ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି
କୋଲକାତା,୯।୧୨-ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ ହେବାରୁ ବୁଧବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ। ଏହି ଖବର ପ୍ରସାରିତ ହେବା ପରେ ପଶ୍ଚିମବଙ୍ଗ…
ଗୁଡ଼ି ଉଡ଼ାଉଥିଲେ ଏହି ନାବାଳକ, ୩୦ ଫୁଟ ଉଚ୍ଚରୁ ଖସି ପଡ଼ିଲେ; ଆଉ ତା’ ପରେ…
ଇଣ୍ଡୋନେସିଆରେ ଜଣେ ନାବାଳକ ଗୁଡ଼ି ସାହାଯ୍ୟରେ ଆକାଶରେ ଉଡୁଥିବା ସମୟରେ ୩୦ ଫୁଟ ଉଚ୍ଚରୁ ଖସିପଡ଼ି ଆହତ ହୋଇଛି। ୧୨ ବର୍ଷର ଏହି ନାବାଳକ ‘ଡ୍ରାଗନ କାଇଟ୍’ ଉଡ଼ାଉଥିଲେ। ଯାହାକି ତାଙ୍କଠାରୁ ତିନି ଗୁଣ ବଡ଼ ଥିଲା। ପବନରେ ଏହି ଗୁଡ଼ିଟି…
ଭୁବନେଶ୍ୱରରୁ ଆଜି ପୁଣି ୨୩ ପଜିିଟିଭ୍ ଚିହ୍ନଟ: ୩୦ ସୁସ୍ଥ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଆଉ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୮ ଜଣ ରହିଥିବା ବେଳେ ଲୋକାଲ କେସ୍ ୧୫ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ଏପରି ଲୋକଙ୍କ ପାଖ ମାଡ଼ନ୍ତିନି ଧନଦେବୀ ମା’ ଲଷ୍ମୀ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମାନବ ଜୀବନ ସହ ଜଡ଼ିତ ଅନେକକଥା ବିଷୟରେ ଉଲ୍ଲେଖ କରିଛନ୍ତି। ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିପାରିବ। ଚାଣକ୍ୟଙ୍କଏହି ନୀତିରେ ଲୋକଙ୍କ ଅଭ୍ୟାସ ବିଷୟରେ କୁହାଯାଇଛି ଯାହାକୁ…
ଏହି ତେଲ ଲଗାଇଲେ ବୟସର ଛାପ ପଡ଼େନି
ସାଧାରଣତଃ ଲୋକେ ବିଭିନ୍ନ ତେଲର ବ୍ୟବହାର କରିଥା’ନ୍ତି। ମାତ୍ର ନଡ଼ିଆ ତେଲରେ ଏପରି ଗୁଣ ରହିଛି, ଯାହାକୁ ଲଗାଇଲେ ବୟସ ବୃଦ୍ଧି ହେଲେ ମଧ୍ୟ ଜଣାପଡ଼ି ନ ଥାଏ। ଜାଣନ୍ତୁ ଏହାର ବ୍ୟବହାର ସମ୍ପର୍କରେ… ନଡ଼ିଆ ତେଲକୁ ସୌନ୍ଦର୍ଯ୍ୟର ତେଲ କୁହାଯାଏ।…
ଏହିରାଶିର ମହିଳାମାନେ ହୋଇଥାନ୍ତି ସବୁଠାରୁ ଅଧିକ ଚାପଗ୍ରସ୍ତ: ଏହି ଉପାୟରେ କରନ୍ତୁ ଦୂର
ଯଦି ମହିଳା ରହିବେ ନାହିଁ ତେବେ ସୃଷ୍ଟି କଳ୍ପନା କରାଯାଇପାରିବ ନାହିଁ। ମହିଳାମାନେ ଆମ ଜୀବନ, ସମାଜ ଏବଂ ପରିବାରର ମୂଳ। ଘର ଏବଂ ପରିବାରକୁ ଯୋଡ଼ି ରଖିବା ପାଇଁ ସେମାନଙ୍କୁ ମଧ୍ୟ ଅନେକ ଚାପ ଦେଇ ଗତି କରିବାକୁ ପଡିବ…
କରୋନା ରୋକିବାକୁ ଏହି ପରାମର୍ଶ ଦେଲା ଡବ୍ଲ୍ୟୁଏଚ୍ଓ
