Home Left

ସେଲ୍ଫ କ୍ୱାରାଣ୍ଟାଇନ୍‌ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର କରୋନା ପଜିଟିଭ୍‌ ବାହାରିବା ପରେ କେନ୍ଦ୍ରମନ୍ତ୍ରୀମାନେ ଏବେ ନିଜକୁ ଆଇଶୋଲେଟ କରିବା ଆରମ୍ଭ କରିଦେଇଛନ୍ତି। ଆଉ ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ର ଯୋଗାଯୋଗ ଓ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସୋମବାର ରବିଶଙ୍କର…

କରୋନା ମୁକାବିଲା ପାଇଁ ହୋମିଓପାଥିକ୍‌ ଓଷଧ ବଣ୍ଟନ: ସମ୍ବର୍ଦ୍ଧିତ ହେଲେ ଝାରସୁଗୁଡ଼ାର ୨ ଡାକ୍ତର

ଝାରସୁଗୁଡା ଅଫିସ,୩ା୮: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟିକା ବାହାରି ନାହିଁ। ଏଣୁ ସରକାର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦେଇ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡା କାଳି ମନ୍ଦୀର ପରିସରରେ କାଲିବାଡି ଦୁର୍ଗାପୁଜା କମିଟି…

ନେଓଓ୍ବାଇଜ୍‌ ଧୂମକେତୁ

”ଚଳିତବର୍ଷ ପ୍ରାରମ୍ଭରେ ଆମ ଆକାଶକୁ ଆସିଥିବା ଦୁଇଟି ଧୂମକେତୁ ‘ଆଟଲାସ୍‌’ ଏବଂ ‘ଶ୍ୱାନ୍‌’ ଆମର ଦୃଷ୍ଟିଗୋଚର ହୋଇପାରି ନ ଥିଲେ ହେଁ ବର୍ତ୍ତମାନର ‘ନେଓଓ୍ବାଇଜ୍‌’କୁ ଆମେ ଖାଲି ଆଖିରେ ଦେଖିପାରୁଛେ। ବୈଜ୍ଞାନିକମାନେ ‘ସି-୨୦୨୦ ଏଫ-୩’ ତାଲିକାଭୁକ୍ତ କରିଥିବା ଏହି ଧୂମକେତୁ ବିଗତ…

ଗୀତ ଅଭ୍ୟାସ କରୁଛି ରୋହିତ୍‌ଙ୍କ ପୋଷା କୁକୁର

ମୁମ୍ବାଇ, ୩।୮: ଏବେ ମୁମ୍ବାଇର ରାଇଟର ତଥା କମେଡିଆନ୍‌ ରୋହିତ୍‌ ନାୟାରଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ୨୯ ସେକେଣ୍ଡର ଭିଡ଼ିଓରେ ରୋହିତ୍‌ ନିଜ ପୋଷା କୁକୁର ଜୋଏ ସହିତ ଗୀତ ଗାଉଥିବାରୁ ଦେଖିବାକୁ ମିଳୁଛି।…

କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି

ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସମଗ୍ର ଦେଶ ଏହାର ଟିକା ବା ଔଷଧ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି।…

ଭଉଣୀଙ୍କୁ ଏମିତି ଉପହାର ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଆଜି ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ଫିଲ୍ମ ଷ୍ଟାର୍‌ମାନେ ମଧ୍ୟ ଏହି ଦିନଟିକୁ ବିଶେଷ ଭାବରେ ପାଳନ କରୁଛନ୍ତି। ଅଭିନେତା ଅକ୍ଷୟ କୁମାର ଆଜିର ଦିନରେ ତାଙ୍କ ଭଉଣୀ ଅଲ୍‌କା ଭାଟିଆଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି।…

ରକ୍ଷାବନ୍ଧନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ବାର୍ତ୍ତା ପଠାଇଲେ ସୁରସାମ୍ରାଜ୍ଞୀ: ମୋଦି ଏଭଳି ରଖିଲେ ଜବାବ

