ସୁଶାନ୍ତଙ୍କ ଏକ୍ସଗର୍ଲଫ୍ରେଣ୍ଡଙ୍କ ବୟାନ ରେକର୍ଡ କଲା ପାଟନା ପୋଲିସ
ମୁମ୍ବାଇ,୨୯।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ମାସ ବିତିଯାଇଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନ ପୋଲିସ। ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ଓ ବିହାର ପୋଲିସ ଯାଞ୍ଚ କରୁଛି। ସୁଶାନ୍ତଙ୍କ…
କରୋନାରୁ ବର୍ତ୍ତିବା ପାଇଁ ନିଆରା ଉପାୟ ଆପଣାଇଲେ ବ୍ୟକ୍ତି
କାନବେରା,୨୯।୭: ବିଶ୍ୱରେ ମହାମାରୀ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି। କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶର ବିଶେଷଜ୍ଞ ଭ୍ୟାକ୍ସିନ ବାହାର କରିବାରେ ଲାଗିପଡ଼ିଛନ୍ତି। ତେବେ ଭ୍ୟାକସିନ୍ ନ ବାହାରିବା ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ଉପାୟ ଆପଣାଇ ଏଥିରୁ…
ସଞ୍ଜୟଙ୍କ ଜନ୍ମଦିନରେ ରିଲିଜ ହେଲା ‘କେଜିଏଫ ଚ୍ୟାପ୍ଟର ୨’ ପୋଷ୍ଟର
ବଲିଉଡର ଖ୍ୟାତନାମା ଅଭିନେତା ସଞ୍ଜୟ ଦତ୍ତଙ୍କ ଆଜି ଜନ୍ମଦିନ। ସେ ୬୧ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ଆଗାମୀ ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୨’ରେ ତାଙ୍କ ଅଧୀରା ଲୁକକୁ ରିଲିଜ କରି ଦିଆଯାଇଛି। ଏଥିରେ ସେ ଅତ୍ୟନ୍ତ ଭୟଙ୍କର ଅନ୍ଦାଜରେ…
ଅଯୋଧ୍ୟାରେ ମସ୍ଜିଦ୍ ନିର୍ମାଣ ପାଇଁ ଗଠନ ହେଲା ଟ୍ରଷ୍ଟ
ଅଯୋଧ୍ୟା,୨୯।୭: ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆସନ୍ତା ଅଗଷ୍ଟ ୫ରେ ଭୂମିପୂଜା ଅନୁଷ୍ଠିତ ହେବ। ଇତିମଧ୍ୟରେ ମସ୍ଜିଦ୍ ନିର୍ମାଣ ପାଇଁ ବୁଧବାର ଟ୍ରଷ୍ଟର ଗଠନ କରାଯାଇଛି। ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ ବୋର୍ଡର ସଂସ୍ଥାପକଙ୍କୁ ଏହାର ଟ୍ରଷ୍ଟି କରାଯାଇଥିବା ବେଳେ…
ପିଲାଙ୍କୁ ଚକୋଲେଟ୍ ଲୋଭ ଦେଖାଇ ନଦୀ ପାର ହେଉଛି ଗ୍ୟାସ ସିଲିଣ୍ଡର
କଟିହାର, ୨୯।୭: ସାଧାରଣ ଚକୋଲେଟ ପାଇଁ କେତେବଡ଼ ମୂଲ୍ୟବାନ ଜୀବନ ଦେବାକୁ ପଡ଼ିଯାରେ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ବିହାରର କଟିହାର ଜିଲାରୁ ସାମ୍ନାକୁ ଆସିଛି। ଏଠାରେ ଛୋଟ ଛୋଟ ପିଲାଙ୍କୁ ଚକୋଲୋଟ୍ ଲୋଭ ଦେଖାଇ ଉଛୁଳା ନଦୀରେ କିଛି ସ୍ବାର୍ଥବାଦୀ…
ଏହି ଜିଲାକୁ ୪ ଦିନ ପାଇଁ ଶଟ୍ଡାଉନ ଘୋଷଣା କଲେ ଜିଲାପାଳ
ବଲାଙ୍ଗୀର ଅଫିସ,୨୯।୭-ବଲାଙ୍ଗୀର ଜିଲାକୁ ୪ ଦିନ ପାଇଁ ଶଟ୍ଡାଉନ ଘୋଷଣା କରାଯାଇଛି। ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲା ଶଟ୍ଡାଉନ ରହିବ। ବୁଧବାର ଜିଲାପାଳ ଅରବିନ୍ଦ ଡାକୁଆ ଏହି ସୂଚନା ଦେଇଛନ୍ତି। ଗତକାଲି ଜିଲାରେ ୨୧ ଆକ୍ରାନ୍ତ…
