ଧୋନୀଙ୍କ କରୋନା ରିପୋର୍ଟ କ’ଣ ଆସିଲା ଜାଣନ୍ତୁ
ରାଞ୍ଚି, ୧୩।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରୋନ ଭାଇରସ ଆକ୍ରାନ୍ତ ହୋଇନାହାନ୍ତି। ରାଞ୍ଚିରେ ଧୋନୀଙ୍କ କରୋନ ଟେଷ୍ଟ ହୋଇଥିଲା। ଯାହାର ରିପୋର୍ଟ ଗୁରୁବାର ସନ୍ଧ୍ୟାରେ ନେଗେଟିଭ ଆସିଛି। ଫଳରେ ଧୋନୀ ଖୁବ୍ ଶୀଘ୍ର ତାଙ୍କ…
କରୋନାରେ ମୃତ ବାଳକଙ୍କ ଶବ ନେଲେ ନାହିଁ ପରିବାର: ଅନ୍ତିମ ସଂସ୍କାର ପାଇଁ ଠେଲାରେ ବୋହି ନିଆଗଲା
ହାଇଦ୍ରାବାଦ, ୧୩।୮: ମହାମାରୀ କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ତେବେ ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜଣେ କରୋନା ରୋଗୀଙ୍କୁ ଅବହେଳା କରିବା ଘଟଣା ସମ୍ମୁଖକୁ ଆସିଛି। ଆନ୍ଧ୍ରପ୍ରଦେଶରେ କରୋନା…
୩ ଥର ବିଶ୍ୱକପ୍ ବିଜୟିନୀ ଏହି ମହିଳା କ୍ରିକେଟର୍ ନେଲେ ଅବସର
ଲଣ୍ଡନ, ୧୩।୮: ଇଂଲଣ୍ଡ ମହିଳା କ୍ରିକେଟ୍ ଦଳର ଅଭିଜ୍ଞ ସ୍ପିନର ଲୌରା ମାର୍ଶ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ୩୩ ବର୍ଷୀୟ ଏହି ସ୍ପିନର କ୍ୟାରିୟରରେ ୩ଥର ବିଶ୍ୱକପ୍ ଜିତିଥିଲେ। ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ହଣ୍ଡ୍ରେଡ୍ସ (୧୦୦ ବଲ୍)…
ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ସୁରଜ ସମ୍ମାନ
ଭୁବନେଶ୍ୱର,୧୩।୮(ବ୍ୟୁରୋ)-ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ମିଳିଛି ସୁରଜ ସମ୍ମାନ। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନ କରିଥିବା ମହିଳାଙ୍କ ପରିବାରଙ୍କୁ ସୂରଜ ସମ୍ମାନ ପ୍ରଦାନ କରିଛନ୍ତି। ଅଙ୍ଗଦାତା ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ…
ଫିଟୁଛି ଗୁମର: ୨୦୨୦ରେ ହଲିଉଡ୍ରେ କାମ କରିବାକୁ ଚାହୁଁଥିଲେ ସୁଶାନ୍ତ ସିଂ ରାଜପୁତ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟର ପରଦା ଫିଟୁ ନାହିଁ। ସୁଶାନ୍ତଙ୍କ ମୃତ୍ୟୁ ତଥା ଜୀବନ ସହ ଜଡିତ ନୂଆ ନୂଆ କଥା ପ୍ରତିଦିନ…
ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର,୧୩।୮(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ବୁଧବାର ଅଜୟଙ୍କ ଘର ସମେତ ୬ ସ୍ଥାନରେ ଛାପା ମାରିଥିଲା ଭିଜିଲାନ୍ସର ୫ଟି ଟିମ୍।…
୧୦୦ ଭିନ୍ନକ୍ଷମ କ୍ରିକେଟର୍ଙ୍କୁ ୫ ହଜାର ଟଙ୍କା ସହାୟତା ଦେଲେ ଷ୍ଟିଭ ଓ୍ବ’ଙ୍କ ମ୍ୟାନେଜର
ନୂଆଦିଲ୍ଲୀ, ୧୩।୮: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ଷ୍ଟିଭ ଓ୍ବ’ଙ୍କ ମ୍ୟାନେଜର ହାର୍ଲି ମେଡ୍କାଫ୍ କରୋନା ମହାମାରୀ ଭଳି ଏକ ସଙ୍କଟଜନକ ସମୟରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିଙ୍କୁ ସହାୟତା କରିବା ଲାଗି ଆଗେଇ ଆସିଛନ୍ତି। ମେଡ୍କାଫ୍ ୧୦୦ ଜଣ ଭାରତୀୟ ଭିନ୍ନକ୍ଷମ…
ଲଘୁଚାପ ପ୍ରଭାବରେ ୪ ଦିନ ବର୍ଷିବ: ୧୦ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିଦ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ୨ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।…
ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍
ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି)- ଭାରତର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍ ନିଯୁକ୍ତ ହୋଇଛନ୍ତି। ୩୬ ବର୍ଷୀୟ ଏହି ମିଡ୍ଫିଲ୍ଡର ଇଣ୍ଡିଆନ ସୁପର ଲିଗ୍(ଆଇଏସଏଲ)ରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍ ସହିତ ଏକ ବର୍ଷ ପାଇଁ ଚୁକ୍ତି…
ରାଜକୁମାରଙ୍କ କାରରେ ଅଣ୍ଡାଦେଲା ପକ୍ଷୀ, ଜାଣିବା ପରେ କ’ଣ କଲେ ଜାଣନ୍ତୁ ….
ଦୁବାଇ, ୧୩।୮: ଦୁବାଇର ରାଜକୁମାର ତଥା କାର୍ଯ୍ୟକାରୀ ପରିଷଦର ସଭାପତି ଶେଖ ହାମଦାନ ବିନ୍ ମହମ୍ମଦ ବିନ ରଶିଦ ଅଲ ମାକ୍ତୁମଙ୍କ ମର୍ସିଡିସ ଏସ୍ୟୁଭି କାରରେ ଏକ ପକ୍ଷୀ ବସା ତିଆରି କରି ସେଥିରେ ରହୁଥିଲା। ଏହା ଜାଣିବା ପରେ ରାଜକୁମାର…
୩୯୧୧ ଦିନ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍
ସାଉଥାମ୍ପଟନ, ୧୩।୮: ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନ ପରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି ବ୍ୟାଟ୍ସମ୍ୟାନ ଫାଓ୍ବଦ ଆଲାମ୍। ଗୁରୁବାରଠାରୁ ସାଉଥାମ୍ପଟନରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଲାଗି ପାକିସ୍ତାନ ପକ୍ଷରୁ ଘୋଷିତ ଚୂଡ଼ାନ୍ତ ଏକାଦଶରେ…
ଗୁଗୁଲ ମ୍ୟାପ୍ରେ ସ୍ତ୍ରୀଙ୍କୁ ଅନ୍ୟଜଣଙ୍କ ସହ ଦେଖିଲେ ସ୍ବାମୀ, ନେଲେ ଏଭଳି ଚରମ ନିଷ୍ପତ୍ତି..
ଗୁଗୁଲ ମ୍ୟାପ୍ ବ୍ୟବହାର କରି ବିଶ୍ୱର କୌଣସି ସ୍ଥାନ ନଚେତ ଗନ୍ତବ୍ୟ ସ୍ଥଳ ବିଷୟରେ ସବିଶେଷ ତଥ୍ୟ ହାସଲ କରିହୁଏ। ହେଲେ ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ଦୁଃଖ ଆଣି ଦେଇଛି। କାରଣ ଗୁଗୁଲ୍ ମ୍ୟାପ୍ରୁ ହିଁ ସେ ତାଙ୍କ ସ୍ତ୍ରୀଙ୍କ…
Archives


