇଟ୍‌ ହାଉସରେ ଏଣ୍ଟ୍ରି କଲେ ବାଇଡେନ ଦମ୍ପତି

ଓ୍ବାଶିଂଟନ,୨୧।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଗୁରୁବାର ତାଙ୍କ ସ୍ତ୍ରୀ ଜିଲ ବାଇଡେନଙ୍କ ସହ ରାଷ୍ଟ୍ରପତି ଭବନ ଅର୍ଥାତ୍‌ ହ୍ବାଇଟ୍‌ହାଉସରେ ଏଣ୍ଟ୍ରି...

ଚାଇନାକୁ ପଛରେ ପକାଇଲା ଇଟାଲି: ମୃତଦେହ ସଂସ୍କାର ପାଇଁ ନେବାକୁ ପଡୁଛି ସେନାର ସହାୟତା

ରୋମ,୨୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଏବେ ପର୍ଯ୍ୟନ୍ତ ଇଟାଲିରେ କରୋନା...

ଶାନ୍ତି ଆଣିବ ଚାଇନା ଯୋଜନା: ପୁଟିନ୍‌

କିଭ୍‌/ମସ୍କୋ,୨୨ା୩: ଚାଇନାର ଶାନ୍ତି ଯୋଜନା ୟୁକ୍ରେନ୍‌ ଯୁଦ୍ଧର ସମାଧାନ ପାଇଁ ଆଧାର ଯୋଗାଇପାରେ। କିନ୍ତୁ ଏଥିପାଇଁ ପାଶ୍ଚାତ୍ୟକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମଙ୍ଗଳବାର ରୁଷିଆ...

୨୫ ବର୍ଷ ପଛକୁ ଘୁଞ୍ଚିବ ବୟସ

ଜେରୁଜେଲମ୍‌,୨୬ା୧୧: ଗଡ଼ିଗଲା ସମୟ କେବେ ଫେରେନାହିଁ କି ଢଳିଯାଇଥିବା ବୟସ ପଛକୁ ଘୁଞ୍ଚେନାହିଁ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଇସ୍ରାଏଲ୍‌ର ବୈଜ୍ଞାନିକମାନେ। ସେମାନେ ଏପରି...

ଜନ୍ମ ହାର ବୃଦ୍ଧି ପାଇଁ ଚାଇନା ସରକାରଙ୍କ ନୂତନ ପଦକ୍ଷେପ, ବିବାହ କଲେ ମିଳିବ ପୁରସ୍କାର

ବେଜିଂ,୨୯।୮: ଚାଇନାରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ବଢୁଥିବା ବେଳେ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୁବପିଡିଙ୍କୁ ବିବାହ କରିବାକୁ ନେଇ ପ୍ରୋତ୍ସାହିତ...

ଟ୍ରମ୍ପଙ୍କ ଆଶାର ଘଟିଲା ଅନ୍ତ, ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର

ୱାଶିଂଟନ,୧୫ ।୧୨: ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ଆସିଯାଇଛି । ଏହା ମଧ୍ୟ ଜୋ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି ।...

Advertisement
Archives

Model This Week