ପିପିଇ କିଟ୍ ପିନ୍ଧି ବାଇକ୍ରେ କରୋନା ଲକ୍ଷଣ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ଟିଏମ୍ସି ନେତା
କୋଲକାତା, ୧୩।୮: ପଶ୍ଚିମବଙ୍ଗର ଝାରଗ୍ରାମ ଜିଲାର ଜଣେ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା କରୋନା ଲକ୍ଷଣ ପ୍ରକାଶ ପାଇଥିବା ବ୍ୟକ୍ତିଙ୍କୁ ବାଇକରେ ନେଇ ହସ୍ପିଟାଲରେ ଛାଡ଼ିଛନ୍ତି। ବ୍ୟକ୍ତିଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗାଡ଼ କରିବାରେ ବିଫଳ ହୋଇଥିଲେ। ଶେଷରେ ଟିଏମ୍ସିର ଗୋପୀବଲ୍ଲଭପୁର…
ଏହି ଲୋକପ୍ରିୟ ଅଭିନେତାଙ୍କୁ ବାଡେଇଲେ ପୋଲିସ କର୍ମଚାରୀ!
ବଲିଉଡ୍ର ସୁପରହିଟ୍ ଫିଲ୍ମ ‘ଆଶିକୀ’ର ଅଭିନେତା ରାହୁଲ ରୟଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ନିଜେ ରାହୁଲ ଏହାକୁ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ଫଟୋରେ ରାହୁଲଙ୍କୁ ୨ ପୋଲିସ କର୍ମଚାରୀ ବାଡାଉଥିବାର ଦେଖିବାକୁ…
ସ୍ବାଧିନତା ଦିବସରେ ସ୍କୁଲକୁ ଆସିବେନି ଛାତ୍ରୀଛାତ୍ର: ଜାରି ହେଲା ଗାଇଡ୍ଲାଇନ
ଭୁବନେଶ୍ୱର,୧୩ା୮(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ସ୍କୁଲରେ ସ୍ବାଧିନତା ଦିବସ ପାଳନ ନେଇ ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ଗାଇଡଲାଇନ ଅନୁସାରେ, ପ୍ରତି ସ୍କୁଲରେ ସ୍ବାଧିନତା…
କରୋନାରୁ ସୁସ୍ଥ ହେବାପରେ ସ୍ପାନିଶ୍ ଗ୍ରାଁ ପ୍ରି ରେସ୍ରେ ଭାଗନେବେ ପେରେଜ
ମୋଣ୍ଟମେଲୋ(ସ୍ପେନ), ୧୩।୮(ଏପି)- କରୋନା ଭାଇରସ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ସର୍ଗିଓ ପେରେଜ ଚଳିତ ସପ୍ତାହରେ ହେବାକୁଥିବା ସ୍ପାନିଶ୍ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ଭାଗନେବେ। ପେରେଜ ଚଳିତ ସିଜନରେ ରେସିଂ ପଏଣ୍ଟ ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ମା’ଙ୍କୁ ଡାକ୍ତରଖାନାରେ…
କରୋନାରେ ଘରକୁ ବନ୍ଧୁ ଆଣିବାରୁ ହତ୍ୟା
ଜଗନ୍ନାଥପ୍ରସାଦ,୧୩ା୮(ଡି.ଏନ୍.ଏ.)-କରୋନାରେ ଘରକୁ ବନ୍ଧୁ ଆଣିବାରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା କରଡାପଲ୍ଲୀ ଗ୍ରାମରେ ବୁଧବାର ମଧ୍ୟରାତ୍ରରେ ଦେଖିବାକୁ ମିଳିଛି। ହତ୍ୟାର ଶିକାର ହୋଇଛନ୍ତି ଗ୍ରାମର ପ୍ରମୋଦ ବେହେରା (୪୮)। ପୋଲିସ କହିଛି, ପ୍ରମୋଦଙ୍କ…
ରାଜ୍ୟରେ ସୁସ୍ଥ ହେଲେ ୧୪୨୨ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ ରହିଛନ୍ତି…
ଭୁବନେଶ୍ୱର, ୧୩।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ୨୭ ଜିଲାରୁ ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୭,୯୦୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍କରି ସୂଚନା…
କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ, ୧୩।୮: କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ଗୁରୁବାର ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ମୂତ୍ର ସଂକ୍ରମଣ ଲାଗି ଗତ ଅଗଷ୍ଟ ୩ରେ ୭୨ ବର୍ଷୀୟ ସିଦ୍ଦରମେୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ…
ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦୧
ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଗୁରୁବାର ୨୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୨ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)…
୨୦ ସୁଦ୍ଧା ଦୈନିକ ୫୦ ହଜାର ଟେଷ୍ଟ
ଭୁବନେଶ୍ୱର, ୧୩ା୮(ବ୍ୟୁରୋ) – କରୋନା ମୁକାବିଲାକୁ ରାଜ୍ୟ ସରକାର ଆହୁରି ବ୍ୟାପକ କରିଛନ୍ତି। ବିଶେଷକରି ପଜିଟିଭ୍ ଚିହ୍ନଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି। ଏନେଇ ଅତିରିକ୍ତ…
୩ୟ କନ୍ୟା ସନ୍ତାନ ହେବାରୁ ଅଢ଼େଇ ମାସର ଶିଶୁକୁ ୪୦ ହଜାର ଟଙ୍କାରେ ବିକିଲା ବାପା
ନୂଆଦିଲ୍ଲୀ, ୧୩।୮: ତୃତୀୟ କନ୍ୟା ସନ୍ତାନ ହେବାରୁ ଏଥିରେ ନାରାଜ ପ୍ରକାଶ କରି ନିଜର ଅଢ଼େଇ ମାସର ଶିଶୁକୁ ୪୦ ହଜାର ଟଙ୍କାରେ ବିକି ଦେଇଛି କଳି ଯୁଗର ଜଣେ ବାପା। ଏହି ସ୍ପର୍ଶକାତର ଘଟଣାଟି ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଯାଇଛି।…
ମା’ଙ୍କ ମୃତ୍ୟୁ ପରେ କାନ୍ଦି ନ ଥିଲେ ସଞ୍ଜୟ ଦତ୍ତ: ଜାଣନ୍ତୁ କାହିଁକ…
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫୁସ୍ଫୁସ୍ କର୍କଟ (କ୍ୟାନସର) ରୋଗରେ ପୀଡିତ ଅଛନ୍ତି। ବର୍ତ୍ତମାନ ଏହା ତୃତୀୟ ଷ୍ଟେଜ୍ରେ ଅଛି। ଏହି ଖବର ଜଣାପଡ଼ିବା ପରେ ତାଙ୍କ ପ୍ରଶସକମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।…
ଆଜି କଟକରୁ ୧୧୫ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୧୩।୮-କଟକ ସହରରୁ ଗୁରୁବାର ପୁଣି ୧୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୬୩ ଜଣ, କଣ୍ଟେନମେଣ୍ଟ ଜୋନରୁ ୨୪ ଜଣ ଓ ୨୮ ଲୋକଲ କଣ୍ଟାକ୍ଟ କେସ୍ ରହିଛି। ମାଛୁଆ ବଜାରରୁ ୧୧ ଜଣ,…
Archives