ପେଟ ଚିରି ସ୍ତ୍ରୀଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ
ସୀତାପୁର, ୨୯।୭: ଉତ୍ତର ପ୍ରଦେଶର ସୀତାପୁର ଜିଲାରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ସୀତାପୁର ହରଗ୍ରାମ ପୋଲିସ ଷ୍ଟେସନ ଅନ୍ତର୍ଗତ ମୋହାଲ ମିଲ୍ ବାଗିଆ ବଜାରରେ ଜଣେ ଯୁବକ ଅତି ନୃଶଂସ ଭାବେ ତାଙ୍କ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ…
ରାଜକୁମାରୀଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ, ୨୯।୭: ବହୁଚର୍ଚ୍ଚିତ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲରେ ଜଡ଼ିତ ହୋଇ ୭ ବର୍ଷ କାଳ କ୍ରିକେଟ୍ରୁ ବାସନ୍ଦ ହୋଇଥିବା ଭାରତୀୟ ଦଳର ଦ୍ରୁତ ବୋଲର ଏସ୍. ଶ୍ରୀସନ୍ଥଙ୍କ ବାସନ୍ଦାଦେଶ ଇତିମଧ୍ୟରେ ସମାପ୍ତ ହୋଇଛି। ଏବେ ସେ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବା…
କରୋନା ପ୍ରଭାବ: ଅଗଷ୍ଟ ୧୫ ଯାଏଁ କ୍ୱାରାଣ୍ଟାଇନ୍ରେ ରହିବେ ଅଧିକାରୀ
ନୂଆଦିଲ୍ଲୀ,୨୯।୭: ସମଗ୍ର ଦେଶରେ କରୋନା ମାମଲା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ଅଗଷ୍ଟ ୧୫କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନା ଯୋଗୁ ସ୍ବାଧୀନତା ଦିବସ କିଭଳି ସୁରୁଖୁରରେ ପାଳିତ ହେବ ଏବଂ ଲୋକେ ସଂକ୍ରମିତ ନ ହେବେ ସେଥିପାଇଁ…
ନିଆରା ଢ଼ଙ୍ଗରେ ରାଫାଲକୁ ସ୍ବାଗତ ଜଣାଇଲେ ମୋଦି
ନୂଆଦିଲ୍ଲୀ,୨୯।୮: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ ହେଉଛି ରାଫାଲ। ବୁଧବାର ରାଫାଲ ଯୁଦ୍ଧ ବିମାନ ଭାରତ ମାଟିରେ ପାଦ ରଖିଛି। ଅପରାହ୍ନରେ ହରିୟାଣାର ଅମ୍ବାଲା ଏୟାରବେସରେ ରାଫାଲ ଅବତରଣ କରିଥିଲା। ଏହି ସମୟରେ ଭାରତୀୟ ବାୟୁସେନାର କେତେକ…
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ କୋହଲି ଅପରିବର୍ତ୍ତିତ
ଦୁବାଇ,୨୯।୭(ପି.ଟି.): ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ବୋଲିଂ ତାଲିକାର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରି…
ସେଲ୍ଫି ନେବାପରେ ଜଣାପଡ଼ିଲା କ୍ରିକେଟର୍ଙ୍କୁ ହୋଇଛି କରୋନା
ନୂଆଦିଲ୍ଲୀ, ୨୯।୭: ପସନ୍ଦର ସେଲିବ୍ରିଟିଙ୍କୁ ଜୀବନରେ ଥରେ ହେଉନା କାହିଁକି ଭେଟିବାକୁ ସବୁ ପ୍ରଶଂସକଙ୍କ ସ୍ବପ୍ନ ଥାଏ। ଏପରିକି କେତେଜଣ ଭାଗ୍ୟଶାଳୀ ବ୍ୟକ୍ତି ଥାଆନ୍ତି ଯିଏକି ନିଜର ପସନ୍ଦର ସେଲିବ୍ରିଟିଙ୍କୁ ଅତି ନିକଟରୁ ଭେଟିବାର ସୁଯୋଗ ପାଇଥାନ୍ତି। ସେହି ଭାଗ୍ୟଶାଳୀ ପ୍ରଶଂସକଙ୍କ…
Archives


