Home Left

କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା

ବୋକାରୋ, ୩୦।୭: ଷ୍ଟିଲ୍‌ ସିଟି ଭାବେ ପରିଚିତ ଝାଡ଼ଖଣ୍ଡର ବୋକାରୋ ସହରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଏହାକୁ ଗ୍ରହଣ କରି ନ ପାରି ମା’ ମଧ୍ୟ ଆଖି ବୁଜି ଦେଇଛନ୍ତି।…

ରାଜ୍ୟରେ ୫ ଲକ୍ଷ ଛୁଇଁଲା ଟେଷ୍ଟ ସଂଖ୍ୟା

ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସବୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ହେବ। ଏଥିପାଇଁ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ପ୍ରଥମ ୧୦ ସପ୍ତାହରେ ୧ଲକ୍ଷ କୋଭିଡ୍‌ ପରୀକ୍ଷା ହୋଇଥିଲା। ବର୍ତ୍ତମାନ ୫୪ ପରୀକ୍ଷାଗାର କାର୍ଯ୍ୟ କରୁଥିବାବେଳେ…

ମୋବାଇଲ ଚାର୍ଜର ତାରରେ ବେକ ଚାପି ୪ ବର୍ଷର ଝିଅକୁ ହତ୍ୟାକଲା ମା

ପୁନେ, ୩୦।୭: ମହାରାଷ୍ଟ୍ରର ପିମ୍ପରି-ଚିନଚ୍ବାଦ ସହରରୁ ଏକ ସହରରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ୪ ବର୍ଷର ଝିଅକୁ ହତ୍ୟା କରିଛନ୍ତି। ଝିଅ ଅଧିକ ଦୁଷ୍ଟାମୀ କରିବାରୁ ମହିଳାଜଣଙ୍କ ମୋବାଇଲ ଚାର୍ଜର ତାରରେ ଝିଅର…

ଅଧିକ ସାନିଟାଇଜର ବ୍ୟବହାର ଆଣିପାରେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟା: ଜାଣନ୍ତୁ…

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ମୁକ୍ତି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ଆସିନାହିଁ। ଫଳରେ ସାମାଜିକ…

କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି ପୋଲିସ: ଜୀବନ ହାରିଲେ ନିର୍ଯାତିତା ନାବାଳିକା !

ଢେଙ୍କାନାଳ ଅଫିସ/ଭାପୁର(ଡି.ଏନ.ଏ.), ୩୦ା୭-ରାସ୍ତାରେ ଚଲାଇ ଦେଉ ନ ଥିଲେ। ମା’ବାପା ନ ଥିବା ବେଳେ ଘରେ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଲିଖିତ ଏତଲା ଦେବା ସତ୍ତ୍ୱେ ଏପରି ସମ୍ବେଦନଶୀଳ ଘଟଣା ପ୍ରତି ଆଖି ବୁଜିଦେଇଥିଲା ପୋଲିସ। ଲୋକଲଜ୍ଜା, ମାନସିକ ନିର୍ଯାତନା…

ଭିଡିଓ କନ୍‌ଫରେନ୍ସ ଜରିଆରେ ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ, ୩୦।୭: ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଭିଡିଓ କନ୍‌ଫରେନ୍ସ ଜରିଆରେ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ଲିଭର ଫେଲ୍ୟୁଅର ହୋଇଥିବା ଏହି ରୋଗୀଜଣଙ୍କ ଆସାମ ବନ୍ୟାରେ ଫଶିଯାଇଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।…

ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଫରହାନ

ବଲିଉଡ୍‌ରେ ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ ନିର୍ମାଣକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରମୁଖ ଚରିତ୍ର ପାଇଁ ଶାହାରୁଖ୍‌ ଖାନ୍‌ଙ୍କଠାରୁ ଆମୀର ଖାନ୍‌, ଭିକି କୌଶଲଙ୍କ ନାମ ସମ୍ମୁଖକୁ ଆସିସାରିଛି। ହେଲେ ଏହି ଚରିତ୍ର…

ଚାଲିଗଲେ ସୌରଭ ଗାଙ୍ଗୁଲିଙ୍କ ପିଲାଦିନର କୋଚ୍‌

କୋଲକାତା, ୩୦।୭: ଭାରତର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ଥିବା ସୌରଭ ଗାଙ୍ଗୁଲିଙ୍କ ପିଲା ଦିନର କୋଚ୍‌ ଅଶୋକ ମୁସ୍ତାଫିଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ଅଶୋକ ଗୁରୁବାର ସକାଳେ…

ଗଣ୍ଡାକୁ ଆଲିଙ୍ଗନ କଲା ହାତୀ: ଦେଖନ୍ତୁ କେମିତି

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଖୁବ୍‌ ଆକର୍ଷଣୀୟ ହୋଇଛି। ଭିଡିଓରେ ଦେଖାଯାଇଛି, ଏକ ଗଣ୍ଡା ନଦୀ କୂଳରେ ବୁଲୁଛି। ସେହି ସମୟରେ ଏକ ହାତୀ ଉକ୍ତ…

୧୩ ବର୍ଷର ଏହି ପିଲାକୁ ଦେଖିଲେ କାହିଁକି ମାରିବାକୁ ଗୋଡ଼ାଉଛନ୍ତି ଲୋକେ, ଜାଣନ୍ତୁ…

ଅନେକ ପ୍ରକାରର ରୋଗ ବିଷୟରେ ଆମେ ଶୁଣିଛୁ। ମାତ୍ର ମଧ୍ୟପ୍ରଦେଶରେ ରହୁଥିବା ୧୩ ବର୍ଷର ବାଳକ ଲଳିତ ପାଟିଦାରଙ୍କୁ ଏକ ଅଜବ ପ୍ରକାର ରୋଗ ହୋଇଛି। ଯାହା ଫଳରେ ତାଙ୍କ ମୁହଁର ଲୋମ ୫ ସେଣ୍ଟିମିଟର ଲମ୍ବା ହୋଇଯାଇଛି। ଏହି ରୋଗ…

ଚଳିତ ବର୍ଷ ବିଳମ୍ବ ହୋଇପାରେ ଜାତୀୟ କ୍ରୀଡ଼ା ପୁରସ୍କାର

ନୂଆଦିଲ୍ଲୀ, ୩୦।୭(ପି.ଟି.)- କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ମାସେ କିମ୍ବା ୨ ମାସ ବିଳମ୍ବ ହୋଇପାରେ। ରାଷ୍ଟ୍ରପତି ଭବନରୁ ପରାମର୍ଶ ମିଳବା ପରେ ଏ ସମ୍ପର୍କରେ ଯାହାକିଛି ନିଷ୍ପତ୍ତି ନିଆଯିବ…

କୁମ୍ଭୀର ପାଟିରୁ ଖାଦ୍ୟ ଛଡାଇନେଲା ବାଘ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ କୁମ୍ଭୀର ପାଟିରେ ଥିବା ଖାଦ୍ୟକୁ ବାଘ ନେଇଯାଉଛି। ଭିଡିଓରେ, କୁମ୍ଭୀରଟି ଖାଦ୍ୟକୁ ନିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri