ବିବାହର ପ୍ରଥମ ରାତିରୁ ସ୍ତ୍ରୀ ଟ୍ବିଙ୍କଲଙ୍କ ବିଷୟରେ ଏହି କଥା ଜାଣିପାରିଥିଲେ ଅକ୍ଷୟ କୁମାର

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଫଟୋ, ଭିଡିଓ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଖିଲାଡି ହିରୋ ଅକ୍ଷୟ କୁମାରଙ୍କର ଏକ କାହାଣୀ ଖୁବ୍‌ ଭାଇରାଲ ହେଉଛି। କିଛି ଦିନ ପୂର୍ବେ ସେ କମେଡିଆନ୍‌ କପିଲ ଶର୍ମାଙ୍କ ଟିଭି ଶୋ’ ‘ଦ କପିଲ ଶର୍ମା ଶୋ’ରେ ଯାଇଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ।
ଶୋ’ରେ ଅର୍ଚ୍ଚନା ପୂରନ ସିଂହ ଅକ୍ଷୟଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ସେ ଦେଇଥିଲେ। ଅର୍ଚ୍ଚନା ଗୋଟିଏ ପ୍ରଶ୍ନ କରିଥିଲେ, ଯେତେବେଳେ ସ୍ତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କ ସହ ଝଗଡ଼ା ହୁଏ କିଏ ଯିତିଥାନ୍ତି। ଏହାର ଉତ୍ତରରେ ଅକ୍ଷୟ କହିଥିଲେ ଯେ, ଟ୍ବିଙ୍କଲ ସବୁବେଳେ ଜିତିଥାନ୍ତି। ଏଥିସହ ଅକ୍ଷୟ ସ୍ତ୍ରୀ ଟ୍ବିଙ୍କଲଙ୍କ ବିଷୟରେ କହିଥିଲେ ଯେ, ବିବାହର ପ୍ରଥମ ରାତିରୁ ସେ ଜାଣିଯାଇଥିଲେ ଯେ, ଝଗଡ଼ା ହେଲେ ସ୍ତ୍ରୀଙ୍କଠାରୁ ସେ କେବେହେଲେ ଜିତିପାରିବେ ନାହିଁ।
ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଅକ୍ଷୟ କୁମାରଙ୍କ ପ୍ରେମ କାହାଣୀ ବହୁତ ଆକର୍ଷଣୀୟ ଥିଲା। କୁହାଯାଏ ଟ୍ବିଙ୍କଲଙ୍କ ଫିଲ୍ମ ‘ମେଲା’ ରିଲିଜ୍‌ ହେବା ପୂର୍ବରୁ ଅକ୍ଷୟ ତାଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଉକ୍ତ ସମୟରେ ଟ୍ବିଙ୍କଲ ଉତ୍ତର ଦେଇଥିଲେ ଯେ, ଫିଲ୍ମ ଫ୍ଲପ୍‌ ହେଲେ ବିବାହ କରିବେ। ଶେଷରେ ଫିଲ୍ମ ଫ୍ଲପ୍‌ ହେଲା ଏବଂ ସେମାନେ ବିବାହ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍‌ ବୋଲି କହିଥିଲେ ଇମରାନ୍‌: ମିଳିଥିଲା ଏଭଳି ଜବାବ

ବମ୍ବେ: ଅଭିନେତା ଭାବେ କମ୍‌ ବରଂ ସିରିୟଲ କିସର୍‌ ଭାବେ ଅଧିକ ଲୋକପ୍ରିୟ ଇମରାନ୍‌ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍‌ ରୋମାଣ୍ଟିକ୍‌।...

ଦୀପିକା ପାଦୁକୋଣଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋଣ ମଙ୍ଗଳବାର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ୨୦୦୭ରେ କିଙ୍ଗ୍‌ ଖାନ ତଥା ଶାହାରୁଖ ଖାନଙ୍କ ଅପୋଜିଟ୍‌ରେ ଡେବ୍ୟୁ...

ଫିଲ୍ମ ପରି ଥିଲା ରାଜ୍‌-ମନ୍ଦିରାଙ୍କ ପ୍ରେମ କାହାଣୀ: ବିବାହ ନଥିଲା ସହଜ ତା’ ପରେବି…

ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଏହି...

ପରଲୋକରେ ଲୋକପ୍ରିୟ ତେଲୁଗୁ ହାସ୍ୟ କଳାକାର ବେଣୁ ମାଧବ, ଶୋକରେ ବୁଡ଼ିଲା ଟଲିଉଡ୍‌

ମୁମ୍ବାଇ: ପରଲୋକରେ ତେଲୁଗୁ ସିନେମାଜଗତର ଲୋକପ୍ରିୟ ହାସ୍ୟ କଳାକାର ବେଣୁ ମାଧବ। ଦୀର୍ଘଦିନରୁ ଯକୃତ ଏବଂ ବୃକକ୍‌ ସମ୍ପନ୍ଧୀୟ ରୋଗରେ ପୀଡ଼ିତ ଥିବା ବେଣୁଙ୍କର ସ୍ବାସ୍ଥ୍ୟବସ୍ଥା...

ଓଟିଟିରେ ଧମାଲ କରିବେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ବକ୍ତିଗତ ଜୀବନ ସହ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ...

ଅଭିନୟ ଛାଡ଼ି ରାଜନୀତି ଆଡ଼କୁ ମନ ବଳାଇଲେଣି କଙ୍ଗନା! ଭବିଷ୍ୟତ ଯୋଜନା କିଛି ଏଭଳି…

ବମ୍ବେ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ତେବେ ଖାଲି ପରଦାରେ ନା...

ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ଦୀର୍ଘ ଏକ ବର୍ଷ ଡେଟ୍‌ କରିବା ପରେ…

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସନା ସୈୟଦ। ପ୍ରେମିକ ଇମାଦ ଶମ୍ସିଙ୍କୁ ବିବାହ କରିଛନ୍ତି ସେ। କରୋନା କଟକଣା ଯୋଗୁ...

ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲଙ୍କୁ ଏନ୍‌ସିବିର ସମନ

ମୁମ୍ବାଇ,୧୧ ।୧: ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ସମନ ଜାରି କରିଛି । ବଲିଉଡ୍ ଡ୍ରଗ୍ସ ମାମଲାରେ...

Advertisement
Archives

Model This Week