କେବେବି ଭୁଲ୍‌ରେ କରନ୍ତୁ ନାହିଁ ଏମାନଙ୍କୁ ବିଶ୍ୱାସ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନ ସହ ଜଡିତ ଅନେକ କଥା କହିଛନ୍ତି। ଲୋକେ ଚାଣକ୍ୟଙ୍କ ଏହି ନୀତକୁ ଅନୁସରଣ କରି ଅନେକ ଅସୁବିଧାରୁ ରକ୍ଷା ପାଇପାରିବେ। ଏହି ନୀତି କେବଳ ଲୋକଙ୍କୁ ସଫଳତାର ପଥରେ ନେଇଥାଏ ତାହା ନୁହେଁ। ମାତ୍ର ଏହାକୁ ଅନୁସରଣ କରି ଲେକେ ବ୍ୟବହାରିକ ଜ୍ଞାନ ପାଆନ୍ତି । ଏଥି ସହିତ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଏକ ଶ୍ଳୋକ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ କେଉଁମାନଙ୍କୁ ବିଶ୍ୱାସ କରିବା ଉଚିତ୍‌ ନୁହେଁ ବୋଲି ବର୍ଣ୍ଣନା ହୋଇଛି। ଜାଣନ୍ତୁ ସେ ସମ୍ପର୍କରେ….

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, କେବେ ନଦୀ ଉପରେ ବିଶ୍ୱାସ କରିବା ଉଚିତ୍‌ ନୁହେଁ। ନଦୀର ପ୍ରବାହ ବୁଝିବା କଷ୍ଟକର ହୋଇଥିବାରୁ ସେ ଏପରି କହିଛନ୍ତି।

ଅସ୍ତ୍ରଶସ୍ତ୍ର ଧରିଥିବା ଲୋକଙ୍କୁ ବିଶ୍ୱାସ କରିବା ମୂର୍ଖାମୀ ବୋଲି ଚାଣକ୍ୟ କହିଛନ୍ତି। ଏହିପରି ଲୋକଙ୍କ ଉପରେ ବିଶ୍ୱାସ କରି ଆପଣ ବିପଦକୁ ଡାକିଥାନ୍ତି।

ଏହା ବ୍ୟତୀତ ଚାଣକ୍ୟ କହିଛନ୍ତି ଯେ, ଶିଙ୍ଗ କିମ୍ବା ନଖ ଥିବା ପ୍ରଣୀଙ୍କ ଉପରେ ବିଶ୍ୱାସ କରିବା ବିପଜ୍ଜନକ ହୋଇପାରେ। ସେ କହିଛନ୍ତି ଯେ, ଏପରି ପ୍ରାଣୀ କୌଣସି ସମୟରେ କାହାକୁ କ୍ଷତି ପହଞ୍ଚାଇ ପାରନ୍ତି।

ଏଥି ସହିତ ଚାଣକ୍ୟ କହିଛନ୍ତି ଯେ, ଖରାପ ପ୍ରକୃତିର ମହିଳାମାନେ କେବଳ ନିଜର ସ୍ବାର୍ଥ ପ୍ରଦର୍ଶନ କରନ୍ତି। ନିଜ ସୁବିଧା ପାଇଁ, ସେ କାହାକୁ ବୋକା ବନାଇ ପାରନ୍ତି । ଏଥି ସହିତ ଚାଣକ୍ୟ ସରକାରୀ ସେବା ସହ ଜଡିତ ଥିବା ଲୋକଙ୍କୁ ମଧ୍ୟ ବିଶ୍ୱାସ କରିବାକୁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri