ପାର୍ବଣ ପୂର୍ବରୁ ପେଟ ଚିନ୍ତା
କାମାକ୍ଷାନଗର, ୩୧।୭(ଡି.ଏନ.ଏ.) – ଦିନ କେଇଟା ପରେ ପାଦ ଥାପିବ ପାର୍ବଣ। ମାଟିରେ ମାଟି ହୋଇ ମାଟିକୁ ଜୀବନ୍ତ ରୂପ ଦେଉଥିବା କାରିଗରଙ୍କୁ ଏତେବେଳକୁ ମିଳନ୍ତାନି ତର। ଅର୍ଡର ଦେବାକୁ ମୂର୍ତ୍ତିକାରଙ୍କ ଘର ଆଗରେ ଲାଗିଥାନ୍ତା ଲମ୍ବା ଲାଇନ୍। ହେଲେ କରୋନା…
ନୂଆ ନିଯୁକ୍ତି ପାଇଲେ ରେସ୍ଲର ବବିତା
ଚଣ୍ଡିଗଡ଼, ୩୦ା୭ (ପି.ଟି.)-ହରିୟାଣା ସରକାର ରେସ୍ଲର ବବିତା ଫୋଗତ୍ ଓ କବାଡ଼ି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ଉପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତିରେ ରହିଥିବା ସର୍ତ୍ତାବଳୀ ଅନୁସାରେ ଉଭୟେ ଏଣିକି କୌଣସି…
ମହାରାଷ୍ଟ୍ରରେ କରୋନା ନେଲାଣି ୧୦୦ ପୋଲିସଙ୍କ ଜୀବନ
ମୁମ୍ବାଇ, ୩୦।୭: କରୋନା ମହାମାରୀ ଦ୍ୱାରା ଭାରତରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରାଣଘାତୀ ଭାଇରସ୍ରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର…
କ୍ୟାପିଟାଲ ଥାନାର ୬ କର୍ମଚାରୀଙ୍କୁ କରୋନା
ଭୁବନେଶ୍ୱର, ୩୦ା୭(ବ୍ୟୁରୋ):ଭୁବନେଶ୍ୱରରେ ଏବେ ରାଜ୍ୟର କରୋନା ହବ୍ ପାଲଟିଛି। ଏଥିରୁ କରୋନା ଯୋଦ୍ଧା ମଧ୍ୟ ବାଦ ପଡ଼ିନାହଁାନ୍ତି। ଗୁରୁବାର ଗୋଟିଏ ଦିନରେ କ୍ୟାପିଟାଲ ଥାନାର ୬ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ କର୍ମଚାରୀମାନେ ନିୟମିତ ଥାନାକୁ ଆସୁଥିବାବେଳେ ଗୁରୁବାର…
କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା
ବୋକାରୋ, ୩୦।୭: ଷ୍ଟିଲ୍ ସିଟି ଭାବେ ପରିଚିତ ଝାଡ଼ଖଣ୍ଡର ବୋକାରୋ ସହରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଏହାକୁ ଗ୍ରହଣ କରି ନ ପାରି ମା’ ମଧ୍ୟ ଆଖି ବୁଜି ଦେଇଛନ୍ତି।…
ରାଜ୍ୟରେ ୫ ଲକ୍ଷ ଛୁଇଁଲା ଟେଷ୍ଟ ସଂଖ୍ୟା
ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ରାଜ୍ୟରେ କୋଭିଡ୍ ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ହେବ। ଏଥିପାଇଁ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ପ୍ରଥମ ୧୦ ସପ୍ତାହରେ ୧ଲକ୍ଷ କୋଭିଡ୍ ପରୀକ୍ଷା ହୋଇଥିଲା। ବର୍ତ୍ତମାନ ୫୪ ପରୀକ୍ଷାଗାର କାର୍ଯ୍ୟ କରୁଥିବାବେଳେ…
ମୋବାଇଲ ଚାର୍ଜର ତାରରେ ବେକ ଚାପି ୪ ବର୍ଷର ଝିଅକୁ ହତ୍ୟାକଲା ମା
ପୁନେ, ୩୦।୭: ମହାରାଷ୍ଟ୍ରର ପିମ୍ପରି-ଚିନଚ୍ବାଦ ସହରରୁ ଏକ ସହରରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ୪ ବର୍ଷର ଝିଅକୁ ହତ୍ୟା କରିଛନ୍ତି। ଝିଅ ଅଧିକ ଦୁଷ୍ଟାମୀ କରିବାରୁ ମହିଳାଜଣଙ୍କ ମୋବାଇଲ ଚାର୍ଜର ତାରରେ ଝିଅର…
ଅଧିକ ସାନିଟାଇଜର ବ୍ୟବହାର ଆଣିପାରେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟା: ଜାଣନ୍ତୁ…
କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ମୁକ୍ତି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ଆସିନାହିଁ। ଫଳରେ ସାମାଜିକ…
କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି ପୋଲିସ: ଜୀବନ ହାରିଲେ ନିର୍ଯାତିତା ନାବାଳିକା !
ଢେଙ୍କାନାଳ ଅଫିସ/ଭାପୁର(ଡି.ଏନ.ଏ.), ୩୦ା୭-ରାସ୍ତାରେ ଚଲାଇ ଦେଉ ନ ଥିଲେ। ମା’ବାପା ନ ଥିବା ବେଳେ ଘରେ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଲିଖିତ ଏତଲା ଦେବା ସତ୍ତ୍ୱେ ଏପରି ସମ୍ବେଦନଶୀଳ ଘଟଣା ପ୍ରତି ଆଖି ବୁଜିଦେଇଥିଲା ପୋଲିସ। ଲୋକଲଜ୍ଜା, ମାନସିକ ନିର୍ଯାତନା…
ଭିଡିଓ କନ୍ଫରେନ୍ସ ଜରିଆରେ ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର
ନୂଆଦିଲ୍ଲୀ, ୩୦।୭: ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଭିଡିଓ କନ୍ଫରେନ୍ସ ଜରିଆରେ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ଲିଭର ଫେଲ୍ୟୁଅର ହୋଇଥିବା ଏହି ରୋଗୀଜଣଙ୍କ ଆସାମ ବନ୍ୟାରେ ଫଶିଯାଇଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।…
ଓ୍ବିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍ରେ ନଜର ଆସିବେ ଫରହାନ
ବଲିଉଡ୍ରେ ଓ୍ବିଙ୍ଗ୍ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍ ନିର୍ମାଣକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରମୁଖ ଚରିତ୍ର ପାଇଁ ଶାହାରୁଖ୍ ଖାନ୍ଙ୍କଠାରୁ ଆମୀର ଖାନ୍, ଭିକି କୌଶଲଙ୍କ ନାମ ସମ୍ମୁଖକୁ ଆସିସାରିଛି। ହେଲେ ଏହି ଚରିତ୍ର…
ଚାଲିଗଲେ ସୌରଭ ଗାଙ୍ଗୁଲିଙ୍କ ପିଲାଦିନର କୋଚ୍
କୋଲକାତା, ୩୦।୭: ଭାରତର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ଥିବା ସୌରଭ ଗାଙ୍ଗୁଲିଙ୍କ ପିଲା ଦିନର କୋଚ୍ ଅଶୋକ ମୁସ୍ତାଫିଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ଅଶୋକ ଗୁରୁବାର ସକାଳେ…
Archives


