Home Left

ମୋଦି ରାମମନ୍ଦିର ଭୂମିପୂଜନ କରୁଥିବା ସମୟରେ ପଶିଆସିଲେ ୨ ଛେଳି, ଆଉ ତା’ ପରେ…

ନୂଆଦିଲ୍ଲୀ,୫ା୮: ରାମମନ୍ଦିର ଭୂମି ପୂଜା ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି କଡ଼ା ସୁରକ୍ଷା ମଧ୍ୟରେ ଅଜବ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁପଟରେ ଭୂମି ପୂଜା କରୁଥିଲେ, ସେଠାକୁ ଦୁଇଟି ଛେଳି ପଶି ଆସିଥିଲେ।…

ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ

ଭଞ୍ଜନଗର,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍‌ ରହିବ। ରାଜ୍ୟ ସରକାର ଏବଂ କଳିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍ସ)ର ମିଳିତ ସହଯୋଗରେ…

ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ

ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ ଜନତା ହୁଅନ୍ତୁ କି ନେତା କିମ୍ବା ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଇତିମଧ୍ୟରେ…

ମନ ଜିଣୁଛି ସୁଦର୍ଶନଙ୍କ ‘ଜୟ ଶ୍ରୀରାମ’ ବାଲୁକାକଳା

ଭୁବନେଶ୍ୱର,୫।୮(ବ୍ୟୁରୋ): ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିର ଲାଗି ବୁଧବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିଛନ୍ତି। ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବର ବାତାବରଣ ଦେଖିବାକୁ ମିଳିଛି। ଏହି…

ଦାରିଙ୍ଗବାଡ଼ି ବିଡିଓଙ୍କୁ କରୋନା

ଦାରିଙ୍ଗବାଡ଼ି,୫।୮(ଡି.ଏନ୍‌.ଏ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲାର ବିଭିନ୍ନ ବ୍ଲକରେ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦାରିଙ୍ଗବାଡ଼ି ବିଡିଓ ମଧ୍ୟ କରୋନାରେ  ଆକ୍ରାନ୍ତ ହୋଇଛନ୍ତି। ଏହା ସହ ବୁଧବାର ଜିଲାରୁ ୨୦…

ପୂର୍ବତନ ଡିଜିପି ଏସ୍‌.ଏନ୍‌. ତିଓ୍ବାରୀଙ୍କ ପରଲୋକ

ଭୁବନେଶ୍ୱର,୫।୮(ବ୍ୟୁରୋ): ପୂର୍ବତନ ପୋଲିସ ଡିଜି ଏସ୍‌.ଏନ୍‌. ତିଓ୍ବାରୀଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ତିଓ୍ବାରୀଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି।

ଲିଭ୍‌ ଇନ୍‌ରେ ରହି ବି ଏହି ଅଭିନେତ୍ରୀ ଅଭିନେତା ପରେ ହୋଇଛନ୍ତି ଅଲଗା

ମୁମ୍ବାଇ: ପାଶ୍ଚାତ୍ୟ ସଂସ୍କୃତିକୁ ଅନୁସରଣ କରି ଭାରତରେ ମଧ୍ୟ ଲିଭ୍‌ ଇନ୍‌ ସମ୍ପର୍କ ଏକ ସାଧାରଣ କଥା ହୋଇଗଲାଣି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ର ଅଭିନେତ୍ରୀ ଆଉ ଅଭିନେତା। ଏମାନଙ୍କ ମଧ୍ୟରୁ କେତେକ ଯୋଡ଼ି ସଫଳ ହୋଇଥିବା ବେଳେ ଆଉ କେତେକ…

ଦିଲ୍ଲୀରେ ନୟନାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଲୋକପ୍ରିୟ ସାମ୍ବାଦିକ, ଆଉ ତା’ ପରେ…

ରବିଶ କୁମାର। ସାମ୍ବାଦିକତା ଜଗତର ଜଣେ ପରିଚିତ ନାମ। ଏକାଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। କର୍ମ ଜୀବନକୁ ଛାଡ଼ିଦେଲେ ରବିଶଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ହୁଏତ ସେତେଟା ଆପଣ ଜାଣି ନ ଥାଇପାରନ୍ତି। ତେବେ ପ୍ରେମ ଉପରେ ରବିଶ ଏକ…

ସାବଧାନ! ଚେୟାରରେ ବସି କରୁନାହାନ୍ତି ତ ଏମିତି ଭୁଲ୍‌

ଅଫିସରେ କାମ କରୁଥିବା ସମୟରେ ଦୀର୍ଘ ଘଣ୍ଟା ଧରି ଚେୟାରରେ ବସିବାକୁ ପଡ଼ିଥାଏ। ଏପରିକି ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବସି ରହି କାର୍ଯ୍ୟ କରିବାକୁ ପଡ଼ିଥାଏ। ତେଣୁ ଯଦି ଏପରି କରୁଥାନ୍ତି ତେବେ କେତେକ ଦିଗ ପ୍ରତି ନଜର ଦେବା…

ସିଗାରେଟ୍‌ ଛାଡି ଜମାକଲେ ଟଙ୍କା: ସେଥିରେ ତିଆରିକଲେ ଘର

ସ୍ମୋକିଂ ବା ସିଗାରେଟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସମସ୍ତେ ଜାଣନ୍ତି। ମାତ୍ର ଏହି ଅଭ୍ୟାସ ଥିବା ବ୍ୟକ୍ତିଙ୍କ ପାଇଁ ଏହାକୁ ଛାଡିକା କଷ୍ଟକର। ତେବେ କେରଳର ଜଣେ ବ୍ୟକ୍ତି ସିଗାରେଟ ଛାଡିଦେଇଛନ୍ତି। ଏଥିପାଇଁ ଖର୍ଚ୍ଚ କରୁଥିବା ଟଙ୍କାକୁ ସେ ଜମାରଖି…

ଏହି ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ହଜାରେ: ପୁଣି ଜଣେ ରିପିଟ୍‌ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୫।୮(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ହଜାରେ ଟପିଯାଇଛି । ବୁଧବାର ଜିଲାରେ ପୁଣି ୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣେ ପୁନର୍ବାର ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲାପାଳ ମଧୂସୁଦନ ମିଶ୍ର କହିଛନ୍ତି।…

ପ୍ରଥମ ଭେଟରେ ପ୍ରେମିକାଙ୍କୁ ନମସ୍କାର କହିଥିଲେ ଏହି ବିଦେଶୀ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିବା ଏବି ଡି ଭିଲିୟର୍ସଙ୍କ ପ୍ରେମ କାହାଣୀ ବେଶ୍‌ ନିଆରା। ଏବିଙ୍କୁ ୨୩ ବର୍ଷ ହୋଇଥିଲାବେଳେ ସେ କ୍ରିକେଟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେହି ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri