ଏଲ୍ଓସିର ସୁରକ୍ଷା ଦାୟିତ୍ୱ ଏବେ ମହିଳା ଅଫିସରଙ୍କ ହାତରେ…
ଶ୍ରୀନଗର, ୫।୮: ଏବେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା(ଏଲ୍ଓସି)ର ସୁରକ୍ଷା ଦାୟିତ୍ୱ ମହିଳା ଅଫିସରଙ୍କ ହାତରେ ରହିଛି। ଏଠାରେ ଆସାମ ରାଇଫଲ୍ସ୍ର ମହିଳା ଅଫିସରଙ୍କୁ ପ୍ରଥମ ଥର ପାଇଁ ମୁତୟନ କରାଯାଇଛି। ହାତରେ ରାଇଫଲ୍ ଧରି ମହିଳା…
ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା
ଚିତ୍ରକୋଣ୍ଡା, ୫।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍ଏଫ କ୍ୟାମ୍ପରେ ଜଣେ ଯବାନ ନିଜ ସର୍ଭିସ ରିଭଲବଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏହି ଅଘଟଣ ଘଟିଛି ମଙ୍ଗଳବାର ବିଳମ୍ବିତ ରାତିରେ। ଯବାନଜଣଙ୍କ ରାଜସ୍ଥାନର ଶେଷ କର୍ଣ୍ଣ ବୋଲି ଜଣାପଡିଛି।…
ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଘରେ କରୋନା
ନୂଆଦିଲ୍ଲୀ, ୫।୮: ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଗୋଗୋଇଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ରଞ୍ଜନ ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ…
ଭଦ୍ରକ କଟସାହି ପଞ୍ଚାୟତର ୩ ୱାର୍ଡ ଆଜିଠାରୁ ଶଟ୍ଡାଉନ
ଧାମନଗର,୫।୮(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ସରପଞ୍ଚ ଅଞ୍ଜନା ଲେଙ୍କା ପଞ୍ଚାୟତର ୩ଟି ଓ୍ବାର୍ଡ ୧,୨,୩ କୁ ବୁଧବାରଠାରୁ ଶଟ୍ଡାଉନ ଘୋଷଣା କରିଛନ୍ତି। ଧାମନଗର କୋଅପରେଟିଭ ବ୍ୟାଙ୍କର ଜଣେ କର୍ମଚାରୀ ପଜିଟିଭ ବାହାରିବା…
ବିଶ୍ୱର ଦାମୀ କାର୍ କିଣିଲେ ଏହି ବ୍ୟକ୍ତି, ଜାଣନ୍ତୁ କେତେ ରହିଛି ଦାମ୍
ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଦୁନିଆର ସବୁଠୁ ଦାମୀ କାର ବୁଗାଟୀ ଲା କିଣିଛନ୍ତି। ଏହି କାରର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କାର କିଣିବା ପାଇଁ ରୋନାଲଡୋ ପ୍ରାୟ ୭୫ କୋଟି ଖର୍ଚ୍ଚ କରିଛନ୍ତି। ଏହି କାର…
ଟୁଇନ୍ ସିଟିରେ ସନ୍ଧ୍ୟା ୬ଟାରୁ ୨ ମିନିଟ୍ ବନ୍ଦ ରହିବ ଟ୍ରାଫିକ୍, ଜାଣନ୍ତୁ କାହିଁକି…
ଭୁବନେଶ୍ୱର, ୫।୮(ବ୍ୟୁରୋ): ବୁଧବାର ଟୁଇନ୍ ସିଟି ଭୁବନେଶ୍ୱର ଏବଂ କଟକରେ ୨ ମିନିଟ ପାଇଁ ଟ୍ରାଫିକ ବନ୍ଦ ରହିବ। କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ନିରବ ପ୍ରାର୍ଥନା ଲାଗି ସନ୍ଧ୍ୟା ୬ଟାରୁ ୬ଟା ୨ ପର୍ଯ୍ୟନ୍ତ ଟ୍ରାଫିକ ବନ୍ଦ ରହିବ। ଏ ନେଇ…
ଗଞ୍ଜାମ ଏନ୍ଏସିରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୦, ୧ ମୃତ
ଗଞ୍ଜାମ,୫।୮(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ଜଣାପଡିଛି l ଏହି ଏନ୍ଏସିରେ ଗତ ଜୁନ୍ ମାସରେ ପ୍ରଥମ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ l ବର୍ତ୍ତମାନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଛି।…
ଧୋତି, କୁର୍ତ୍ତା ପିନ୍ଧି ଅଯୋଧ୍ୟା ଅଭିମୁଖେ ମୋଦି
ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ବାହାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବେଶଭୂଷା ମଧ୍ୟ ରାମଙ୍କ ରଙ୍ଗରେ ରଙ୍ଗେଇ ହୋଇଛି। ସାଧାରଣତଃ ଚୁଡିଦାର ପାଇଜାମା ଏବଂ କୁର୍ତ୍ତା…
କଟକ ଏସ୍ସିବି ମେଡିକାଲରେ ୧୦୦ ୟୁନିଟ ପ୍ଲାଜମା ସଂଗ୍ରହ
କଟକ ଅଫିସ,୫।୮: କଟକ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପ୍ଲାଜମା ସଂଗ୍ରହ ୧୦୦ ୟୁନିଟ ଛୁଇଁଛି। କରୋନା ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଉଛି। ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି, ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଉଛି। ପ୍ରକାଶ ଯେ,…
କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ
ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି। ହେଲେ ଏହି ରୋଗଠାରୁ ମଧ୍ୟ ଆଉ ଏକ…
ଆକାଶରୁ ଶୁଭୁଛି ‘ଜୟ ଶ୍ରୀରାମ’
ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୁମି ପୂଜନ ସମାରୋହ ବୁଧବରାର ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୂମି ପୂଜନକୁ ନେଇ ଅଯୋଧ୍ୟାରେ ଏକ ଉତ୍ସବର ପରିବେଶ ରହିଛି। ଅଯୋଧ୍ୟାକୁ…
ରିୟାଙ୍କ ମାୟାଜାଲରୁ ମୁକୁଳାଇବା ଲାଗି ଭଉଣୀଙ୍କୁ ଅନୁରୋଧ କରିଥିଲେ ସୁଶାନ୍ତ
ମୁମ୍ବାଇ, ୫।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅଧିକ ରହସ୍ୟମୟ ହେବାରେ ଲାଗିଛି। ସମ୍ପ୍ରତି ସୁଶାନ୍ତଙ୍କ ବଡ଼ ଭଉଣୀ ରାନୀଙ୍କ ମନ୍ତବ୍ୟ ଆତ୍ମହତ୍ୟାକୁ ହତ୍ୟା ଭଳି ପ୍ରତିପାଦିତ କରିଛି। ରାନୀ କହିଛନ୍ତି ଯେ, ସୁଶାନ୍ତ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କଠାରୁ…
Archives


