ମହିଳାଙ୍କ ଶରୀରର ଏହି ଅଙ୍ଗ ବଡ଼ ଥିଲେ ଶାଶୁଘରେ ରହେନାହିଁ ଧନର ଅଭାବ

କଥାରେ ଅଛି, ଭାଗ୍ୟରେ ଯାହା ଅଛି ତାହା ମିଳିବ। ହେଲେ ଭାଗ୍ୟ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ଆମେ କର୍ମ କରିଥାଉ। ମାତ୍ର ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁସାରେ, ଯେଉଁ ମହିଳାମାନଙ୍କ ଶରୀରର ଏହିସବୁ ଅଙ୍ଗ ବଡ଼ ହୋଇଥାଏ ସେମାନଙ୍କ ସ୍ବାମୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ।
କୁହାଯାଏ ଝିଅ ଭାଗ୍ୟ ନେଇ ଜନ୍ମ ହୋଇଥାଏ ଏବଂ ନିଜ ଭାଗ୍ୟକୁ ନେଇ ସେ ବିବାହ କରି ଅନ୍ୟ ଘରକୁ ଯାଇଥାଏ। ପରେ ସ୍ବାମୀଙ୍କ ଭାଗ୍ୟ ଆରମ୍ଭ ହୋଇଥାଏ। ହେଲେ ଏମିତି କିଛି ମହିଳାଙ୍କ ଭାଗ୍ୟ ଏତେ ଶକ୍ତିଶାଳୀ ଯେ, ଶାଶୁଘରେ ପାଦ ଦେବା ମାତ୍ରେ ସେମାନଙ୍କ ଘରେ ଆଉ ଅର୍ଥର ଅଭାବ ରହି ନଥାଏ।
ପୁଅମାନଙ୍କ ଠାରୁ ଝିଅମାନଙ୍କୁ ସୌଭାଗ୍ୟବତୀ ବୋଲି ବିବେଚନା କରାଯାଏ। ଯେତେବେଳେ ଝିଅ ଜନ୍ମ ହୁଏ ସେତେବେଳେ ତା’ର ବାପାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ଆଉ ଯେତେବେଳେ ସେହି ଝିଅ ବିବାହ କରି ଶାଶୁ ଘରକୁ ଯାଇଥାଏ, ସେତେବେଳେ ସ୍ବାମୀଙ୍କ ସହ ପୂରା ପରିବାରର ଭାଗ୍ୟ ପରିବର୍ତ୍ତନ ହୋଇଥାଏ।
ତେବେ ସେହି ସୌଭାଗ୍ୟବତୀ ଝିଅମାନେ ଏହିପରି ହୋଇଥାନ୍ତି,
– ଲମ୍ବା କେଶ
-ଲମ୍ବା ବେକ
-ଲମ୍ବା କାନ
-ଲମ୍ବା ଆଙ୍ଗୁଠି


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ପିଇବା ପୂର୍ବରୁ ଏସବୁ ଖାଉଛନ୍ତି କି?

କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ଆହାର, ଭିଟାମିନ୍‌ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କ୍ଷୀର ପିଇବା ପୂର୍ବରୁ...

ବିବାହ ପୂର୍ବରୁ ଏହି ୫ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ସବୁ ଝିଅଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ। ଏହି ସମୟକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା...

ନାରୀ ଶୃଙ୍ଗାରରେ ‘ଖୋଷା’: ଓଡ଼ିଆଣୀର କେଶ ବିନ୍ୟାସରେ ଥାଏ ପରମ୍ପରାର କଥା; ପାଶ୍ଚାତ୍ୟ ନାରୀମାନେ ବି ଖୋଷା ମୋହରେ

କେଶ ବିନ୍ୟାସ ଭିତରେ ଖୋଷା ହେଉଛି ଏପରି ଏକ କେଶ ବିନ୍ୟାସ, ଯାହା ଆରମ୍ଭରୁ ଆଜିିଯାଏ ରହିଆସିଛି। ତେବେ ସମୟ ଓ ପୋଷାକ ପରିଚ୍ଛଦକୁ ନେଇ...

ପୂର୍ବସୂରୀଙ୍କ ପ୍ରତିଶ୍ରୁତି ରକ୍ଷାରେ ଆମେ କେତେ ସମର୍ଥ?

ଆଜକୁ ଠିକ୍‌ ୭୩ ବର୍ଷ ପୂର୍ବେ ଅର୍ଥାତ୍‌ ୬, ଜୁଲାଇ ୧୯୪୮ ମସିହାରେ ଆମର ସର୍ବ ପୁରାତନ ପ୍ରିୟତମ ଉଚ୍ଚ ଶିକ୍ଷାନୁଷ୍ଠାନ ଭଦ୍ରକ କଲେଜ ପ୍ରତିଷ୍ଠା...

ହାତ ପାଆନ୍ତାରେ ଉପାୟ

ହୃତ୍‌ପିଣ୍ଡ ବା ହାର୍ଟକୁ ସୁସ୍ଥ ରଖିବାର ଏକ ସରଳ ତଥା ସହଜ ଉପାୟ ରହିଛି। ତାହା ପୁଣି ହାତ ପାଆନ୍ତାରେ। ସେହି ଉପାୟଟି କ’ଣ ଜାଣନ୍ତି...

ବନ୍ଦ ପରେ ଟ୍ୟାପ୍‌ରୁ ଟପ୍‌ ଟପ୍‌ ହୋଇ ପଡ଼ୁଛି କି ପାଣି …..

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘର, ବାଥ୍‌ରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପକୁ ବନ୍ଦ କରାଯିବା ପରେ ମଧ୍ୟ ଟପ୍‌ଟପ୍‌ ହୋଇ...

କର୍ମଜୀବୀ ମା’ଙ୍କ ଲାଗି…

କେତେଜଣ କର୍ମଜୀବୀ ମା’ଙ୍କୁ ପ୍ରସବର କିଛି ମାସ ମଧ୍ୟରେ କର୍ମକ୍ଷେତ୍ରରେ ଯୋଗଦେବାକୁ ହେଉଥିବାରୁ ଶିଶୁକୁ ନିୟମିତ ସ୍ତନ୍ୟପାନ କରାଇବାରେ ଅବହେଳା ହୋଇଥାଏ। କିନ୍ତୁ ଏଭଳି ପରିସ୍ଥିତିରେ...

ଶୋଇଲେ ବି କମେ ମୋଟାପଣ

ନୂଆଦିଲ୍ଲୀ: ଶରୀରରୁ ମୋଟାପଣ କମାଇବ ପାଇଁ କିଏ କେତେ ପ୍ରକାର ଉପାୟ ଆପଣେଇଥାନ୍ତି। ବିଶେଷକରି ଓ୍ବାକ୍‌ଆଉଟ୍‌, ଦୌଡ଼ିବା ବା ପହଁରିବା ଆଦି କଲେ ଓଜନ ହ୍ରାସ...

Advertisement


Archives

Model This Week