ନାଗ ମୃତ୍ୟୁର ପ୍ରତିଶୋଧ ନେଲା ନାଗୁଣୀ; ୨ ଦିନରେ ୨୬ ଜଣଙ୍କୁ କାମୁଡ଼ିଲା
ବହରାଇଚ, ୫।୮: ଜଣେ କି ଦୁଇଜଣ ନୁହେଁ। ଦୁଇ ଦିନରେ ୨୬ ଜଣ ଲୋକଙ୍କୁ ଦଂଶନ କଲା ନାଗୁଣୀ। ଏହା କୌଣସି ଫିଲ୍ମର କାହାଣୀ ପରି ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଉତ୍ତର ପ୍ରଦେଶର ବହରାଇଚ ଜିଲାରୁ ଚକିତ କଲାଭଳି ନାଗୁଣୀର…
ଶେଷରେ କଳିଯୁଗ ଶବରୀଙ୍କର ପୂରା ହେଲା ତପସ୍ୟା
ଭୋପାଳ,୫।୮: ବହୁ ପ୍ରତୀକ୍ଷିତ ଐତିହାସିକ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରି ମନ୍ଦିରର ମୂଳଦୁଆ ପକାଇବା ସହ ଶିଳାନ୍ୟାସ କରିଛନ୍ତି। ଭଗବାନ ରାମଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରାୟ…
ଆସୁଛି ଆଉ ଏକ ଲଘୁଚାପ: ୯ରୁ ୧୨ ଯାଏ ବର୍ଷିବ
ଭୁବନେଶ୍ୱର,୫ା୭(ବ୍ୟୁରୋ)-ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନେ ଆଶ୍ୱସ୍ତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁ ରାଜ୍ୟରେ ମରୁଡ଼ି ଆଶଙ୍କା ମଧ୍ୟ କେତେକାଂଶରେ ଟଳିଯାଇଛି। ରାଜ୍ୟରେ…
ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍ଙ୍କ ସ୍ତ୍ରୀ ଜଣେ ଡ୍ୟାନ୍ସ ଶିକ୍ଷୟତ୍ରୀ
ମୁମ୍ବାଇ: ଭାରତୀୟ ଘରୋଇ କ୍ରିକେଟ୍ ତଥା ମୁମ୍ବାଇ ଦଳର ଜଣେ ପ୍ରମୁଖ ବ୍ୟାଟ୍ସମ୍ୟାନ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇଫିଏଲ୍)ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ମୁମ୍ବାଇ ଜନ୍ମିତ ସୂର୍ଯ୍ୟକୁମାର ୭ ଜୁଲାଇ ୨୦୧୬ରେ ଦେବିଶା…
ପୁତ୍ର ଭକ୍ତିରେ ବିହ୍ବଳ ମା’
ନୂଆଦିଲ୍ଲୀ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି। ରାମନଗରୀରେ ହୋଇଥିବା ଏହି ଭବ୍ୟ ଆୟୋଜନରେ ମୋଦି ପ୍ରଥମେ ୯ଟି ଇଟାରେ ରାମ ମନ୍ଦିରର ମୂଳଦୂଆ ପକାଇଥିଲେ। କରୋନା ସଙ୍କଟ ଯୋଗୁ ଏହି କାର୍ଯ୍ୟକ୍ରମରେ…
ସ୍ତ୍ରୀ, ପୁଅକୁ ନେଇ ଘରେ ପହଞ୍ଚିଲେ ପାଣ୍ଡ୍ୟା; ଭାଉଜ କଲେ ଏପରି ସ୍ବାଗତ
ନୂଆଦିଲ୍ଲୀ, ୫।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ପିତୃତ୍ୱ ଲାଭ କରିଥିଲେ। ତାଙ୍କ ସ୍ତ୍ରୀ ତଥା ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଗତ ଜୁଲାଇ ୩୦ରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ହସ୍ପିଟାଲରେ ପାଖାପାଖି…
ବିଲେଇର ସର୍ଜିକାଲ ଷ୍ଟ୍ରାଇକ୍: ଦେଖିଲେ ଲାଗିବ ଡ଼ର
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ବୋତଲରେ ପାଣି ଦେଖି ପାଖକୁ ଆସିଲା ହାତୀ, ଆଉ ତାପରେ…
ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ସେଭଳି ବର୍ତ୍ତମାନ ହାତୀର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀ ବୋତଲରେ ପାଣିଥିବା ଦେଖି ଆସୁଛି ଓ ସେଥିରୁ ପାଣି ପିଉଛି। ଶୁଣ୍ଢରେ ବଟଲ୍…
ଭୂମି ପୂଜନ ଅବସରରେ ଗୀତ ଗାଇଲେ ଏହି ରାଜନେତା
ମୁମ୍ବାଇ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ଶିଳାନ୍ୟାସ କରିଛନ୍ତି। କରୋନା ଯୋଗୁ ଏହି ଅବସରରେ କେବଳ ଅଳ୍ପସଂଖ୍ୟକ ଅତିଥି ହିଁ ଯୋଗଦେଇପାରିଥିଲେ। ତେଣୁ ଭୂମି ପୂଜନରେ ସାମିଲ ହୋଇପାରି…
ରାହୁଲଙ୍କ ରାମ ଭକ୍ତି, ଅଯୋଧ୍ୟା ଭୂମିପୂଜନକୁ ନେଇ କହିଲେ ଏମିତି
ନୂଆଦିଲ୍ଲୀ,୫।୮: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ବୁଧବାର ଭୂମିପୂଜନ କରାଯାଇଛି। ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ କହିଛନ୍ତି, ଭଗବାନ ରାମ ହୃଦୟର ଗଭୀରତାରେ ଥିବା ମାନବିକତାର ମୂଳ ଭାବନା ଅଟନ୍ତି…
ଛକା ମାରିବାରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ମୋର୍ଗାନ
ସାଉଥାମ୍ପଟନ, ୫।୮: ଆୟର୍ଲାଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍ରେ ଇଂଲଣ୍ଡ ୭ ଉଇକେଟ୍ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ (୧୦୬ ରନ)ଙ୍କ ଶତକ ବଳରେ ୩୨୮ ରନ…
ଅଯୋଧ୍ୟାକୁ ଦେଖି ଯେଉଁମାନେ ଲଙ୍କା ଖାଇବା ଭଳି ହେଉଛନ୍ତି, ସେମାନଙ୍କ ପାଇଁ ମୁଁ ଔଷଧ ପ୍ରସ୍ତୁତ କରିବି: ରାମଦେବ
ଅଯୋଧ୍ୟା,୫।୮: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ନେଇ ଅନୁଷ୍ଠିତ ହୋଇଛି ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ରାମମନ୍ଦିରର ଶିଳାନ୍ୟାସ କରିଛନ୍ତି। ତେବେ ଏହି ମନ୍ଦିର ନିର୍ମାଣ ନେଇ ଅନେକେ କଟୁ ମନ୍ତବ୍ୟ…
Archives


