Home Left

ଏଠାରେ ରହିଛି ପାରଶ ମଣି: ଯାହାକୁ ଛୁଇଁଲେ ହୋଇଯିବ ସୁନା

ଭୋପାଳ, ୧୦।୮: ଏଭଳି ଦୁର୍ମୂଲ୍ୟ ମଣି ରହିଛି ଏହାକୁ ଯେଉଁଥିଲେ ସ୍ପର୍ଶ କଲେ ତାହା ସୁନାରେ ପରିଣତ ହୋଇଯିବ। ଏନେଇ ବହୁ କାହାଣୀ ରହିଛି। ତେବେ ମଧ୍ୟପ୍ରଦେଶର ରାଇସେନ ଦୁର୍ଗରେ ଏବେ ବି ପାରଶ ନାମକ ଏହି ଦୁର୍ମୂଲ୍ୟ ମଣି ରହିଛି…

ମସ୍‌ଜିଦରେ ନାଚିବାରୁ ଅଭିନେତ୍ରୀଙ୍କୁ ମିଳିଲା ହତ୍ୟା ଧମକ

ଲାହୋର,୧୦।୮: ବଲିଉଡ୍‌ ମୁଭି ‘ହିନ୍ଦି ମିଡିୟମ’ରେ ନଜର ଆସିଥିବା ଅଭିନେତ୍ରୀ ସବା କମରଙ୍କୁ ମିଳିଛି ହତ୍ୟା ଧମକ। ସୂଚନାଯୋଗ୍ୟ, ପାକିସ୍ତାନର ଲାହୋରରେ ଥିବା ଐତିହାସିକ ଓ୍ବାଜିର ଖାନ ମସଜିଦରେ ପାକିସ୍ତାନୀ ଅଭିନେତ୍ରୀ ସବା କମରଙ୍କୁ ମ୍ୟୁଜିକ ଭିଡିଓ ଶୁଟିଂ ପାଇଁ ଅନୁମତି…

ବସ୍‌ ଭିତରେ ଭୋ ଭୋ ହୋଇ କାନ୍ଦୁଥିଲେ ଜଣେ ଶିଶୁ, ଡ୍ରାଇଭର୍‌, କଣ୍ଡକ୍ଟର ପଚାରିବାରୁ…

ନୋଏଡା,୧୦।୮: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବସ୍‌ରୁ ଅପହରଣ ହୋଇଥିବା ଏକ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଗ୍ରେଟର ନୋଏଡାର ବସ୍‌ ଡିପୋରୁ ଏକ ବସ୍‌ ଗାଜିଆବାଦ ହୋଇ ମୁରାଦାବାଦ ଅଭିମୁଖେ ଯାଉଥିଲା। ଡ୍ରାଇଭର ଭିକଲ ଏବଂ କଣ୍ଡକ୍ଟର…

ଜନ୍ମାଷ୍ଟମୀ ଉପବାସ କଲେ ପୂରଣ ହୋଇଥାଏ ଏସବୁ ମାନସିକ, ଜାଣନ୍ତୁ କେଉଁମାନେ ଏହି ବ୍ରତ କରିବା ଉଚିତ୍‌

ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଜନ୍ମାଷ୍ଟମୀ। ଏହି ଦିନ ଶ୍ରୀକୃଷ୍ଣଙ୍କ ଜନ୍ମ। ବିଶ୍ୱାସ କରାଯାଏ, ଏହି ଦିନ ଉପବାସ କଲେ ଭକ୍ତଙ୍କ ସବୁ ମନବାଞ୍ଛା ପୂରଣ ହୋଇଥାଏ। ଯେଉଁମାନଙ୍କର ଚନ୍ଦ୍ର ଦୁର୍ବଳ, ଯଦି ଏହି ଦିନରେ ବିଶେଷ ଉପାସନା କରନ୍ତି, ତେବେ ସେମାନେ…

ମିଛ ଧରାପଡିବାରୁ ରାଷ୍ଟ୍ରପତି ନେଲେ ଏମିତି ନିଷ୍ପତ୍ତି

ନ୍ୟୁୟର୍କ,୧୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ମଥ୍ୟା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ଗତ ରବିବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଜଣେ ରିପୋର୍ଟର ଟ୍ରମ୍ପଙ୍କ ମିଥ୍ୟା ଧରିଦେବାରୁ ରାଷ୍ଟ୍ରପତି ଅଧାରୁ ପଳାଇ ଯାଇଥିଲେ। ନ୍ୟୁଜର୍ସିର ଗଲ୍ଫ କ୍ଲବରେ ଆୟୋଜିତ…

