Home Left

ଏହି ଦେଶରେ ସାପ ମାଂସକୁ ପୁଷ୍ଟିକର ଖାଦ୍ୟ ଭାବେ ଖିଆଯାଏ, ଦୂର ହୋଇଥାଏ ଅନେକ ରୋଗ

ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକଙ୍କ ଖାଦ୍ୟପେୟ ଭିନ୍ନ ଭିନ୍ନ। କେତେକ ସ୍ଥାନରେ ଏପରି ଅଜବ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ଦେଶ ହେଉଛି ଭିଏତନାମା। ଏହି ଦେଶର ଲୋକମାନେ ସାପକୁ ସ୍ବାଦିଷ୍ଟ ଏବଂ…

ପୁରୀ ସହକାରୀ ବନ ସଂରକ୍ଷକଙ୍କ ଅଫିସ୍‌ ସମେତ ଏସବୁ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ପୁରୀ ଅଫିସ,୫।୮: ପୁରୀ ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ବାଇଁଙ୍କ ଘରେ ବୁଧବାର ବେଆଇନ୍‌ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଏକ କାଳୀନ ଭିଜିଲାନ୍ସର ୫ଟି ଟିମ୍‌ ଏହି ଚଢ଼ାଉ କରୁଛନ୍ତି। ପୁରୀରେ ଥିବା ଅଫିସ୍‌, ଭଡ଼ା…

କରୋନାରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଗଲେ ଚୋର, ଆଉ ତା’ପରେ

କୋଏମ୍ବାଟୁର,୫।୮: ତାମିଲନାଡୁର କୋଏମ୍ବାଟୁରରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ରୋଗରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଯାଇଛନ୍ତି ଚୋର। ଗତ ସୋମବାର କୋଏମ୍ବାଟୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସମ୍ପୃକ୍ତ ମହିଳା ଭର୍ତ୍ତି ହୋଇଥିଲେ। ଝିଅ ବି…

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମିଳିଲା ଏହି ବଡ଼ ସଫଳତା, ଜାଣନ୍ତୁ…

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବହୁ ପ୍ରତିକ୍ଷିତ ମୋଡ ଆସିଛି। ଦୀର୍ଘ ଦିନ ଧରି ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି ହୋଇ ଆସୁଥିଲା। ଶେଷରେ ତାହା ହିଁ ହୋଇଛି। ବିହାର ସରକାର ଏଥିନେଇ ସୁପାରିସ…

ଗୁଗଲ୍‌ ମ୍ୟାପ୍‌ରେ ଏହି ଘରକୁ ବହୁମାତ୍ରାରେ କରାଯାଉଛି ସର୍ଚ୍ଚ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେକ୍ସିକୋ ସିଟିରେ ‘ଆଭେନିଡା ଇଜଟୋକ୍ଲୋକ୍‌-୯’ ଠିକଣା ଥିବା ଘରକୁ ଆଜିକାଲି ଗୁଗଲ ମ୍ୟାପ୍‌ରେ ଖୁବ୍‌ ସର୍ଚ୍ଚ କରାଯାଉଛି। ଏହାର କାରଣ ହେଲା ଘରର କାନ୍ଥ ଏବଂ ପାଚେରୀ ଅଜବ କଣ୍ଢେଇରେ ସବୁ ସଜାଯାଇଛି। ଏହି କଣ୍ଢେଇ ଯୋଗୁ ଘର ଭୟାନକ ଦିଶୁଛି।…

୫୦୦ ବର୍ଷ ଭିତରେ ମୋଦି ସବୁଠୁ ବଡ ନେତା, କହିଲେ ଏହି ରାଜ୍ୟର ମନ୍ତ୍ରୀ

ଭୋପାଳ,୫।୮: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୁମି ପୂଜନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଭୂମି ପୂଜନକୁ ନେଇ ଅଯୋଧ୍ୟାରେ ଏକ ଉତ୍ସବର ପରିବେଶ ରହିଛି। ରାଷ୍ଟ୍ରୀୟ ସ୍ବୟଂ ସେବକ…

