ମହେନ୍ଦ୍ର ସିଂ ଧୋନୀଙ୍କର ହେଲା କରୋନା ଟେଷ୍ଟ: ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ, ୧୩।୮: ପୂର୍ବତନ ଭାରତୀୟ ଅଧିନାୟକ ତଥା ଆଇପିଏଲ୍ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ନିଜର କରୋନା ଟେଷ୍ଟ କରାଇଛନ୍ତ। ତାଙ୍କସହ ସିଏସ୍କେର ମୋନୁ ସିଂ ମଧ୍ୟ ନିଜର କରୋନା ଟେଷ୍ଟ କରିଥିବା ଜଣାପଡ଼ିଛି। ତେବେ…
୧୩ ବର୍ଷ ପୂର୍ବେ ଦୁର୍ଘଟଣାର ଶିକାର ହୋଇଥିବାରୁ ମୁଣ୍ଡରେ ଲାଗିଥିଲା ଗଭିର ଆଘାତ
ନୂଆଦିଲ୍ଲୀ,୧୩।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦୁଇଦିନ ତଳେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଖବର ଜଣାପଡିଥିଲା। ଏବେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର କରୋନା ଚିକିତ୍ସା ସହ ବ୍ରେନ୍ ସର୍ଜରୀ କରାଯାଇଛି। ତେବେ ବ୍ରେନ୍ ସର୍ଜରୀ ପରେ…
ଏଏସ୍ଆଇ ପରିଚୟ ଦେଇ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଚାଲାଣ କାଟୁଥିଲେ ଏହି ମହିଳା, ଧରାପଡ଼ିବା ପରେ..
କରୋନା କଟକଣାକୁ ନେଇ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହାର ଫାଇଦା ଉଠାଉଥିବା ଜଣେ ମହିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେ ନିଜକୁ ଏଏସ୍ଆଇ ଭାବେ ପରିଚୟ ଦେଇ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ୫୦୦ ଟଙ୍କା…
୨୨୫ କିଲୋ ଓଜନ ସତ୍ତ୍ୱେ ଆହୁରି ମୋଟା ହେବାକୁ ଚାହାନ୍ତି ଏହି ବ୍ୟକ୍ତି, ଦୈନିକ ଡାଏଟ୍ ଶୁଣିଲେ ଉଡିବ ହୋସ୍
ବର୍ତ୍ତମାନ ଯୁବପିଢ଼ୀ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ କରୁଛନ୍ତି। ବିଶେଷକରି ଫଲୋଅର୍ସ ବଢ଼ାଇବାକୁ ନେଇ ଚାଲିଛି ଏକ ପ୍ରତିଯୋଗିତା। ଏଥିପାଇଁ ଲୋକମାନେ ଭଳିକି ଭଳି ଉପାୟ ଅବଲମ୍ବନ କରୁଛନ୍ତି। ସେଭଳି ଏକ ଘଟଣା ଫ୍ଲୋରିଡାରେ ଦେଖିବାକୁ ମିଳିଛି। ଅନ୍ଲାଇନ୍ ଫଲୋଅର୍ସ…
୩୬ ଘଣ୍ଟା ଧରି ଗଛରେ ଫସି ରହିଥିଲା ଭାଲୁ, ଏମିତି ହେଲା ଉଦ୍ଧାର
ରାୟପୁର,୧୩ା୮: ଛତିଶଗଡ଼ର କୋରିୟା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂର ସଲଓ୍ବା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଗୋଟିଏ ଭାଲୁ ଗଛ ଉପରେ ବନ୍ଧା ଯାଇଥିବା ତାରରେ ଫସିଯାଇଥିଲା। ଯାହାକୁ ବୈକୁଣ୍ଠପୁର ବନ ବିଭାଗ କର୍ମଚାରୀମାନେ ୩ ଘଣ୍ଟା…
ଲାଲକିଲାରେ ଖଲିସ୍ତାନ ପତାକା ଉଡାଇବା ଯୋଜନା: ବଢିଲା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ,୧୩।୮: ସ୍ବାଧିନତା ଦିବସକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଭିଡ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ତେବେ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ଖବରରୁ ଜଣାପଡିଛି କି ପ୍ରତିବନ୍ଧିତ…
କ୍ୟାନ୍ସର୍ ଲଢେଇ ଜିତିଥିଲେ ଏହିସବୁ ବଲିଉଡ୍ କଳାକାର
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ଶିକାର ହୋଇଛନ୍ତି। ଚିକିତ୍ସା ପାଇଁ ସେ ଆମେରିକା ଯିବେ। ଏହା ପୂର୍ବରୁ ବଲିଉଡ୍ର ଅନେକ କଳାକାରଙ୍କ କ୍ୟାନସର୍ ଯୋଗୁ ମୃତ୍ୟୁ ଘଟିଛି। ନିକଟରେ ଅଭିନେତା ଇରଫାନ ଖାନ୍ ଏବଂ ଋଷି କପୁର ମଧ୍ୟ…
ବ୍ୟକ୍ତିଗତ ବିମାନଠାରୁ ଆରମ୍ଭ କରି ହୋଟେଲ ଆଦି କିଣିବାକୁ ଚାହୁଁଥିଲେ ରିୟା
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁଜଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ପ୍ରେମିକା ତଥା ଅଭିନେତ୍ରୀ ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂ ରିୟାଙ୍କ ସମେତ ଛଅଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଆତ୍ମହତ୍ୟା କରିବାକୁ ସୁଶାନ୍ତଙ୍କୁ ସେମାନେ…
ବଜାର ଯାଉଥିଲେ ରୁହନ୍ତୁ ସାବଧାନ, ନଚେତ୍ ଏହି ଉପାୟରେ ଘରକୁ ଆସିବ କରୋନା
କରୋନା ସଂକ୍ରମଣ ମଧ୍ୟରେ ଜୀବନ ଜିଇଁବା ତ ଜରୁରୀ। ଏହି ଯେମିତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବଜାର ଯିବାକୁ ପଡ଼ିଥାଏ। ମାତ୍ର ସାବଧାନତା ଅବଲମ୍ବନ ନ କଲେ ଏହା ଜୀବନ ପ୍ରତି ଭାରି ପଡ଼ିପାରେ। କାରଣ ଏବେ ଗୋଟିଏ…
କାନ୍ଦିଲେ ହ୍ରିତିକ!
ମୁମ୍ବାଇ: ବଲିଉଡ୍ ନାୟିକା ଜାହ୍ନବୀ କପୁର ଓ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା ଦ କାରଗିଲ ଗର୍ଲ’ ରିଲିଜ ହୋଇସାରିଛି। ଓଟିଟି ପ୍ଲାଟଫର୍ମରେ ଏହା ରିଲିଜ ହୋଇଛି। ଜାହ୍ନବୀ କପୁରଙ୍କ ଏହା ମୋଷ୍ଟ ଆଓ୍ବେଟେଡ ଫିଲ୍ମ। ଏହା ରିଲିଜ୍ ହେବା…
ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ କମ୍ ମିଳେ? ଜାଣନ୍ତୁ କ’ଣ ସତ..
କରୋନା କାଳରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ମାସ୍କ ପରିଧାନକୁ ନେଇ ଅନେକ ପ୍ରକାର ଗୁଜବ ଶୁଣିବାକୁ ମିଳୁଛି। ଯେପରିକି, ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ ଅକ୍ସିଜେନ୍(ଅମ୍ଳଜାନ) କମ୍ ମିଳିଥାଏ। ଯଦି…
ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ
ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ସେ ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ଭାରତୀୟ ସେନା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କର ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ…
Archives