କରୋନା ଟିକା କୌଣସି ମ୍ୟାଜିକ ନୁହେଁ: ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ,୧୦।୮: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଏକ ଚେତାବନୀ ଦେଇ କହିଛି କରୋନା ଭାଇରସର ଟିକା ବା ଭ୍ୟାକ୍ସିନ କୌଣସି ମ୍ୟାଜିକ ନୁହେଁ। ଏହା ଯେଉଁ ମାସରେ ଆସିବ ସେହି ମାସରେ ଯେ ସଂକ୍ରମଣ ଆଖି ପିଛୁଳାକେ କମ୍‌ ହୋଇଯିବ ତାହା ଭାବିବା…

ମହିଳାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଚାଇନା ସରକାର

ବେଜିଂ, ୧୦।୮: ଚାଇନାର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରାଜପଥ ଉପରେ ଏକ ଘର ରହିଛି। ଏହି ଘରଟିକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘରର ମାଲକାଣୀ ରାଜପଥରେ ଗାଡିର ଶବ୍ଦ ମଧ୍ୟରେ ଜୀବନ ବିତାଉଛନ୍ତି। ରାଜପଥ ନିର୍ମାଣ ସମୟରେ ପ୍ରଶାସନ…

୧୫ କୋଟିର ହିସାବ: ପୁଣି ଇଡ଼ିରେ ହାଜର ହେଲେ ରିଆ

ମୁମ୍ବାଇ, ୧୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ପର୍ଦ୍ଦାଫାଶ୍‌ ପାଇଁ ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ୍‌ ରିଆ ଚକ୍ରବର୍ତ୍ତୀ ତାଙ୍କ ଭାଇ ସୌଭିକ୍‌ଙ୍କ ସହିତ ସୋମବାର ପୁଣି ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ…

ରାସ୍ତା ମାଟିରୁ ମିଳୁଛି ସୁନା: ସର୍ଭେ ପାଇଁ ଅଣ୍ଟା ଭିଡ଼ା

ଜଶପୁରନଗର, ୧୦।୮: ଛତିଶଗଡ଼ର ଜଶପୁରନଗରର ମାଟି ତଳେ ଟନ୍‌ ଟନ୍‌ ସୁନା ରହିଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଠାରେ ଥିବା ଇବ୍‌ ନଦୀ ତଥା ସୋନାଜୋରୀ ଅବବାହିକା ତଥା ଜନବସତି ଅଞ୍ଚଳର ରାସ୍ତାର ମାଟିରୁ ସୁନା କଣିକା ମିଳୁଛି।…

ଆଜି ସର୍ବାଧିକ ୧୪ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : ସୋମବାର ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନଙ୍କ ମଧ୍ୟରେ ଗଞ୍ଜାମରୁ ୬, ଖୋର୍ଦ୍ଧା…

ମୁଣ୍ଡରେ ସିନ୍ଦୁର, ଖାଲି ପାଦରେ ମନ୍ଦିର ଯାଇ ପୁରୀ, ସୋଲା ତରକାରୀ ଖାଇଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ଅକଲାଣ୍ଡ,୧୦।୮: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅରଡେନ ନିଜ ବେଶଭୂଷାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଅକଲାଣ୍ଡରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଚପଲ ଓହ୍ଲାଇ ମନ୍ଦିରକୁ ଯିବାସହ ମୁଣ୍ଡରେ ସିନ୍ଧୁର ଲଗାଇଥିଲେ। ଭାରତୀୟ ଖାଦ୍ୟ ପୁରୀ,…

ସଲମାନ୍‌ ଖାନ୍‌, ଶାହାରୁଖ୍‌ ଖାନ୍‌ଙ୍କୁ ପଛରେ ପକାଇଲେ କପିଲ ଶର୍ମା

କପିଲ ଶର୍ମା, କମେଡି ଦୁନିଆର ଏକ ବଡ଼ ନାମ। ଯିଏକି କଠିନ ପରିଶ୍ରମ ମାଧ୍ୟମରେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ଜଣେ କନ୍‌ଷ୍ଟେବଳଙ୍କ ପୁଅ କପିଲ ଏବେ ବର୍ଷକୁ ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରୁଛନ୍ତି। ତେବେ ବିଳାସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri