୪୮ ବର୍ଷରେ ପାଦ ଥାପିଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଗୁରୁବାର ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଏ ନେଇ ତାଙ୍କ ବାନ୍ଧବୀ ଗ୍ରାବିଏଲା ଡେମେଟ୍ରିଏଡସ୍‌ ଗୁରୁବାର ସୂଚନା ଦେଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମରେ ଗ୍ରାବିଏଲା ଅର୍ଜୁନଙ୍କ ଏକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, “ମୋର ପ୍ରିୟଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମେ ଏତେ ପ୍ରିୟ, ଏବଂ ଏତେ ଶକ୍ତିଶାଳୀ। ଏଠାରେ ମୋର ରହସ୍ୟ ଅଛି, ଏହା ବହୁତ ସରଳ। ଯାହା ଜରୁରୀ ତାହା ଆଖି ପାଇଁ ଅଦୃଶ୍ୟ ଅଟେ। ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଲାଇକାଙ୍କୁ ଯୌବନ ଚାଲିଯିବା ଭୟ ଘାରିଛି

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଏକୁଟିଆ ଗୋଟିଏ ଘରେ ରହିବା ତାଙ୍କ...

ବାହାଘର ପାଇଁ ଆସିଥିଲା ୩୦ ହଜାର ପ୍ରସ୍ତାବ !

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ନିଜର ବଳିଷ୍ଠ ଚେହେରା ପାଇଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ସୁନ୍ଦର ପୁରୁଷଙ୍କ ତାଲିକାରେ ଆସିଥାଆନ୍ତି।...

ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବାବେଳେ ଫ୍ୟାନ୍‌ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଏହି କାରଣରୁ ଘର ସାମ୍ନାରେ ଠିଆ ହୋଇଥିଲା ଦୁଇଟି ଆମ୍ବୁଲାନ୍ସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇସାରିଛି। ଯାହାର ସତ୍ୟତା ଜାଣିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଏହି...

ପିଙ୍କ୍ ଗାଉନରେ କିମିଆ କଲେ ନୋରା

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ନିଜର ଭିନ୍ନ ଅନ୍ଦାଜକୁ ନେଇ ଦର୍ଶକଙ୍କ ମନ କିଣିବାରେ କିଛି ବି ଉଣା କରନ୍ତି ନାହିଁ । ନିଜ...

ଏକତାଙ୍କ ବାୟୋପିକରେ ଦିଶା

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଓ ସେକ୍ସି ନାୟିକା ଦିଶାା ପାଟନି ଏବେ ଚଣ୍ଡିଗଡ଼ରେ ଅଛନ୍ତି। ସେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘କେ ଟିନା’ର ଶୁଟିଂରେ ବ୍ୟସ୍ତ...

ପ୍ରେମରେ ପଡ଼ିଲେ କାଜଲ: ଶୀଘ୍ର କରିବାକୁ ଯାଉଛନ୍ତି ବିବାହ

ସିଂଘମ ଷ୍ଟାର ଅଜୟ ଦେବଗନଙ୍କ ହିରୋଇନ୍‌ କାଜଲ ଅଗ୍ରଓ୍ବାଲ ଏବେ ପ୍ରେମରେ ପଡ଼ିଛନ୍ତି। ଖୁବ୍‌ଶୀଘ୍ର ସେ ବିବାହ ମଧ୍ୟ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଏଥିପାଇଁ...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବିଶ୍ୱବାପୀ ଆନ୍ଦୋଳନ ପାଲଟିଲାଣି: ନ୍ୟାୟ ପାଇଁ ଉଠୁଛି ଦାବି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ପାଖାପାଖି ୨ ମାସ ହେଲାଣି। ତାଙ୍କୁ ନ୍ୟାୟ ଦେବା ପାଇଁ ସମଗ୍ର ଦେଶ ଏକାଠି ହୋଇଯାଇଛି।...

Play 250+ Trending Games
Archives

Model This Week

Why Dharitri