Posted inଫୁରସତ

କଣ୍ଢେଇ ସହ ବିବାହ କଲେ ଏହି ବଡିବିଲ୍ଡର

କାଜାକସ୍ତାନର ବଡିବିଲ୍ଡର ୟୁରୀ ଟୋଲୋସ୍କୋ ନିକଟରେ ବିବାହ କହିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା ସେ ଯାହାକୁ ବିବାହ କରିଛନ୍ତି ତାହା ଏକ କଣ୍ଢେଇ। ଏ ନେଇ ୟୁରୀ ନିଜ ବିବାହର ଭିଡିଓ ଏବଂ କିଛି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ୟୁରୀଙ୍କ ଏହି କଣ୍ଢେଇର ନାମ ମାର୍ଗୋ। ୧ ବର୍ଷ ପୂର୍ବେ ସେ ମାଗୋକୁ ବିବାହ ପ୍ରସ୍ତାବ ଦେଇଥିଲେ। ତେବେ ସେ ମାର୍ଗୋକୁ ଗତ ମାର୍ଚ୍ଚ ମାସରେ ବିବାହ କରିବାକୁ ସ୍ଥିର କରିଥିଲେ। ମାତ୍ର କରୋନା ସଂକ୍ରମଣ ଏବଂ ଲକ୍‌ଡାଉନ୍‌ ପାଇଁ ଏହି ବିବାହ ହୋଇପାରି ନ ଥିଲା। ହେଲେ ଏବେ ୟୁରୀ ମାର୍ଗୋକୁ ବିବାହ କରିସାରିଥିବା ଇନ୍‌ଷ୍ଟାଗ୍ରାମ୍‌ରେ ଜଣାପଡ଼ିଛି। ୟୁରୀ ସବୁବେଳେ ମାର୍ଗୋ ସହ ମଧ୍ୟାନ ଭୋଜନ ଏବଂ ରାତି ଭୋଜନ କରିଥାନ୍ତି। ମାର୍ମୋ ସହ ସେ ସବୁବେଳେ ଜିମ୍‌ ଯାଇଥାନ୍ତି, ଯୋଗ ମଧ୍ୟ କରିଥାନ୍ତି। ସେମାନେ ଘରର ସମସ୍ତ କାମ ଏକାଠି କରିଥାନ୍ତି।
ଏ ନେଇ ୟୁରୀ କୁହନ୍ତି, ପ୍ରଥମ ଥର ପାଇଁ ଯେତେବେଳେ ସେ ୟୁରୀର ଫଟୋ ନିଜ ଲୋକଙ୍କୁ ଦେଖାଇଥିଲେ ସେମାନେ ରାଗିଯାଇଥିଲେ। ପରେ ସେ ୟୁରୀ ମାର୍ଗୋଙ୍କର ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ। ମାର୍ଗୋଙ୍କ ସହ ଏବେ ସେ ବହୁତ ଖୁସିରେ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍କସର ନୂଆ ପ୍ରୟାସ: ସତ ନୁହେଁ, ହୋଲୋଗ୍ରାମ୍‌ ପ୍ରାଣୀ

ସର୍କସର ଆକର୍ଷଣ ଥାଏ ହାତୀ, ଘୋଡା, ବାଘ, ମାଙ୍କଡ ଭଳି ପ୍ରାଣୀଙ୍କ ଆଶ୍ଚର୍ଯ୍ୟଜନକ ଖେଳ। ପିଲାଠୁ ବୁଢା ସମସ୍ତେ ଏହାକୁ ଦେଖି ଆନନ୍ଦ ଉଠାନ୍ତି। ଏହିସବୁ...

ସ୍ମାର୍ଟଫୋନ୍‌ ବ୍ୟାଟେରୀ-ଡାଟା ଶୀଘ୍ର ସରୁଛି କି, ହ୍ୟାକିଂ ପ୍ରତି ରୁହନ୍ତୁ ସତର୍କ…

ନୂଆଦିଲ୍ଲୀ,୧୨।୭: ଏବେ ଡିଜିଟାଲର ଯୁଗ। ପ୍ରତିଟି କାର୍ଯ୍ୟ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି। ବ୍ୟାଙ୍କ କାରବାରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ରେ ଜିନିଷପତ୍ର କିଣା ସବୁ ସମ୍ଭବ ହେଉଛି।...

ଜୀବନସାଥୀ ଖୋଜିବା ପାଇଁ ଦେବାକୁ ପଡ଼େ ୫୫ ହଜାର ଟଙ୍କା

ଡିଏନ୍‌ଏ ଟେଷ୍ଟ ପରେ ମିଳୁଛନ୍ତି ଜୀବନସାଥୀ। ତାହା ପୁଣି ହଜାର ହଜାର ଟଙ୍କା ଖର୍ଚ୍ଚ କରି। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା। ଆଶ୍ଚର୍ଯ୍ୟ ହେଲେ ବି...

ଏହି କାରଣ ଲାଗି ଅସୁବିଧାରେ ଥିଲା ୟୁପି ପୋଲିସ; ପିନ୍ଧିବାକୁ ପଡ଼ିଲା ଗାମୁଛା

ଶାହଜହାଁପୁର, ୨୪।୯: ଗାମୁଛା ଓ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ଅବସ୍ଥାରେ ଅପରାଧୀଙ୍କୁ ଧରିବାର ଅନେକ ଦୃଷ୍ଟାନ୍ତ ରହିଛି। କିନ୍ତୁ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ପୋଲିସ ଟିମ୍‌ର...

ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ...

ଶିଶୁଙ୍କ ବିକାଶରେ ବିଶ୍ୱର ବିକାଶ

କୁହାଯାଏ, ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁଙ୍କ ବିକାଶରେ ଦେଶ ତଥା ସମଗ୍ର ବିଶ୍ୱର ବିକାଶ ସମ୍ଭବ ହୋଇପାରିଥାଏ। ଶିଶୁଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ...

ସର୍ବସାଧାରଣ ସ୍ଥାନରେ ଶାର୍ଟ ଖୋଲିଲେ ଦେବାକୁ ପଡ଼େ ଜରିମାନା

ଏମିତି ଏକ ଦେଶ ରହିଛି ଯେଉଁଠି ଦେହରୁ ଶାର୍ଟ ଖୋଲିଲେ ଜରିମାନା ଦେବାକୁ ପଡ଼ିଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ନିୟମ ଚାଇନାରେ ରହିଛି।...

୨୦୦୦ ଫୁଟ ଉଚ୍ଚରେ ବସି ଫଟୋ ଉଠାଉଥିଲେ ଯୁବତୀ, ଭୟଙ୍କର ଭିଡିଓ ଦେଖିଲେ…

ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ। ତେଣୁ ଲୋକଙ୍କ ମଧ୍ୟରେ ସେଲଫି ଏବଂ ଦୁଃସାହସିକ ଫଟୋ ପାଇଁ ଏକ ଜବରଦସ୍ତ କ୍ରେଜ୍‌ ଆସିଛି। ସୋସିଆଲ ମିଡିଆ...

Advertisement
Archives

Model This Week