Home Left

୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ

ଭୁବନେଶ୍ୱର, ୧୦।୮: ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ। ମଧ୍ୟାହ୍ନ ସାଢ଼େ ୧୨ଟାରେ ସିଏଚ୍‌ଏସ୍‌ଇ ଅଫିସରେ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି…

ସଞ୍ଜୟଙ୍କୁ ମିଳିଲା ଛୁଟି

ସଞ୍ଜୟଙ୍କୁ ମିଳିଲା ଛୁଟି ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୮ରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ କରୋନା ଟେଷ୍ଟ…

ଏହି ପ୍ରଶ୍ନ ଶୁଣି ରାଗିଗଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ଚାଲିଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ଉଠାଯାଇଥିବା ଅର୍ଥର ଇଡି ଏପର୍ଯ୍ୟନ୍ତ ହିସାବ ପାଇନାହିଁ। ଗତ ଶୁକ୍ରବାର ଦିନ ରିୟାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା, କିନ୍ତୁ ପଚରାଉଚରା ବେଳେ ରିୟା ସହଯୋଗ କରୁନାହାଁନ୍ତି ବୋଲି…

ଦୁର୍ବୃତ୍ତଙ୍କ ଟାର୍ଗେଟରେ ପୁରୁଷୋତ୍ତମପୁର ଓକିଲ ସଂଘ କାର୍ଯ୍ୟାଳୟ: ଭାଙ୍ଗିଲେ ଲକ୍ଷାଧିକ ଟଙ୍କାର ଆସବାବପତ୍ର

ପୁରୁଷୋତ୍ତମପୁର,୧୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦିନକୁ ଦିନ ଲୁଟ୍‌ ବଢ଼ି ଚାଲିଛି। ଲୁଟେରାମାନେ ସକ୍ରିୟ ହୋଇ ଚୋରି, ଡକାୟତି ଲୁଟପାଟ କରୁଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି।…

ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାର ତଦନ୍ତ ସିବିଆଇ ହାତକୁ ଯିବା ପରେ ତାଙ୍କୁ ପଚରାଉଚରା ଜାରି…

ଶୁଟିଂ ସେଟ୍‌କୁ ଫେରିଲେ ଆମିର

ଅଙ୍କାରା,୧୦।୮: ସାରା ବିଶ୍ୱରେ ଘରେ ଘରେ ଏବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ପ୍ରାୟ ସାରା ବିଶ୍ୱରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏହା ବିଶ୍ୱ ଅର୍ଥନୀତିକୁ ଏକ ପ୍ରକାର ଦୋହଲାଇ ଦେଇଛି। ଏହି ଲକ୍‌ଡାଉନ ପ୍ରଭାବରେ…

୧୧ ଜଣଙ୍କୁ ହତ୍ୟା କଲେ ଯୁବତୀ: ନିଦ ଔଷଧ ପରେ ବିଷ ଇଞ୍ଜେକଶନ ଦେଇଥିଲେ

ଯୋଧପୁର, ୧୦।୮: ରାଜସ୍ଥାନର ଯୋଧପୁରର ଦେଚୁ ଅଞ୍ଚଳର ଲୋଡ଼ତା ଗାଁ ଘଟିଥିବା ୧୧ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଘରର ୨୫ ବର୍ଷ ବୟସ୍କା ଝିଅ ପ୍ରିୟା ଓରଫ ପ୍ୟାରୀ ପାରିବାରିକ କଳହ କାରଣରୁ ସେମାନଙ୍କୁ ପ୍ରଥମେ…

ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡ଼ିଲେ ଏହି ଡାକ୍ତର, ଜାଣନ୍ତୁ କାହିଁକି

କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱରେ ମାସ୍କ ବ୍ୟବହାର ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି। ମାତ୍ର କିଛି ଲୋକ ମାସ୍କ ପିନ୍ଧିବାକୁ ବିରୋଧ କରୁଛନ୍ତି। ଏହିପରି ସ୍ଥିତିରେ ବ୍ରିଟେନର ଜଣେ ଡାକ୍ତର ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡ଼ିଛନ୍ତି।…

ସମୁଦ୍ର ମଧ୍ୟରେ ଖାଦ୍ୟ ଦେଉଥିଲେ ବ୍ୟକ୍ତି: ପାଖରେ ପହଞ୍ଚିଲା ଏହି ମାଛ, ଘଟଲା ଏମିତି

ମଣିଷ ଓ ସିଲ୍‌କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଡରିଯିବେ। ଜଣେ ବ୍ୟକ୍ତି ସମୁଦ୍ର ମଧ୍ୟରେ ଖାଦ୍ୟ ଦେଉଥିବା ବେଳେ ପାଖରେ ଏକ ସିଲ୍‌ ମାଛ ପହଞ୍ଚୁଛି। ମାତ୍ର ତାହା…

ପ୍ରିୟାଙ୍କ ଅପ୍ରିୟ କାର୍ଯ୍ୟ,ଏମିତି କରିଦେଲେ ପରିବାର ଛାରଖାର

ଯୋଧପୁର,୧୦।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏବେ ଏହି ଘଟଣାର ଧୀରେ ଧୀରେ ପର୍ଦ୍ଦାଫାଶ ହୋଇଛି। ପ୍ରିୟା ନାମକ…

ମିଳିନି ଫସଲବୀମା କ୍ଷତିପୂରଣ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବରଗଡ଼ ଅଫିସ,୧୦ା୮: ବରଗଡ଼ ଜିଲାରେ ବର୍ତ୍ତମାନ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ମାତ୍ର ଏପର୍ଯ୍ୟନ୍ତ ଜିଲାର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସୋହେଲା, ଗାଇସିଲେଟ୍‌ ଏବଂ ଝାରବନ୍ଧ ବ୍ଲକର ଚାଷୀମାନେ ୨୦୧୯ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ପାଇ ପାରି ନାହାନ୍ତି ।…

ଦେଖନ୍ତୁ ଜଙ୍ଗଲ ମଧ୍ୟରେ କାହା ସହ ସେଲ୍‌ଫି ନେଲା ମାଙ୍କଡ଼, ଆଉ ତାପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଫଟୋ ବହୁତ ଭାଇରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri