ବିନ୍ଦୁ ସାଗରରେ ଡଙ୍ଗା ଭସା ମନା: କଟକଣା ଜାରି କଲା ବିଏମ୍‌ସି

ଭୁବନେଶ୍ବର,୨୬।୧୧(ବ୍ୟୁରୋ)-ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ କଟକଣା ଭିତରେ ପାଳିତ ହେଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଚଳିତ ବର୍ଷ ବିନ୍ଦୁ ସାଗରରେ ଡଙ୍ଗା ଭସାଇ ହେବ ନାହିଁ ବୋଲି ଗୁରୁବାର ବିଏମସି ପକ୍ଷରୁ କୁହାଯାଇଛି। ବିନ୍ଦୁ ସାଗର ସହ ସମସ୍ତ ନଦୀ ଘାଟରେ ମଧ୍ୟ କଟକଣା ଜାରି ହୋଇଛି। ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମନ୍ଦିର ଯିବା ଉପରେ ମଧ୍ୟ କଟକଣା ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରାରେ ୧୯ ଯୋଡ଼ା ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଦଶହରାରେ ଟ୍ରେନରେ ଯାତ୍ରୀ ଭିଡ଼କୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ସହ ନିୟମିତ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ...

ଭୁବନେଶ୍ବର ବିମାନବନ୍ଦରରୁ ୪୦୦ ପ୍ୟାକେଟ ବିଦେଶୀ ସିଗାରେଟ ଜବତ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ସିଗାରେଟ ଜବତ କରିଛି ରାଜସ୍ବ ଗୁଇନ୍ଦା ବିଭାଗ। ମଙ୍ଗଳବାର ମାଲେସିଆର କ୍ୱାଲାଲମପୁରରୁ ୨ ଜଣ ସିଗାରେଟ୍‌ ନେଇ ପୋଲିସ ସେମାନଙ୍କୁ...

‘କରୋନା’ ମୁକାବିଲାରେ ଷ୍ଟାର୍ଟଅପ୍‌

ଭୁବନେଶ୍ୱର, ୧୪ା୪: କରୋନା ମୁକାବିଲା ପାଇଁ ଏବେ ସାମୂହିକ ଲଢ଼େଇ ଚାଲିଛି। ଲକ୍‌ଡାଉନ୍‌ ପାଇଁ ବର୍ତ୍ତମାନ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।...

ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ:କାଦୁଅ ରାସ୍ତାରେ ଧାନ ତଳି ରୋଇ ଜଣାଇଲେ ପ୍ରତିବାଦ

ମାଲକାନଗିରି,୧୪ା୭(ଡି.ଏନ.ଏ./ସ୍ବ.ପ୍ର.)-ସତୀଗୁଡା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ୫ କିଲୋମିଟର ରାସ୍ତା ବିଭାଗ ମରାମତି ନ କରିବାରୁ ଗ୍ରାମବାସୀମାନେ ରାସ୍ତା ଉପରେ ଧାନ ତଳି ରୋଇ...

ଡିଏମ୍‌ଏଫ୍‌ ପାଣ୍ଠି ଖର୍ଚ୍ଚରେ ଓଡ଼ିଶା ପଛରେ

ଖଣି ଖନନ ଜନିତ ପ୍ରଦୂଷଣରେ ପେଷି ହୋଇଯାଉଛନ୍ତି ସ୍ଥାନୀୟ ବାସିନ୍ଦା। ଧ୍ୱଂସପାଉଛି ସେଠାକାର ଜୈବ ବିବିଧତା। ଏହାର ସଂରକ୍ଷଣ ସାଙ୍ଗକୁ ଖଣିଜ ଅଞ୍ଚଳର ଲୋକଙ୍କ ଜୀବନମାନରେ...

୪ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ତେନ୍ତୁଳିଖୁଣ୍ଟି,୧୨।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ କାଦମାଳି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। କେବଳ ପଡିଛି ପାଦଚଲା ରାସ୍ତା।...

କୋଳିମାଟିରେ ନିଆରା ହୋଲି: ଅବିର, ହଳଦୀ ପାଣିରେ ରଙ୍ଗ ଖେଳିଲେ ଅଞ୍ଚଳବାସୀ

କୋଳିମାଟି, ୧୦ା୩( ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର କୋଳିମାଟି ଅଞ୍ଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତ ଲୋକେ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି। କରୋନା ଭାଇରସ...

ଅଯୋଧ୍ୟା ସୁରକ୍ଷା ଦାୟିତ୍ୱରେ ଓଡ଼ିଆ ଆଇପିଏସ୍‌ ଅଧିକାରୀ

ଜୟପୁର,୫।୮(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ କାଯର୍ର୍‌ୟକ୍ରମ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଅନ୍ୟମାନଙ୍କ...

Advertisement

BGU

Archives

Model This Week

Why Dharitri