ଏହି ୪ ପ୍ରକାର ବ୍ୟକ୍ତିଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ: ହୋଇଯିବେ ନଷ୍ଟ

ମନୁଷ୍ୟ ଜୀବନରେ ସୁସଙ୍ଗର ଅଭାବ ରହିବା କୁସଙ୍ଗ ଅପେକ୍ଷା ଭଲ ବୋଲି ବିବେଚନା କରାଯାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି ଲୋକମାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାଙ୍କଠାରୁ ଦୂରରେ ରହିବା ଉଚିତ। ଏପରି ଲୋକମାନେ କଦାପି ତୁମର ଭଲ ଚିନ୍ତା…

ଗଜପତି ନଗରରେ ଗୋଷ୍ଠୀ ସଂଘର୍ଷ

ବ୍ରହ୍ମପୁର ଅଫିସ,୫।୮: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତି ନଗରରେ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ ଗୋଷ୍ଠୀର ବିକାଶ ପ୍ରଧାନ(୨୦) ଓ ତାଙ୍କ ୨ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।…

ଜୁଆ ଖେଳ ଯୋଗୁ ଏହି ପ୍ରସିଦ୍ଧ ଅଭିନେତାଙ୍କ ଉଜୁଡି ଯାଇଥିଲା ବୈବାହିକ ସଂସାର

ଜୁଆ ଖେଳର ନିଶା ଯୋଗୁ କେତେ ଘର ନଷ୍ଟ ହୋଇଯାଇଛି। ଏହାର ଏକ ବଡ଼ ଉଦାହରଣ ହେଉଛି ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅଭିନେତା ଅରବାଜ ଖାନ। ଜୁଆ ଖେଳ ଯୋଗୁ ଏହି ହୁହିଁଙ୍କ ବୈବାହିକ ଜୀବନରେ ପଡିଛି ଯବନିକା। ଯଦିଓ…

୭.୬ କୋଟି ବର୍ଷ ତଳେ ଏହି ଜୀବକୁ ହୋଇଥିଲା କ୍ୟାନସର, ବୈଜ୍ଞାନିକମାନେ ଦେଲେ ସୂଚନା

ପ୍ରଥମ ଥର ପାଇଁ ରିସର୍ଚ୍ଚ କରି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଡାଇନୋସରକୁ କ୍ୟାନସର ହୋଇଥିଲା। ୭.୬ କୋଟି ବର୍ଷର ପୁରୁଣା ଡାଇନୋସରର ଯେଉଁ ହାଡ଼ ଭାଙ୍ଗିଥିଲା ବୋଲି କୁହାଯାଉଥିଲା ତାହା କ୍ୟାନସର ଥିଲା। ଏହି ହାଡ଼ ୧୯୮୯ରେ କାନାଡାର ଅଲବର୍ଟା…

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ: ଜାଣନ୍ତୁ କାହିଁକି…

ଡେଟିଂ ଉପରେ ଆଧାରିତ ଟିଭି ରିଆଲିଟି ଶୋ’ ‘ମୁଝ୍‌ସେ ଶାଦି କରୋଗେ’ରୁ ଘରେ ଘରେ ପରିଚିତ ହୋଇସାରିଥିବା ଅଭିନେତ୍ରୀ ହେଉଛନ୍ତି ଆଞ୍ଚଲ ଖୁରାନା। ମଙ୍ଗଳବାର ସନ୍ଧ୍ୟାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଗାଡି ତାଙ୍କ କାରକୁ ଧକ୍କା ଦେବାରୁ…

କିଏ ସେହି ୪ ଆଇଏଏସ୍‌ ଅଫିସର, ଯାହାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ୟୁପିଏସ୍‌ସି ଟପ୍ପର ହେଲେ ପ୍ରଦୀପ

ନୂଆଦିଲ୍ଲୀ,୫।୮: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହରିୟାଣାର ସୋନେପତ୍‌ ଜିଲା ନିବାସୀ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଯତୀନ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri