ନିଆରା ଢ଼ଙ୍ଗରେ ରାଫାଲକୁ ସ୍ବାଗତ ଜଣାଇଲେ ମୋଦି
ନୂଆଦିଲ୍ଲୀ,୨୯।୮: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ ହେଉଛି ରାଫାଲ। ବୁଧବାର ରାଫାଲ ଯୁଦ୍ଧ ବିମାନ ଭାରତ ମାଟିରେ ପାଦ ରଖିଛି। ଅପରାହ୍ନରେ ହରିୟାଣାର ଅମ୍ବାଲା ଏୟାରବେସରେ ରାଫାଲ ଅବତରଣ କରିଥିଲା। ଏହି ସମୟରେ ଭାରତୀୟ ବାୟୁସେନାର କେତେକ…
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ କୋହଲି ଅପରିବର୍ତ୍ତିତ
ଦୁବାଇ,୨୯।୭(ପି.ଟି.): ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ବୋଲିଂ ତାଲିକାର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରି…
ସେଲ୍ଫି ନେବାପରେ ଜଣାପଡ଼ିଲା କ୍ରିକେଟର୍ଙ୍କୁ ହୋଇଛି କରୋନା
ନୂଆଦିଲ୍ଲୀ, ୨୯।୭: ପସନ୍ଦର ସେଲିବ୍ରିଟିଙ୍କୁ ଜୀବନରେ ଥରେ ହେଉନା କାହିଁକି ଭେଟିବାକୁ ସବୁ ପ୍ରଶଂସକଙ୍କ ସ୍ବପ୍ନ ଥାଏ। ଏପରିକି କେତେଜଣ ଭାଗ୍ୟଶାଳୀ ବ୍ୟକ୍ତି ଥାଆନ୍ତି ଯିଏକି ନିଜର ପସନ୍ଦର ସେଲିବ୍ରିଟିଙ୍କୁ ଅତି ନିକଟରୁ ଭେଟିବାର ସୁଯୋଗ ପାଇଥାନ୍ତି। ସେହି ଭାଗ୍ୟଶାଳୀ ପ୍ରଶଂସକଙ୍କ…
ଅନୁଗୋଳ ଜିଲାରେ ପ୍ରଥମ ହେବାକୁ ନ ଥିଲା ଆଶା: ଟପ୍ପର କହିଲେ କିଛି ଏମିତି କଥା
ଅନୁଗୋଳ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲାର ଛାତ୍ର ସୌମ୍ୟରଞ୍ଜନ ସାମନ୍ତ ଚଳିତ ବର୍ଷ ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୭୫(୯୫.୮୩%)…
ଅମ୍ବାଲା ଏୟାରବେସ୍ରେ ରାଫାଲକୁ ଦିଆଗଲା ଓ୍ବାଟର ସାଲ୍ୟୁଟ
ଅମ୍ବାଲା,୨୯।୭: ବହୁ ପ୍ରତିକ୍ଷୀତ ରାଫାଲ ଯୁଦ୍ଧ ବିମାନ ଶେଷରେ ବୁଧବାର ଭାରତରେ ପହଞ୍ଚିଛି। ରାଫାଲ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ଦ୍ୱିଗୁଣିତ ହୋଇଯାଇଛି। ହରିୟାଣାର ଅମ୍ବାଲା ଏୟାରବେସ୍ରେ ରାଫାଲ ଅବତରଣ କରିବା ପରେ ବିମାନଗୁଡ଼ିକୁ ଓ୍ବାଟର ସାଲ୍ୟୁଟ ସହ…
ଉପାନ୍ତ ଜିଲାରେ ଚମକିଲେ ବିଜୟଲକ୍ଷ୍ମୀ: ନୂଆପଡା ପାଇଁ ଆଣିଲେ ଗୌରବ
ନୂଆପଡା ଅଫିସ,୨୯।୭: ନୂଆପଡା ଭଳି ଉପାନ୍ତ ଜିଲାରେ ଡାକ୍ତରାଣୀ ହୋଇ ନିଷ୍ପେଷିତଙ୍କ ସେବା କରିବି ବୋଲି କହିଛନ୍ତି ନୂଆପଡା ଜିଲା ମାଟ୍ରିକ ଟପ୍ପର ବିଜୟ ଲକ୍ଷ୍ମୀ ବେହେରା। ସେ ଏଥର ୯୨.୫ ପ୍ରତିଶତ ମାର୍କ ରଖିଛନ୍ତି। ବିଭାଗରୁ ମିଳିଥିବା ତ ଥ୍ୟାନୁଯାୟୀ…
ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ
କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନରେ ୨.୭୪ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ୫,୮୪୨ଜଣଙ୍କର ମୃତ୍ୟୁ ଘଟିଥିବା…
ଅବସର ଘୋଷଣା କଲେ ଘରୋଇ କ୍ରିକେଟ୍ର ସଙ୍କଟମୋଚକ
ନୂଆଦିଲ୍ଲୀ,୨୯।୭(ପି.ଟି.): ଅଭିଜ୍ଞ ଘରୋଇ କ୍ରିକେଟର ରଜତ ଭାଟିଆ ବୁଧବାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କର କୌଣସି ଅବସୋସ ନାହିଁ ବୋଲି ସେ କହିଛନ୍ତି। ୨୦୦୩-୦୪ରେ ସେ ତାମିଲନାଡୁ ତରଫରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ…
ସୁଶାନ୍ତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ସୁପ୍ରିମକୋର୍ଟ ଗଲେ ରିୟା
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବୁଧବାର ଆଉ ଏକ ମୋଡ ଆସିଛି। ମଙ୍ଗଳବାର ସୁଶାନ୍ତଙ୍କ ବାପା ପାଟଣାର ରାଜୀବ ନଗର ଥାନାରେ ରିୟାଙ୍କ ବିରୋଧରେ ଏତଲା ଦାୟର କରିଥିଲେ। ଏବେ ରିୟା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।…
ଚିତ୍ରକୋଣ୍ଡା ଥାନାର ୬ କର୍ମଚାରୀ କରୋନା ଆକ୍ରାନ୍ତ, କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କଲେ ଜିଲାପାଳ
ଚିତ୍ରକୋଣ୍ଡା,୨୯ା୭(ଡି.ଏନ୍.ଏ.): ଚିତ୍ରକୋଣ୍ଡା ଥାନାର ୯ ଜଣ କର୍ମଚାରୀଙ୍କର ସ୍ବାବ୍ ଟେଷ୍ଟ୍ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଏସ୍ଆଇ, ଜଣେ ଏଏସ୍ଆଇ, ଜଣେ ଡ୍ରାଇଭର, ଜଣେ କନଷ୍ଟେବଳ ଓ ଜଣେ…
ବରଗଡ଼ ଜିଲାର ୨ ଟପ୍ପର: ଜାଣନ୍ତୁ କ’ଣ ରହିଛି ଜୀବନର ଲକ୍ଷ୍ୟ
ବରଗଡ଼ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ସବୁ ଜିଲାକୁ ଫଛରେ ପକାଇ ବରଗଡ଼ ଜିଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ତେବେ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା…
ଝାରସୁଗୁଡ଼ାରେ କମିଛି ମାଟ୍ରିକ ପାସ ହାର: ଗତବର୍ଷ ଥିଲା ୮୫.୪୮, ଏବର୍ଷ ରହିଛି…
ଝାରସୁଗୁଡ଼ା ଅଫିସ,୨୯ା୭: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଜିଲାର ୩୮ଟି ପରୀକ୍ଷା କେନ୍ଦ୍ରରେ ୧୧୭ ହାଇସ୍କୁଲର ୬,୪୦୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪,୯୪୩ ଜଣ ପାସ୍…
Archives


