Posted inଜାତୀୟ

ଦିଦିଙ୍କ ଘର ସଜଡ଼ା ଆରମ୍ଭ: ଜିତେନ୍ଦ୍ର ନେଲେ ୟୁ-ଟର୍ନ

କୋଲକାତା,୧୯।୧୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଭାଜପା ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ମିଶନ ପଶ୍ଚିମବଙ୍ଗ ଆରମ୍ଭ ହୋଇଛି। ଶାସକ ତୃଣମୂଳର ବରିଷ୍ଠ ନେତାଙ୍କୁ ବାଡ଼ ଡିଆଁଇବା ଯୋଜନା ଭାଜପା ପକ୍ଷରୁ କରାଯାଇଛି। ଇତିମଧ୍ୟରେ ତୃଣମୂଳ ୫ ଜଣ ଅସନ୍ତୁଷ୍ଟ ଭାଜପା ମୁହାଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘର ସଜଡ଼ା ଆରମ୍ଭ କରିଛନ୍ତି। ସେ ଅସନ୍ତୁଷ୍ଟଙ୍କୁ ମନାଇବା ଯୋଜନା କରିଛନ୍ତି। ତେବେ ଅସନ୍ତୁଷ୍ଟ ନେତା ଜିତେନ୍ଦ୍ର ତିଓ୍ବାରୀ ତୃଣମୂଳରେ ରହିଥିବା ନେଇ ଘୋଷଣା କରିଛନ୍ତି। ବରିଷ୍ଠ ନେତା ଅରୂପ ବିଶ୍ୱାସ ତାଙ୍କୁ ବୁଝାଇବା ପରେ ଜିତେନ୍ଦ୍ର ଏଭଳି ଘୋଷଣା କରିଥିବା କୁହାଯାଉଛି। ମାତ୍ର ଜିତେନ୍ଦ୍ର ଭଳି ନେତାଙ୍କୁ ଭାଜପାରେ ନିଆଯିବ ନାହିଁ ବୋଲି ବାବୁଲ ସୁପ୍ରିଓ ନିଜର ଫେସବୁକ୍‌ ଆକାଉଣ୍ଟ୍‌ରେ ମତାମତ ଦେବା ପରେ ଏଭଳି ୟୁ-ଟର୍ନ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ଜିତେନ୍ଦ୍ରଙ୍କ ଦ୍ୱାରା ଭାଜପା ଅଧିକ ଲାଭାନ୍ବିତ ହୋଇପାରିବ ନାହିଁ। ତେଣୁ ତାଙ୍କୁ ଭାଜପାରେ ସାମିଲ କରିବା ନେଇ ବରିଷ୍ଠ ସଦସ୍ୟ ଅମଙ୍ଗ ହେବାରୁ ବାଧ୍ୟ ହୋଇ ଜିତେନ୍ଦ୍ର ପୁଣି ତୃଣମୂଳକୁ ଫେରିବା ସହିତ ଏଭଳି ଘୋଷଣା କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ରଖିଲା ବଲିଉଡ୍‌

ମୁମ୍ବାଇ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ମାମଲାକୁ ନେଇ ଐତିହାସିକ ରାୟ ଦେଇଛନ୍ତି। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଯାଇଛି। ଏହାସହ ସୁପ୍ରିମକୋର୍ଟ...

ଚିନ୍ତା ବଢ଼ାଇଲା ଚାଇନାର ‘କ୍ୟାଟ୍‌ କ୍ୟୁ ଭାଇରସ୍‌’

ନୂଆଦିଲ୍ଲୀ,୩୦ା୯: ଚାଇନାରୁ ବିଶ୍ୱକୁ ବ୍ୟାପିଥିବା କରୋନା ଭୂତାଣୁଠାରୁ ତ୍ରାହି ମିଳୁନାହିଁ। ଏବେ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି ଏବଂ ପ୍ରାୟ ୩...

ବିଦାହେବେ ବେଆଇନ ପ୍ରବାସୀ

ଓ୍ବାଶିଂଟନ,୧୯ା୬( ଆଇଏଏନ୍‌ଏସ୍‌): ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀମାନଙ୍କୁ ସ୍ବଦେଶକୁ ପ୍ରତ୍ୟର୍ପଣ କରାଯିବ। ଏନେଇ ଦେଶର ଅପ୍ରବାସନ ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହରେ ଅଭିଯାନ...

ପେଗାସସ ମାମଲାରେ ହରଡ଼ଘଣାରେ କେନ୍ଦ୍ର ସରକାର, ୨୯ରୁ ୫ ଫୋନରେ ମାଲଓ୍ବେର…

ନୂଆଦିଲ୍ଲୀ, ୨୫।୮ : ବହୁ ଚର୍ଚ୍ଚିତ ପେଗାସସ ଗୁପ୍ତଚରୀ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତଦନ୍ତ କମିଟି ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟରେ ଏହାର ରିପୋର୍ଟ ଉପସ୍ଥାପନ...

କରୋନା ଆକ୍ରାନ୍ତ ସତ୍ତ୍ୱେ ହାଥରସ୍‌ ଯାଇଥିଲେ ଏହି ଦଳର ବିଧାୟକ

ହାଥରସ୍‌, ୭।୧୦: ବହୁଚର୍ଚ୍ଚିତ ହାଥରସ୍‌ କେସ୍‌ରେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଏକ ପ୍ରତିନିଧି ମଣ୍ଡଳ ଯାଇଥିଲା। ଯେଉଁଥିରେ ବିଧାୟକ କୁଲଦୀପ...

ଇଦଗାହ ପଡ଼ିଆରେ ଗଣେଶ ପୂଜା ନେଇ ଉତ୍ତେଜନା, ସୁରକ୍ଷା ଦାୟିତ୍ୱରେ ୧୬୦୦ ପୋଲିସ, ସୁପ୍ରିମ୍‌କୋର୍ଟରେ ମାମଲା …

ବେଙ୍ଗାଲୁରୁ, ୩୦।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଇଦଗାହ ପଡ଼ିଆରେ ଗଣେଶ ପୂଜା ଅନୁମତି ନେଇ ଏକ ବଡ଼ ବିବାଦ ଉପୁଜିଛି। ସର୍ବଶେଷ ସୂଚନା ଅନୁଯାୟୀ,...

ପିଓକେ ଭାରତର ଅଂଶ : ସେନା ମୁଖ୍ୟ

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର କହିଛନ୍ତି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଓ ଗିଲଗିଟ ବାଲତିସ୍ତାନ ଭାରତର ଅଂଶ। ଏହାକୁ ପାକିସ୍ତାନ ଆତଙ୍କବାଦୀ...

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ମୁମ୍ବାଇ,୨୭।୭: ମହାରାଷ୍ଟ୍ର ରାଜନୀତିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଭିନ୍ନ ଏକ ସଫଳତା ହାସ କରିଛନ୍ତି ବୋଲି କୁହାଯାଏ। ଉଦ୍ଧବଙ୍କ ପିତା ତଥା ଶିବସେନାର ସଂସ୍ଥାପକ...

Advertisement
Archives

Model This Week