ଓ୍ବାଶିଂଟନ,୯ା୧୨: କରୋନା ସଂକ୍ରମଣ ରୋକିବା ପାଇଁ ପରସ୍ପରକୁ ଆଲିଙ୍ଗନ ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପରାମର୍ଶ ଦେଇଛି। ଡବ୍ଲ୍ୟୁଏଚ୍ଓ ଜରୁରିକାଳୀନ ବିଭାଗ ମୁଖ୍ୟ ଡ. ମାଇକେଲ ରେୟାନ କହିଛନ୍ତ, ଲୋକମାନେ ପରସ୍ପର ଠାରୁ ଦୂରତା ରକ୍ଷା କରିବା ସହ ଆଲିଙ୍ଗନ…
ସୁନ୍ଦରୀର ଯତ୍ନ ନେବାକୁ ନବୀନଙ୍କୁ ଚିଠି ଲେଖିଲେ ଶିବରାଜ
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ସୁନ୍ଦରୀର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇନେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବା ଲାଗି ଶିବରାଜ ଚିଠିରେ ଅନୁରୋଧ କରିଛନ୍ତି। ଓଡ଼ିଶାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ…
ସ୍ତ୍ରୀଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ସ୍ବାମୀ
ଭୋପାଳ,୯ା୧୨: ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ରରୂପ ଧାରଣ କଲା ଯେ, ଶେଷରେ ସ୍ବାମୀ ଜଣକ କ୍ରୋଧିତ ହୋଇ ସ୍ତ୍ରୀଙ୍କୁ ହତ୍ୟା କରି ଶେଷରେ ତାଙ୍କ ଆଖି…
ଜାଣନ୍ତି ପ୍ରଥମଥର ଶାଶୁଙ୍କୁ ଦେଖି କାହିଁକି ଭୟରେ ଥରିଥିଲେ ସୋନିଆ
ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୪ ବର୍ଷରେ ପାଦ ଦେଇଛନ୍ତି। ସେ ହେଉଛନ୍ତି ଭାରତୀୟ ରାଜନୀତିର ସବୁଠାରୁ ସଫଳ ବୋହୂ। ଆଜି ମଧ୍ୟ କଂଗ୍ରେସ ଯେତେବେଳେ ଖରାପ ସମୟ ଦେଇ ଗତି କରେ ସେତେବେଳେ ଦଳୀୟ କର୍ମୀମାନେ କେବଳ ସୋନିଆଙ୍କ…
ଅଦ୍ଭୁତ ଘଟଣା: ମା’ ପେଟରୁ ଏଭଳି ଜିନିଷ ହାତରେ ଧରି ବାହାରିଲେ ନବଜାତକ, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ
ବିହାରର ମୁଜାଫରପୁରରେ ଜଣେ ପ୍ରସୂତି ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁଟି ମା’ ଗର୍ଭରୁ ଏମିତି ଏକ ଜିନିଷ ଧରି ବାହାରିଥିଲେ, ଯାହାକୁ ଦେଖିବା ପରେ ଡାକ୍ତରଙ୍କ ସମେତ ପରିବାର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳାଙ୍କର ପ୍ରସବ…
ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବାକୁ ହାତଯୋଡ଼ି ମନାକଲେ କୃଷି ବୈଜ୍ଞାନିକ
ଲୁଧିଆନା,୯।୧୨: ଅନ୍ନଦାତାଙ୍କ ଆନ୍ଦୋଳନକୁ ଦେଶ ତଥା ବିଦେଶରୁ ସମର୍ଥନ ମିଳିବାରେ ଲାଗିଛି। କେତେକ ସେମାନଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର, ସମ୍ମାନ ଏବଂ ପଦକ ଫେରାଇବା ଘଟଣା ମଧ୍ୟ ଘଟିବାରେ ଲାଗିଛି। ଏପରିସ୍ଥଳେ ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା…