ମୁମ୍ବାଇ,୩।୮: ସମଗ୍ର ଦେଶରେ ସୋମବାର ପବିତ୍ର ରକ୍ଷାବନ୍ଧନ ପାଳିତ ହେଉଛି। ଭାଇଭଉଣୀଙ୍କ ପବିତ୍ର ବନ୍ଧନକୁ ଦର୍ଶାଉଥିବା ରାକ୍ଷୀ ସବୁ ପର୍ବଠାରୁ ଅନ୍ୟତମ। ବର୍ଷକୁ ଥରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଅନେଇ ବସିଥାନ୍ତି। ଆଉ ଭାଇମାନେ ସାରା ଜୀବନ ତାଙ୍କର…

ଅମିତ ଶାହାଙ୍କ ଆରୋଗ୍ୟ କାମନାକରି ପୁରୀ ଜିଲା ଭାଜପା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଦୀପ ଦାନ

ପୁରୀ ଅଫିସ, ୩।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍‌ ପରୀକ୍ଷାରୁ କରୋନା ପଜିଟିଭ ଜଣାପଡ଼ିବା ପରେ ରବିବାର ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଶାହାଙ୍କ ଆଶୁ ଆରୋଗ୍ୟ କାମନାକରି…

ଡାକିଲା ଭଉଣୀର ସ୍ନେହ: ବନ୍ଧୁକ ଛାଡ଼ି ଫେରି ଆସିଲେ ଭାଇ, ଜାଣିଲେ ଆଖିରେ ରହିବନି ଲୁହ

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ଜଣେ ଭଉଣୀର ସ୍ନେହ ଓ ମମତା ଡାକିବାରୁ ବନ୍ଧୁକ ଛାଡ଼ି ଫେରି ଆସଛନ୍ତି ଭାଇ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଭାଇ ଭଉଣୀର ନିଆରା ସମ୍ପର୍କ ଜଣେ ଭାଇକୁ ମାଓବାଦୀରୁ କରିଛି ସାଧାରଣ ମଣିଷ। ଏଭଳି ଦୃଶ୍ୟ…

ଗଛରେ ରାଖୀ ବାନ୍ଧିଲେ ସ୍କୁଲ ପିଲା

ମୋରାଦାବାଦ୍‌, ୩।୮: ପବିତ୍ର ରକ୍ଷାବନ୍ଧନକୁ ନିଆରା ଢଙ୍ଗରେ ଉତ୍ତରପ୍ରଦେଶ ମୋରାଦାବାଦର ସ୍କୁଲ ପିଲା ପାଳନ କରିଛନ୍ତି। ପରିବେଶ ସୁରକ୍ଷା ଅଭିଯାନକୁ ସ୍କୁଲ ପିଲା ଗୁରୁତ୍ୱ ଦେଇ ବୃକ୍ଷ ବଞ୍ଚାଅ, ଜୀବନ ବଞ୍ଚାଅ ସଚେତନତା ବାର୍ତ୍ତା ଲେଖା ଥିବା ରାଖୀ ଗଛରେ ବାନ୍ଧିଛନ୍ତି।…

ଝାରସୁଗୁଡ଼ାରେ ୧,୧୬୧ କାଳିଆ ହିତାଧୀକାରୀଙ୍କୁ ଟଙ୍କା ଫେରସ୍ତ ନୋଟିସ୍‌: ଜାଣନ୍ତୁ କେଉଁ ଜିଲାରୁ କେତେ ରହିଛନ୍ତି

ଝାରସୁଗୁଡ଼ା ଅଫିସ,୩ା୮: ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ କାଳିଆ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ସହାୟତା ପାଇଥିବା ଚାଷୀମାନଙ୍କୁ ଅଯୋଗ୍ୟ ଦର୍ଶାଯାଇ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଚିହ୍ନଟ କରି ନୋଟିସ୍‌ ଜାରି କରାଯାଇଛି।…

ଆତ୍ମହତ୍ୟା ପୂର୍ବରୁ ଗୁଗଲ୍‌ରୁ ଏହି ୪ ଜିନିଷ ଅଧିକଥର ସର୍ଚ୍ଚ କରୁଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଦେଢମାସ ପୂରିଲାଣି। କିନ୍ତୁ ଏବେ ବି ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ। ପ୍ରତିଦିନ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ଏବେ ତାଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri