ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନସ ରସିଦଙ୍କ ଘରେ ଏବେ ଖୁସି ଖେଳିଯାଇଛି। କାରଣ ଅନସ ଏବେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏ ନେଇ ଅଭିନେତା ପୁଅର କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଫଟୋରେ ଅନସଙ୍କ ବାପାଙ୍କ ସହ ତାଙ୍କ ପୁଅକୁ ଦେଖିବାକୁ ମିଳୁଛି। ଅନସଙ୍କ ବାପା ନାତିକୁ ହାତରେ ଧରିଛନ୍ତି।
ଏହି ଫଟୋ ଶେୟାରକରି ଅନସ ଲେଖିଛନ୍ତି, ମୋ ବାପା ତାଙ୍କ ନାତିକୁ ଘରକୁ ସ୍ବାଗତ କରିଛନ୍ତି। ଆପଣମାନଙ୍କ ପ୍ରେମ ଏବଂ ଭଲପାଇବା ପାଇଁ ଧନ୍ୟବାଦ।
୨୦୧୭ରେ ଅନସ ହିନା ଇକବାଲଙ୍କୁ ବିବାହ କରିଥିଲେ। ପୂର୍ବରୁ ତାଙ୍କର ଏକ ଝିଅ ଇନାୟତ ମଧ୍ୟ ଅଛନ୍ତି।
ଟିଭି ଶୋ’ ‘ଦିୟା ଔର ବାତି ହମ୍‌’ରୁ ଅନସଙ୍କୁ ସଫଳତା ମିଳିଥିଲା। ଏଥିରେ ସେ ସରୋଜ ଭୂମିକାରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୬ ସେକେଣ୍ଡର ଛୋଟ ଭିଡ଼ିଓ ପ୍ରିୟା ପ୍ରକାଶଙ୍କୁ କରିଥିଲା ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ଗୁରୁବାର ୨୦ ବର୍ଷରେ ଥାପିଲେ ପାଦ

ମୁମ୍ବାଇ,୧୨।୯: ଏକ ୨୬ ସେକେଣ୍ଡର ଛୋଟ ଭିଡ଼ିଓ ପ୍ରିୟା ପ୍ରକାଶ ଓ୍ବାରିୟରଙ୍କୁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ କରିଥିଲା। ୨୦୧୮ ଭାଲେଣ୍ଟାଇନ୍‌ ଓ୍ବିକ୍‌ରେ ପ୍ରିୟାପ୍ରକାଶଙ୍କ ଏକ ଭିଡ଼ିଓ...

ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍‌ର ଏହି ସୁପରଷ୍ଟାର

ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ବେଲମକୋଣ୍ଡା ସାଈ ଶ୍ରୀନିବାସ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସଙ୍କ ଅଭିନୀତ ମେଗା ହିଟ୍‌ ଫିଲ୍ମ ‘ଛତ୍ରପତି’ର ରିମେକ୍‌ ମାଧ୍ୟମରେ...

ଘରୁ ପଳାଇଯାଇ ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ସ୍କୁଲରେ ପଢ଼ୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ପ୍ରେମିକଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରିଥିଲେ। ହେଲେ ପରିବାରଲୋକ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା।...

ବ୍ରେକ୍‌ଅପ୍‌କୁ ମାସେ ପୁରିନି, ନୂଆ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ଟାଇଗରଙ୍କ ଭଉଣୀ

ବମ୍ବେ: କେତେବେଳେ ପ୍ରେମ ତ କେତେବେଳେ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କ୍ରିଷ୍ଣା। ନଭେମ୍ବରରେ ସେ ପ୍ରେମିକ ଏବନ...

ଯୋଗ ଦିବସ ପାଳିଲେ କରିନାଙ୍କ ସାନପୁଅ

ବମ୍ବେ: ଜୁନ ୨୧ ଅର୍ଥାତ ମଙ୍ଗଳବାର ଅନ୍ତର୍ଜାତୀୟ ଯୋଗ ଦିବସ। ମନୋରଞ୍ଜନଜଗତ ସହ ଜଡ଼ିତ ସେଲିବ୍ରିଟିମାନେ ଯୋଗ କରୁଥିବା ବେଳର ଫଟୋ ଶେୟାର କରି ଦିନକୁ...

କିଶୋର କୁମାରଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ମମତା

ମୁମ୍ବାଇ,୩।୬: ବଲିଉଡ୍‌ ଜଗତର ଭେଟେରାନ ଗାୟକ କିଶୋର କୁମାରଙ୍କ ପତ୍ନୀ ଓ ଅଭିନେତ୍ରୀ ରୁମା ଗୁହା ଠାକୁରତାଙ୍କ ସୋମବାର ଦେହାନ୍ତ ହୋଇଛି। କୋଲକାତା ସ୍ଥିତ ନିଜର...

ଗାୟତ୍ରୀ ମନ୍ତ୍ରରୁ ନୂଆ ବର୍ଷ ଆରମ୍ଭ କଲେ ଅକ୍ଷୟ କୁମାର

ନୂଆ ବର୍ଷ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ କୁମାର ମଧ୍ୟ...

ଟ୍ରୋଲ ହେଉଛନ୍ତି ଆଲିଆ-ରଣବୀର

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ ଓ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରାଯାଉଛି। ଏହାର କାରଣ କ’ଣ...

Advertisement
Archives

Model This Week